Home Authors Posts by Debadatta Rath

Debadatta Rath

2473 POSTS 0 COMMENTS

ସିଏମ୍ ମତେ ସୈତାନ୍ କହିବା ଅସଂସଦୀୟ, ଅସଭ୍ୟ: କିରଣ ବେଦୀ

0
ନୂଆଦିଲ୍ଲୀ: ପୁଡ୍ଡୁଚେରୀ ଉପ-ରାଜ୍ୟପାଳ କିରଣ ବେଦୀଙ୍କ ପାଇଁ ସେଠାକାର କଂଗ୍ରେସ ମୁଖ୍ୟମନ୍ତ୍ରୀ ଭି. ନାରାୟଣ ସ୍ୱାମୀ ସୈତାନ୍ (ଦାନବ) ଶବ୍ଦ ବ୍ୟବହାର କରିଥିବାକୁ ନେଇ ଏହା ଅସଂସଦୀୟ, ଅବାଞ୍ଚିତ, କୁତ୍ସିତ ଅସଭ୍ୟ ଏବଂ...

ଦିଲ୍ଲୀ ଇଜ୍ ଇଞ୍ଜ୍ୟୁରସ୍ ଟୁ ହେଲଥ୍ !!

0
ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶୀ ଥରରୁ ଦିଲ୍ଲୀ-ଏନସିଆରରେ ପ୍ରଦୂଷଣକୁ ନେଇ ଏକ ମିମ ଟ୍ୱିଟ କରିଛନ୍ତି, ଯେଉଁଥିରେ ଏକ ସିଗାରେଟ୍ ପ୍ୟାକେଟ୍ ଭିତରେ କୁତବମିନାର ଦେଖାଯାଉଛି।ସେଥିରେ ଲେଖାଅଛି, "କେବେ ଯାଏଁ ଜୀବନ କାଟିବ...

ତଡ଼ା ଖାଇଲେ; ଉପ-ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବକୁ ଯାଇଥିବା ସାଂସଦ

0
ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରର ନବ ନିଯୁକ୍ତ ଉପ-ରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇଥିବା ମେହେବୁବା ମୁଫତିଙ୍କ ଦଳ ପିଡିପି ରାଜ୍ୟସଭା ସାଂସଦ ନଜ୍ଜିର ଅହମ୍ମଦ ଲାଉୟଙ୍କୁ ଦଳରୁ ବହିଷ୍କାର...

ନିର୍ଭୟା କାଣ୍ଡ: ୪ ନଭେମ୍ବର ସୁଧା କ୍ଷମା ଯାଚିକା ନକଲେ ଫାଶୀ

0
ନୂଆଦିଲ୍ଲୀ: ଦିଲ୍ଲୀରେ ଘଟିଥିବା ନିର୍ଭୟା ଗଣ ଦୁଷ୍କର୍ମ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ୪ଜଣ ଅଭିଯୁକ୍ତ ୪ ନଭେମ୍ବର ସୁଧା ରାଷ୍ଟ୍ରପତିଙ୍କ ପାଖରେ କ୍ଷମା ଆବେଦନ/ଦୟା ଯାଚିକା ଦାଖଲ...

ଅଣ୍ଡା ଖାଇ, ପିଲା ବଡ଼ ହୋଇ ନରଭକ୍ଷୀ ହୋଇ ନ’ଯାଆନ୍ତୁ: ବିଜେପି

0
ଭୁବନେଶ୍ୱର: ଓଡ଼ିଶାରେ ନବୀନ ସରକାର ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଅଣ୍ଡା ଦେଉଛନ୍ତି।ମଧ୍ୟ ପ୍ରଦେଶରେ କମଳନାଥଙ୍କ ସରକାର ମଧ୍ୟ ସେହିପରି ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଅଣ୍ଡା ଦେଉଛନ୍ତି।ଅଣ୍ଡା ବହୁତ ପୃଷ୍ଟିସାରକ ଖାଦ୍ୟ।ପିଲାଙ୍କ ଶାରୀରିକ ଗଠନ...

ॐ ଅସତୋ ମା.. ଶେଷ ପଙ୍କ୍ତି ହୃଦୟରେ ଗୁଞ୍ଜରଣ କରୁଛି: ପ୍ରିୟଙ୍କା

0
ନୂଆଦିଲ୍ଲୀ: ସ୍ୱର୍ଗତ ଇନ୍ଦିରା ଗାନ୍ଧୀ ତାଙ୍କ ନାତି ରାହୁଲ ଗାନ୍ଧୀ ଏବଂ ନାତୁଣୀ ପ୍ରିୟଙ୍କା ଗାନ୍ଧୀ (ଭଦ୍ରା)ଙ୍କୁ ଶିଖାଇଥିବା ପ୍ରଥମ ଶ୍ଳୋକ ଥିଲା, "ॐ ଅସତୋ ମା' ସଦଗମୟ, ତମସୋ ମା' ଜ୍ୟୋତିର୍ଗମୟ,...

