Bikash Biswal
ଅଣାଧୂନୀ ମଠ ବାବାଙ୍କ ମହାପ୍ରୟାଣ
ହାଟଡ଼ିହି,୧୭ /୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ)ଅଣାଧୂନୀ ମଠର ବାବା ଜ୍ଞାନାନନ୍ଦ ଗିରିଙ୍କ ୪୩ବର୍ଷ ବୟସରେ ଗତକାଲି ରାତିରେ ମହାପ୍ରୟାଣ ଘଟିଛି । ତାଙ୍କ ମହାପ୍ରୟାଣ ଖବର ପାଇ କେନ୍ଦୁଝର, ଭଦ୍ରକ...
ସର୍ପାଘାତରେ ଛାତ୍ରୀର ମୃତ୍ୟୁ
ହାଟଡ଼ିହି,୧୭ /୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ଗେଡମା ପଞ୍ଚାୟତ ଜଳସରପୁର ଗ୍ରାମର ଦିଲ୍ଲିପ କୁମାର ଦାସଙ୍କ ଝିଅ ରୁପାଲୀ ଦାସ(୧୯)ଙ୍କ ସର୍ପାଘାତରେ ମୃତ୍ୟୁ ଘଟିଛି । ସେ ଭଦ୍ରକ...
କଂଗ୍ରେସ ପକ୍ଷରୁ ପେଟ୍ରୋଲ ପମ୍ପ ସମୁଖରେ ଦସ୍ତଖତ ସଂଗ୍ରହ ଅଭିଯାନ
ହାଟଡ଼ିହି,୧୭ /୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ)ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବିଭିନ୍ନ ତେଲଟାଙ୍କି ସମୁଖରେ ଏହାର ବିକ୍ଷୋଭ କରାଯିବା ସହିତ ଲୋକମାନଙ୍କ ଠାରୁ ଦସ୍ତଖତ ସଂଗ୍ରହ କରାଯାଇଛି ।...
ଅଗ୍ନିବିପନ୍ନଙ୍କୁ ସହାୟତା କଲା ବିଜେପି
ହାଟଡ଼ିହି,୧୭ / ୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ବଞ୍ଚୋ ପଞ୍ଚାୟତ ଶିବନାରାୟଣପୁର ଗ୍ରାମରେ ଗତକାଲି ଅଗ୍ନିକାଣ୍ଡ ଘଟି ମଣିଚରଣ ସାହୁ, କ୍ଷେତ୍ରବାସୀ ସାହୁ, ମଙ୍ଗୁଳି ଚରଣ ସାହୁ, ପ୍ରହଲାଦ...
ଆକ୍ରମଣରେ ଜଣେ ଗୁରୁତର
ହାଟଡ଼ିହି,୧୬ /୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସୋସୋ ଥାନା ଅଧିନସ୍ଥ ବିଦ୍ୟାଧରପୁର ବଜାରରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାଯାଇଛି । ନିରାକାର ପହିଙ୍କ ପୁଅ...
ଜାତୀୟ ମେଧାବୃତ୍ତି ପରୀକ୍ଷାରେ ଅସ୍ମିତି ଆରିୟନଙ୍କ ସଫଳତା
ହାଟଡ଼ିହି,୧୬ /୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ନବମ ଶ୍ରେଣୀର ଛାତ୍ର ଅସ୍ମିତି ଆରିୟନ ରାଉତ ୮ମ ଶ୍ରେଣୀ ଜାତୀୟ ମେଧାବୃତ୍ତି ପରୀକ୍ଷାରେ ସଫଳତା ଅର୍ଜନ କରି...
ଆଇତିପୁର ପଞ୍ଚାୟତରେ ମନରେଗା ଯୋଜନାରେ ଅନିୟମିତତା ଅଭିଯୋଗ,ବିଡିଓଙ୍କୁ ଦାବିପତ୍ର ପ୍ରଦାନ
ହାଟଡ଼ିହି,୧୬ / ୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଆଇତିପୁର ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି କିଛି ଗ୍ରାମବାସୀ ବିଡିଓଙ୍କୁ...
ଶିବନାରାୟଣପୁର ଗ୍ରାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଗଲା
ହାଟଡ଼ିହି,୧୬ / ୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବଞ୍ଚୋ ପଞ୍ଚାୟତ ଶିବନାରାୟଣପୁର ଗ୍ରାମରେ ଆଜି ଅପରାହ୍ନ ୪ଟାବେଳେ ଅଗ୍ନିକାଣ୍ଡ ଘଟି ୪ଟି ପରିବାରର ୬ବଖରା...
ହାଟଡିହି ଅଞ୍ଚଳରେ ଓଡିଶାବନ୍ଦର ପ୍ରଭାବ ପଡିଲାନି
ହାଟଡ଼ିହି,୧୫ / ୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ତୈଳଦର ବୃଦ୍ଧି ଓ ଅତ୍ୟାବଶକୀୟ ସାମଗ୍ରୀର ମୂଲ୍ୟବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ଓ ବାମ ଦଳଗୁଡିକ ପକ୍ଷରୁ ଦିଆଯାଇଥିବା ଓଡିଶା ବନ୍ଦ...
ଏକମୋ ଚିକିତ୍ସାପାଇଁ ଅର୍ଥ ସାଜିଛି ବାଧକ ଶିକ୍ଷୟତ୍ରୀଙ୍କ ସ୍ୱାମୀଙ୍କୁ ବଞ୍ଚାଇବାକୁ ଆକୁଳ ନିବେଦନ
ହାଟଡ଼ିହି,୧୫ / ୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କାନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ସୁଜାତା ଜେନା (ଟିକିଦିଦି)ଙ୍କ ସ୍ୱାମୀ ମୃତ୍ୟୁଞ୍ଜୟ ପାତ୍ର କରୋନାରେ...
