Home Authors Posts by Debadatta Rath

Debadatta Rath

2473 POSTS 0 COMMENTS

ଚିଦାମ୍ବରମଙ୍କୁ ଝଟ୍‌କା: ଜାମିନ ଆବେଦନ ଖାରଜ

0
ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଲାଗିଛି ଜୋରଦାର ଝଟ୍‌କା।ସୋମବାର ଦିନ ସୁପ୍ରିମକୋର୍ଟ ଚିଦାମ୍ବରମଙ୍କ ସିବିଆଇ ମାମଲାର ଆବେଦନକୁ ଖାରଜ କରି ଦେଇଛନ୍ତି।ସିବିଆଇ ଦ୍ୱାରା ଚିଦାମ୍ବରମ ଗିରଫ ହେବା ପରେ ତାଙ୍କ ଆବେଦନ...

ଏଥର ଟାର୍ଗେଟରେ ନକ୍ସଲ! ମାଓ ଦମନ ନେଇ ଆଜି ବୈଠକ

0
ନୂଆଦିଲ୍ଲୀ: ଆଜି ଗୃହମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ମାଓବାଦ ଦମନ ଉପରେ ହେବାକୁ ଯାଉଛି ବୈଠକ।ବୈଠକରେ ଅମିତ ଶାହାଙ୍କ ସମେତ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ, ଗୃହ ମନ୍ତ୍ରଳାୟ, ଗୁଇନ୍ଦା...

ସ୍ତ୍ରୀ’ ର କଟାମୁଣ୍ଡ ଧରି ଥାନାରେ ହାଜର ହେଲା ସ୍ୱାମୀ!

0
ଭୁବନେଶ୍ୱର: ସ୍ତ୍ରୀ' ର କଟାମୁଣ୍ଡ ଧରି ଥାନାରେ ହାଜର ହେଲା ସ୍ୱାମୀ।ପାରିବାରିକ କଳହ କାରଣରୁ ସ୍ତ୍ରୀ' କୁ କଟୁରୀରେ ହାଣି ମୁଣ୍ଡ, ଗଣ୍ଡି ଅଲଗା କରିଦେଲା ସ୍ୱାମୀ।ଏହାପରେ କଟା ମୁଣ୍ଡକୁ ଧରି ଥାନାରେ...

ସାବଧାନ୍: ପାର୍ସଲରେ ସାପ !

0
ଭୁବନେଶ୍ୱର: ପାର୍ସଲ ପେଟି ଭିତରୁ ବାହାରିଲା ୬ଫୁଟ ଲମ୍ବର ନାଗ ସାପ।କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ୫ ନମ୍ବର ୱାର୍ଡ଼ରେ ରହୁଥିବା ମୁଥକୁମାର ନାମକ ଜଣେ ବ୍ୟକ୍ତିଙ୍କ...

ସାଇକେଲ ଚୋରକୁ ପିଟିପିଟି ହତ୍ୟା !

0
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ ବଜ୍ରକୋଟ ଗାଁ'ରେ ସାଇକେଲ ଚୋରୀ ଅଭିଯୋଗରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି।ମୃତକଙ୍କ ନାମ ଟୁକୁନା ନାୟକ।ସାମାନ୍ୟ ସାଇକେଲ ଚୋରୀ କଥାକୁ ନେଇ ଦୁଇ...

ଭୁଲ ଇଞ୍ଜେକ୍ସନ ବାଳିକାର ପ୍ରାଣ ନେଲା !

0
ଭୁବନେଶ୍ୱର/କଟକ: କଟକ ଜିଲ୍ଲା ନିଆଳି ଠାରେ ଏକ କ୍ଲିନିକରେ ଚିକିତ୍ସାଧୀନ ଥିବା ଜଣେ ୯ ବର୍ଷର ଝିଅର ଭୁଲ ଇଞ୍ଜେକ୍ସନ ଯୋଗୁଁ ପ୍ରାଣ ହାନୀ ଘଟିଥିବା ଅଭିଯୋଗ ହୋଇଛି। ଝିଅଟିର ନାମ ସୀମା...