ଦେଶରେ ନିର୍ମାଣ ହେବ ଆଉ ୧୦୦ଟି ବିମାନ ବନ୍ଦର

0
ନୂଆଦିଲ୍ଲୀ: ଦେଶରେ ଆଉ ୧୦୦ଟି ନୂଆ ବିମାନ ବନ୍ଦର ନିର୍ମାଣ କରିବା ଯୋଜନା କରିଛନ୍ତି କେନ୍ଦ୍ର ସରକାର।ଏ' ବାବଦରେ ୧ ଲକ୍ଷ କୋଟି ଟଙ୍କା ବିନିଯୋଗ ହେବ।୨୦୨୪ ସୁଦ୍ଧା ଏହି ସବୁ ବିମାନ...

ନୂଆ ଲୁକ୍‌ରେ ତେଜ ପ୍ରତାପ: ନିଜକୁ କହିଲେ କୃଷ୍ଣଙ୍କ ବଡ଼ ଭକ୍ତ

0
ନୂଆଦିଲ୍ଲୀ: ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କୁ ନୂଆ ଲୁକ୍‌ରେ ଦେଖିବାକୁ ମିଳିଛି। ଲମ୍ବା ହେୟାର ଷ୍ଟାଇଲ୍‌ ସହ ମଥାରେ ତିଳକ ଚିହ୍ନ, ହାତ ଏବଂ ବେକରେ ରୁଦ୍ରାକ୍ଷ...

ପାକିସ୍ଥାନରୁ ନିମନ୍ତ୍ରଣ: ସିଦ୍ଧୁ କଲେ ସ୍ୱୀକାର

0
ନୂଆଦିଲ୍ଲୀ: ପାକିସ୍ଥାନରୁ ନିମନ୍ତ୍ରଣ ଆସିଛି କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ପାଖକୁ।ନଭେମ୍ୱର ମାସରେ ପାଳନ ହେଉଛି ଗୁରୁ ନାନକଙ୍କ ୫୫୦ ତମ ଜୟନ୍ତୀ।ପାକିସ୍ଥାନର କରତାରପୁର ସ୍ଥିତ ଗୁରୁଦ୍ୱାର ଦରବାର ସାହିବରେ ଏହି...

ପାଠ୍ୟ ପୁସ୍ତକରୁ ହଟିବ ଟିପୁ ସୁଲତାନ୍ ଟପିକ୍ !

0
ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦିୟୁରପ୍ପାଙ୍କ ନେତୃତ୍ୱାଧୀନ କର୍ଣ୍ଣାଟକର ବିଜେପି ସରକାର ରାଜ୍ୟରେ ୧୮ ଶତାବ୍ଦୀର ଶାସକ ଟିପୁ ସୁଲତାନ୍ ବିଷୟ ପାଠ୍ୟ ପୁସ୍ତକରୁ ହଟାଇବାକୁ ଯୋଜନା କରୁଛନ୍ତି।କର୍ଣ୍ଣାଟକ ବିଜେପି ଶାଖା କହିବା ଅନୁଯାୟୀ,...

ନାନକଙ୍କ ୫୫୦ ତମ ଜୟନ୍ତୀ ଉପଲକ୍ଷେ ପାକିସ୍ଥାନ ଜାରୀ କଲା ସ୍ମାରକ ମୁଦ୍ରା

0
ନୂଆଦିଲ୍ଲୀ: ନଭେମ୍ବର ମାସରେ ଶିଖ ଗୁରୁ ନାନକଙ୍କ ୫୫୦ ତମ ଜୟନ୍ତୀ ଉପଲକ୍ଷେ ଏକ ସ୍ମାରକୀ ମୁଦ୍ରା ଜାରୀ କରିଛି ପାକିସ୍ଥାନ।ଏହି ସ୍ମାରକୀ ମୁଦ୍ରା ପାକିସ୍ଥାନର କରତାରପୁର ସ୍ଥିତ ଗୁରୁଦ୍ୱାର ଦରବାର ସାହିବରେ...

ପାକିସ୍ଥାନକୁ ସମର୍ଥନ ନଦେବା ଦେଶ ଉପରେ କରିବୁ ମିସାଇଲ୍ ମାଡ଼: ପାକ୍ ମନ୍ତ୍ରୀ

0
ନୂଆଦିଲ୍ଲୀ: ପାକିସ୍ଥାନର ଗିଲଗିଟ ବାଲ୍ଟିସ୍ଥାନ ଏବଂ କାଶ୍ମୀର ସମ୍ବଦ୍ଧିୟ ସଙ୍ଘୀୟ ମନ୍ତ୍ରୀ ଅଲ୍ଲୀ ଅମିନ ଗଣ୍ଡାପୁର କହିଛନ୍ତି, "କାଶ୍ମୀର ପ୍ରସଙ୍ଗରେ ପାକିସ୍ଥାନକୁ ସମର୍ଥନ ନଦେବା ଦେଶକୁ ଆମେ ଶତୃରାଷ୍ଟ୍ର ଭାବରେ ବିବେଚନା କରିବୁ...

