Home ଅପରାଧ କେରଳରୁ ୪ ସଦିଗ୍ଧ ଗିରଫ !

କେରଳରୁ ୪ ସଦିଗ୍ଧ ଗିରଫ !

375

କୋଏମ୍ବାଟୁର: ତାମିଲନାଡୁରେ ଆତଙ୍କବାଦୀ ସଙ୍ଗଠନ ଲସ୍କରର ଅନୁପ୍ରବେଶକୁ ନେଇ ଗୁଇନ୍ଦା ସଂସ୍ଥା ତରଫରୁ ହାଇଆଲର୍ଟ ଜାରି କରାଯିବା ପରେ କେରଳ ପୋଲିସ ଶନିବାର ଜଣେ ସଦିଗ୍ଧଙ୍କୁ ଅଦାଲତ ପରିସରରୁ ଗିରଫ କରିଛି।ଏହା ପୂର୍ବରୁ କୋଏମ୍ବାଟୁର ପୋଲିସ ୩ ଜଣ ସଦିଗ୍ଧଙ୍କୁ ଗିରଫ କରିଥିଲା। ପୋଲିସ ଏ’ ସମସ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।ଶ୍ରୀଲଙ୍କାରୁ ସମୁଦ୍ର ପଥରେ ଲସ୍କର ସଂଗଠନର ୬ ଜଣ ଆତଙ୍କବାଦୀ ତାମିଲନାଡୁରେ ପ୍ରବେଶ କରିବା ନେଇ ଗୁଇନ୍ଦା ସଂସ୍ଥା ଆଲର୍ଟ ଜାରି କରିଥିଲା।ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁ ଏବଂ କେରଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।//ଦେବଦତ୍ତ ରଥ

ଭାରତ ବିରୋଧୀଙ୍କୁ ବିଦେଶ ମାଟିରେ ଜବାବ୍: ସାବାସ୍ ସାଜିଆ; ସାବାସ୍ ପୁନମ୍

କୂଳଭୂଷଣଙ୍କୁ ୱାଘା ବର୍ଡ଼ରରେ ଫାଶୀ ଦିଆଯାଉ: ବଲିଉଡ୍ ଅଭିନେତ୍ରୀ !

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.