ମାଡ଼ ମୂଲଉଛନ୍ତି କି ପପୁ ? ଧର୍ମ,ଦେବାଦେବୀ ଏବଂ ନାରୀଙ୍କୁ ଅସମ୍ମାନ ତାଙ୍କର ଅଭ୍ୟାସଗତ...

0
ଭୁବନେଶ୍ୱର: ପପୁ ପମ୍ ପମଙ୍କ ଆଗାମୀ ଫିଲ୍ମ "ମିଷ୍ଟର କହ୍ନେୟା"ର ଏକ ପୋଷ୍ଟରକୁ ନେଇ ଏବେ ବିବାଦ ଦେଖାଦେଇଛି।ପୋଷ୍ଟରଟିରେ ପପୁଙ୍କ ସାମନାରେ ୭ ଜଣ ଝିଅ ଆଣ୍ଠୁ ମାଡ଼ି ବସିଛନ୍ତି।ଆଉ ସେ, ୭...

କାଶ୍ମୀର ପ୍ରସଙ୍ଗ: ଡକାଯାଇ ପାରେ ସର୍ବ ଦଳୀୟ ବୈଠକ

0
ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗ ଉପରେ କେନ୍ଦ୍ର ସରକାର ସର୍ବ ଦଳୀୟ ବୈଠକ ଡାକି ପାରନ୍ତି।ସରକାର ଏବେ ଜମ୍ମୁ କଶ୍ମୀରରେ ଜାରି ରହିଥିବା କିଛି କଟକଣାକୁ ସଂପୂର୍ଣ୍ଣ ଭାବେ ଉଚ୍ଚେଦ କରିବା ପାଇଁ ଚିନ୍ତା...

କେରଳରୁ ୪ ସଦିଗ୍ଧ ଗିରଫ !

0
କୋଏମ୍ବାଟୁର: ତାମିଲନାଡୁରେ ଆତଙ୍କବାଦୀ ସଙ୍ଗଠନ ଲସ୍କରର ଅନୁପ୍ରବେଶକୁ ନେଇ ଗୁଇନ୍ଦା ସଂସ୍ଥା ତରଫରୁ ହାଇଆଲର୍ଟ ଜାରି କରାଯିବା ପରେ କେରଳ ପୋଲିସ ଶନିବାର ଜଣେ ସଦିଗ୍ଧଙ୍କୁ ଅଦାଲତ ପରିସରରୁ ଗିରଫ କରିଛି।ଏହା ପୂର୍ବରୁ...

ଅର୍ଚ୍ଚନା ଏବେ କେଉଁ ଦଳରେ? ବିଜେପିଠାରୁ ଦୂରତାର କାରଣ କ’ଣ?

0
ଭୁବନେଶ୍ୱର: ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ ଏବେ କେଉଁ ଦଳରେ? ସେ ଏବେ କେଉଁ ଦଳରେ ଅଛନ୍ତି ନାଁ, ସେ ଏବେ ଜଣେ ସ୍ୱାଧୀନ ନେତ୍ରୀ?ନାଁ, ସେ ଆଉ ସକ୍ରିୟ ରାଜନୀତିରେ ନାହାଁନ୍ତି?ଅର୍ଚ୍ଚନା...

ଜୀବନ ଯୁଦ୍ଧରେ ହାରିଗଲେ ଜେଟଲୀ

0
ନୂଆଦିଲ୍ଲୀ: ପରଲୋକରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ।ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଅରୁଣ।ଦେହାନ୍ତ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା।ଅସୁସ୍ଥତା କାରଣରୁ ଗତ ୯ ତାରିଖରୁ...

