Home ଅପରାଧ ସ୍ତ୍ରୀ’ ର କଟାମୁଣ୍ଡ ଧରି ଥାନାରେ ହାଜର ହେଲା ସ୍ୱାମୀ!

ସ୍ତ୍ରୀ’ ର କଟାମୁଣ୍ଡ ଧରି ଥାନାରେ ହାଜର ହେଲା ସ୍ୱାମୀ!

273

ଭୁବନେଶ୍ୱର: ସ୍ତ୍ରୀ’ ର କଟାମୁଣ୍ଡ ଧରି ଥାନାରେ ହାଜର ହେଲା ସ୍ୱାମୀ।ପାରିବାରିକ କଳହ କାରଣରୁ ସ୍ତ୍ରୀ’ କୁ କଟୁରୀରେ ହାଣି ମୁଣ୍ଡ, ଗଣ୍ଡି ଅଲଗା କରିଦେଲା ସ୍ୱାମୀ।ଏହାପରେ କଟା ମୁଣ୍ଡକୁ ଧରି ଥାନାରେ ହାଜର ହେଲା ସ୍ୱାମୀ।ଘଟଣାଟି ଘଟିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ରାଇବେରୁହାଁ ଗ୍ରାମରେ।ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଦେଇଛି।ପୋଲିସ ଅଭୁଯୁକ୍ତ ସ୍ୱାମୀକୁ ଗିରଫ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି।ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଏପରି ବର୍ବର କାଣ୍ଡ ଘଟାଇଥିବା କୁହାଯାଉଛି।//ଦେବଦତ୍ତ ରଥ

ସ୍ତ୍ରୀର କଟା ମୁଣ୍ଡ ଧରି ବୁଲିଲା ସ୍ବାମୀ

ମାଡ଼ ମୂଲଉଛନ୍ତି କି ପପୁ ? ଧର୍ମ,ଦେବାଦେବୀ ଏବଂ ନାରୀଙ୍କୁ ଅସମ୍ମାନ ତାଙ୍କର ଅଭ୍ୟାସଗତ ତୃଟି!

ସାବଧାନ୍: ପାର୍ସଲରେ ସାପ !

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.