Home ଅପରାଧ ସାଇକେଲ ଚୋରକୁ ପିଟିପିଟି ହତ୍ୟା !

ସାଇକେଲ ଚୋରକୁ ପିଟିପିଟି ହତ୍ୟା !

537

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ ବଜ୍ରକୋଟ ଗାଁ’ରେ ସାଇକେଲ ଚୋରୀ ଅଭିଯୋଗରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି।ମୃତକଙ୍କ ନାମ ଟୁକୁନା ନାୟକ।ସାମାନ୍ୟ ସାଇକେଲ ଚୋରୀ କଥାକୁ ନେଇ ଦୁଇ ସାଙ୍ଗଙ୍କ ମଧ୍ୟରେ ଯୁକ୍ତିତର୍କରୁ ଗଣ୍ଡଗୋଳ ଘଟିଥିଲା।ଏହାପରେ ଟୁକୁନାଙ୍କୁ ଏକ ଲୁହା ରଡ଼ରେ ପିଟିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।ଅଭିଯୁକ୍ତ ଫେରାର ଅଛି।ଆସ୍କା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।//ଦେବଦତ୍ତ ରଥ

ଭୁଲ ଇଞ୍ଜେକ୍ସନ ବାଳିକାର ପ୍ରାଣ ନେଲା !

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.