Home କେନ୍ଦୁଝର କୁକୁଡା ଚୋର ଗିରଫ

କୁକୁଡା ଚୋର ଗିରଫ

301

ହାଟଡିହି, ୨୭ /୯:(ଓଡିଆପୁଅ/ବିକାଶ ବିଶ୍ୱାଳ) ବିଦ୍ୟାଧରପୁର ବଜାରରୁ କୁକୁଡା ଚୋରୀ ଅଭିଯୋଗରେ ସୋସୋ ପୁଲିସ କମଳ ଲୋଚନ ଯେନା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଖବରରୁ ଜଣାଯାଇଛି ଯେ ଗତ କିଛିଦିନ ତଳେ ବିଦ୍ୟାଧରପୁର ବଜାରର ଜଣେ ବ୍ୟକ୍ତିଙ୍କ କୁକୁଡା ଚୋରୀ ନେଇ ସୋସୋ ଥାନାରେ ଅଭିଯୋଗ ହୋଇଥିଲା । ସୋସୋ ପୁଲିସ ଏନେଇ ଏକ ମାମଲା ରୁଜୁ କରିବା ସହିତ ନନ୍ଦିପଦା ଥାନା ନୁଆରମ୍ପାସ ଗ୍ରାମରେ ଚଢ଼ାଉକରି କମଳ ଲୋଚନ ଯେନାଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.