ଶିବସେନା ସହ ମେଣ୍ଟ ରହିବ; କିନ୍ତୁ ସମସ୍ତ ଆସନ ଲଢ଼ିବା ପାଇଁ ପ୍ରସ୍ତୁତ ରହିବୁ:...

0
ମୁମ୍ବାଇ: ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଶିବସେନା ସହିତ ମେଣ୍ଟ ଜାରି ରହିବ।କିନ୍ତୁ ବିଜେପିର ସଙ୍ଗଠନ କାର୍ଯ୍ୟ ଏପରି ରହିବ ଯେପରି ମହାରାଷ୍ଟ୍ରର ସମସ୍ତ ୨୮୮ ଆସନରେ ବିଜେପି ଲଢ଼ିବା ପାଇଁ ପ୍ରସ୍ତୁତ...

ଆଜି ଶ୍ରୀକୃଷ୍ଣ ଜନ୍ମ: ପବିତ୍ର ଜନ୍ମାଷ୍ଟମୀର ହାର୍ଦ୍ଦିକ ଅଭିନନ୍ଦନ

0
।।କୃଷ୍ଣାୟ ବାସୁଦେବାୟ ଦେବକୀ ନନ୍ଦନାୟଚ ନନ୍ଦଗୋପ କୁମାରାୟ ଗୋବିନ୍ଦାୟ ନମୋନମଃ।। ଆଜି ପବିତ୍ର ଜନ୍ମାଷ୍ଟମୀ।ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ।ବିଷ୍ଣୁଙ୍କର ଅବତାରୀ ପୁରୁଷ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ହିନ୍ଦୁମାନେ ଜନ୍ମାଷ୍ଟମୀ ରୂପେ ପାଳନ କରିଥାଆନ୍ତି।ହିନ୍ଦୁ ପଞ୍ଜିକା ଅନୁସାରେ...

ଏକଲା ଲଢ଼ୁଛନ୍ତି ଲେଖାଶ୍ରୀ! ନାଁ,କଥା ଆଉ କିଛି?

0
ଭୁବନେଶ୍ୱର: ନିର୍ବାଚନ ସରିଗଲା।ରାଜ୍ୟରେ ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ ଆଦି ଘଟଣା ବୃଦ୍ଧି ପାଉଥିବା ଅଭିଯୋଗ କରି ନିର୍ବାଚନ ପୂର୍ବରୁ ସବୁଠାରୁ ଅଧିକ ହଙ୍ଗମା କରୁଥିବା ବିଜେପି ମହିଳା ମୋର୍ଚ୍ଚା ବୋଧେ ନିର୍ବାଚନ ପରେ...

ମାଲ୍ୟାଙ୍କୁ କହୁଥିଲେ; ଆଜି ନିଜେ ପଳାତକ: ଚିଦାମ୍ବରମଙ୍କ ନାମରେ ଲୁକ୍ ଆଉଟ୍ ନୋଟିସ୍ !

0
ନୂଆଦିଲ୍ଲୀ: ଦିନେ ପଳାତକ ବିଜୟ ମାଲ୍ୟାଙ୍କ କଥାକୁ ନେଇ ମୋଦୀ ସରକାରଙ୍କୁ ସମାଲୋଚନା କରୁଥିଲେ।କିନ୍ତୁ ଆଜି ନିଜେ ସେ ପଳାତକ।ଲୁକ୍ ଆଉଟ୍ ନୋଟିସ୍ ଜାରୀ ହୋଇଛି ପୂର୍ବତନ ଗୃହମନ୍ତ୍ରୀ, ବିଦେଶ ମନ୍ତ୍ରୀ ତଥା...

ସୋସିଆଲ ମିଡିଆ ସହ ଆଧାର ଲିଙ୍କ: ଏବେ ଜଣାପଡ଼ିବ ଆଞ୍ଜେଲ ପ୍ରିୟା ସୁକୁଟି ସାହୁ...