ପେନସନ ନମିଳିବାରୁ ବିଷପିଇବା ଘଟଣା, ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ
ହାଟଡ଼ିହି,୧୫ / ୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ୨ବର୍ଷ ହେଲା ଚାକିରିରୀରୁ ଅବସର ଗ୍ରହଣ କରିଥିଲେବି ଆଜି ପର୍ଯ୍ୟନ୍ତ ରିଟାୟଡମେଣ୍ଟ ଅର୍ଡର, ଜିପିଏଫ କି ପେନସନ ନପାଇବାରୁ ଜଣେ କଲେଜ...
ସ୍କୁଲ ପରିସରରୁ ଅଜଣା ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର
ହାଟଡ଼ିହି,୧୫ / ୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ ଥାନା ଅଧିନସ୍ଥ ସଢ଼ା ନିଶାକର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରୁ ଏକ ଅଜଣା...
ମରେଗାଁ ପଞ୍ଚାୟତ ମନରେଗା ଦୁର୍ନୀତି, ଜିଆରଏସଙ୍କୁ ସ୍ଥାନାନ୍ତର
ହାଟଡିହି,୧୪ / ୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ମରୈଗାଁ ପଞ୍ଚାୟତରେ ମନରେଗା ଯୋଜନାରେ ମହାଦୁର୍ନୀତି ନେଇ ଅଭିଯୋଗ ହେବାପରେ ବ୍ଲକ ପ୍ରଶାସନ ପକ୍ଷରୁ ମରୈଗାଁ ପଞ୍ଚାୟତର ଜିଆରଏସ ରଞ୍ଜନ କୁମାର...
ପୁଅକୁ ଶ୍ୱାସରୁଦ୍ଧ କରି ହତ୍ୟା କରି ବିଷ ପିଇବା ଘଟଣା, ଚିକିତ୍ସାଧିନ ଅବସ୍ଥାରେ ମାର...
ହାଟଡ଼ିହି,୧୪ / ୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ମରୈଗାଁ ପଞ୍ଚାୟତର ଜଗନ୍ନାଥପୁର ଗାଁରେ ଗତକାଲି ପୁଅକୁ ଶ୍ୱାସରୁଦ୍ଦ କରି ମାରିବାପରେ ମା ବିଷପିଇବା ଘଟଣାରେ...
ଗୁଣିଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତ୍ତିଙ୍କୁ ନିସ୍ତୁକ ମାଡଘଟଣା, ପୁଲିସର ତଦନ୍ତ ଜାରି
ହାଟଡ଼ିହି,୧୪ / ୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଗୁଣିଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତ୍ତିଙ୍କୁ ମାଡ ମରାଯିବା ଓ ବିଷ୍ଠା ପିଆଇବା ଘଟଣାରେ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି...
ଭିନ୍ନକ୍ଷମଙ୍କୁ ହୁଇଲ ଚେୟାର ବଣ୍ଟନ
ହାଟଡିହି,୧୩ / ୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ପକ୍ଷରୁ ଭିନ୍ନକ୍ଷମ ମାନଙ୍କୁ ହୁଇଲ ଚେୟାର ଯୋଗାଇ ଦିଆଯାଇଛି । ମୋଟ ୨୪ଜଣଙ୍କୁ ହୁଇଲ ଚେୟାର ଯୋଗାଇ ଦେବାକୁ...
ବଢ଼ୁଛି ନା ବାଳିକା ବିବାହ, ରୋକିବାକୁ ପ୍ରଶାସନର ପ୍ରୟାସ, ଲୁଚି ଖସିଗଲେ କନ୍ୟା, କନ୍ୟାପିତା...
ହାଟଡ଼ିହି,୧୩ / ୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) କରୋନା କଟକଣା ଯୋଗୁଁ ନିରାଡମ୍ବର ବିଭାଘର ପ୍ରସ୍ତୁତି । ସ୍ୱଳ୍ପ ବନ୍ଧୁବାନ୍ଧବକୁ ନେଇ ରଥଯାତ୍ରା ଦିନ ହେଉଥିଲା ବାହାଘର । ବେଦୀ...
ପାରିବାରିକ କଳହ ନେଲା ଶିଶୁପୁତ୍ରର ଜୀବନ, ବିଷ ପିଇ ମା ଗୁରୁତର
ହାଟଡ଼ିହି,୧୩ / ୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ମରୈଗାଁ ପଞ୍ଚାୟତର ଜଗନ୍ନାଥପୁର ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । କୌଣସି କଥାକୁନେଇ ଶାଶୁ...
ଗୁଣିଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତ୍ତିଙ୍କୁ ମାଡମାରି ବିଷ୍ଠା ପିଆଇଲେ
ହାଟଡ଼ିହି, ୧୩ / ୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗୁଣି ଗାରେଡି ସନ୍ଦେହରେ ଗୋଟିଏ ପରିବାରକୁ ଼ଗତକାଲି ସନ୍ଧ୍ୟାରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯିବା ସହିତ...
ବାଲ୍ୟ ବିବାହ ରୋକିବାକୁ ଯାଇ ଫେରିଲେ ବିଭାଗୀୟ ଅଧିକାରୀ
ହାଟଡ଼ିହି,୧୨ / ୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ବାଲ୍ୟ ବିବାହ କରାଯିବା ଏକ ଅପରାଧ । ଏଥିପାଇଁ ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନତା କାର୍ଯ୍ୟକ୍ରମ କରାଯାଇ ଲୋକମାନଙ୍କୁ ସଚେତନ କରାଯାଉଛି...