0
ଭୁବନେଶ୍ୱର: ଓଡ଼ିଆରେ ଗୋଟେ ଗୀତ ଥିଲା, "ଥରେ ଆଧାର କାର୍ଡ ଲିଙ୍କ ହେଉ ଫେସବୁକରେ ଖାଲି, ତେବେ ଜଣାପଡ଼ିବ ଆଞ୍ଜେଲ ପ୍ରିୟା ସୁକୁଟି ସାହୁ ବୋଲି"।ଗୀତଟି ଖୁବ୍ ହିଟ୍ ହେଇଥିଲା।ତେବେ, ଏବେ ବୋଧେ...

ଭାରତ ବିରୋଧୀଙ୍କୁ ବିଦେଶ ମାଟିରେ ଜବାବ୍: ସାବାସ୍ ସାଜିଆ; ସାବାସ୍ ପୁନମ୍

0
    ଝଣ୍ଡା ଉଞ୍ଚା ରହେ ହମାରା ... ଭୁବନେଶ୍ୱର: ବିଦେଶ ମାଟିରେ ଭାରତ ବିରୋଧୀ ତତ୍ତ୍ୱଙ୍କୁ ଭାଜପା ନେତ୍ରୀ ସାଜିଆ ଇଲ୍ମି ଏବଂ ପତ୍ରକାର ପୁନମ୍ ଯୋଶୀଙ୍କ ସାହସିକ ଜବାବକୁ ନେଇ...

ରାଜ୍ୟରେ ଶିକ୍ଷା ବ୍ୟବସ୍ଥା: ଗାଁ’ ରୁ ଗ୍ରାଉଣ୍ଡ ରିପୋର୍ଟ

0
ଭୁବନେଶ୍ୱର: ରାଜ୍ୟରେ କିପରି ଚାଲିଛି ଶିକ୍ଷା ବ୍ୟବସ୍ଥା?କେତେ ପାରଦର୍ଶିତାର ସହ ହେଉଛି କାର୍ଯ୍ୟକାରିତା?ତାହା ଜଣାପଡୁଛି ରାଜଧାନୀ ଭୁବନେଶ୍ବର ଠାରୁ ୫୦ କିଲୋମିଟର ଦୂର ଏକ ଗ୍ରାମରୁ।ବେସରକାରୀ ବିଦ୍ୟାଳୟ ଗୁଡ଼ିକ ତୁଳନାରେ ସରକାରୀ ବିଦ୍ୟାଳୟ...

ଟିମ୍ ଅପରାଜିତାରେ ଅପରାଧୀ!କିଏ ସେ ଅପରାଧୀ; ଅଭିଯୋଗ ପଛରେ କିଏ?

0
ଭୁବନେଶ୍ୱର: ଟିମ୍ ଅପରାଜିତାରେ ଅପରାଧୀ!ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଅପରାଧୀକ ତତ୍ୱଧାରୀ ମାନଙ୍କୁ ନେଇ ତିଆରି କରିଛନ୍ତି "ଟିମ୍ ଅପରାଜିତା"! ଏପରି ଅଭିଯୋଗ ଆଉ କେହି ନୁହେଁ, ତାଙ୍କ ଦଳୀୟ ଲୋକ ହିଁ...

ରାମେଶ୍ୱର ପାନ୍ଥ ନିବାସ: ଏବେ “ହୋଟେଲ୍ ନିଳାମ୍ବୁ -ଦ” ପୁଡ୍ କୋର୍ଟ୍”

0
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ଠାରେ ନିର୍ମାଣ ହୋଇଥିଲା ଏକ ପାନ୍ଥନିବାସ।ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଳଭ ପଟ୍ଟନାୟକ ଏହା ଆରମ୍ଭ କରିଥିଲେ।ସୂଚନାଯୋଗ୍ୟ ଯେ ଜାନକୀ ବାବୁଙ୍କର ନିଜ ଗାଁ" ଏହି ରାମେଶ୍ୱର।କିନ୍ତୁ,...