ଆଗାମୀ ଦୁଇ ମାସରେ ୧୫ ଦିନ ବ୍ୟାଙ୍କ ରହବ ବନ୍ଦ

0
ଭୁବନେଶ୍ୱର: ଆସନ୍ତା ଦୁଇ ମାସ ନଭେମ୍ବର ଏବଂ ଡିସେମ୍ବର ମାସରେ ୧୫ ଦିନ ବ୍ୟାଙ୍କ ଛୁଟି ରହିବ।ନଭେମ୍ବରରେ ୭ ଦିନ ଏବଂ ଡିସେମ୍ବରରେ ୮ଦିନ ବ୍ୟାଙ୍କ ବନ୍ଦ ରହିବ ବୋଲି ଜଣାପଡ଼ିଛି।ନଭେମ୍ବର ୩...

ହାଉସଫୁଲ୍- ୪: ୫ ଦିନରେ ୧୦୦ କୋଟି

0
ମୁମ୍ବାଇ: "ହାଉସଫୁଲ୍- ୪" ରିଲିଜର ୫ ଦିନ ଭିତରେ ୧୦୦ କୋଟି କ୍ଳବରେ ସାମିଲ ହୋଇଯାଇଛି।ରିଲିଜର ୪ର୍ଥ ଦିନରେ ଫିଲ୍ମଟି ୩୪.୫୬ କୋଟିର ବମ୍ପର୍ ଆୟ କରିଛି।ପଞ୍ଚମ ଦିନରେ ଏ' ପର୍ଯ୍ୟନ୍ତ ଭିତରେ...

୪୦,୦୦୦ ଟପିଲା ସେନ୍ସେକ୍ସ

0
ମୁମ୍ବାଇ: ବୁଧବାର ଦିନ କାରବାର ଆରମ୍ଭରେ ବିଏସଇ ସେନ୍ସେକ୍ସ ଚଳିତ ବର୍ଷ ୫ ଜୁଲାଇ ପରେ ପ୍ରଥମ ଥର ୪୦,୦୦୦ ଅଙ୍କ ପାର କରିଛି।ଏହି ସମୟରେ ସେନ୍ସେକ୍ସ ୨୬୮ ଅଙ୍କ ବଢ଼ି ୪୦,୧୦୦...

କ୍ରୀଡ଼ା ପ୍ରତିଭାଙ୍କ ପାଇଁ ପ୍ରୋତ୍ସାହନ: ଜାଣନ୍ତୁ କ’ଣ ରହିଛି କ୍ରୀଡ଼ା ପ୍ରତିଭା ମାନଙ୍କ ପାଇଁ...

0
ଭୁବନେଶ୍ବର: ରାଜ୍ୟର ଉଦୀୟମାନ ତଥା ପ୍ରତିଭା ସମ୍ପର୍ଣ୍ଣ ଖେଳାଳି ମାନଙ୍କ ପ୍ରତିଭାକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଆଣିଛନ୍ତି କିଛି ଯୋଜନା।୫-ଟି' ଯୋଜନା ଅନୁଯାୟୀ, କ୍ରୀଡ଼ା ଛାତ୍ରାବାସରେ ରହୁଥିବା ଛାତ୍ରଛାତ୍ରୀ ମାନଙ୍କ...

ଟିଭିରେ ସୁଜିତର ଦେଖୁଥିଲେ ଉଦ୍ଧାର କାର୍ଯ୍ୟ; ଏଣେ ନିଜ ଝିଅର ପାଣି ଡ୍ରମରେ ବୁଡ଼ି...

0
ନୂଆଦିଲ୍ଲୀ: ତାମିଲନାଡ଼ୁ ତିରୁଚିରାପଲ୍ଲୀରେ ଏକ ପରିତ୍ୟକ୍ତ ବୋରୱେଲର ୭୦ଫୁଟ ତଳକୁ ଖସି ପଡ଼ି ଚାରି ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରି ଦୁଇ ବର୍ଷ ବାଳକ ସୁଜିତ ୱିଲସନର ଶେଷରେ ମୃତ୍ୟୁ...

ଏହି ଝିଅ ନାମରେ ଥିଲା ବାଗଦାଦୀର ଡେଥ୍ ୱାରେଣ୍ଟ

0
ନୂଆଦିଲ୍ଲୀ: ଆତଙ୍କର ସବୁଠାରୁ ବଡ଼ ନାମ ଅବ୍ବୁ ବକର ଅଲ ବାଗଦାଦୀର ଅନ୍ତ ଘଟି ସାରିଛି।ଆମେରିକା ସେନା ଦ୍ୱାରା ଏକ ସ୍ୱତନ୍ତ୍ର ଅପରେସନରେ ବାଗଦାଦୀ ନିପାତ ହୋଇଛି।ଏହି ଅପରେସନର ନାମ ଥିଲା "ଅପରେସନ...

ଜମ୍ମୁକାଶ୍ମୀର: ଆତଙ୍କି ଆକ୍ରମଣ: ୫ ଶ୍ରମିକ ମୃତ

0
ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରର କୁଲଗାଓଁରେ ଆତଙ୍କବାଦୀ ମାନେ ଆକ୍ରମଣ କରି ୫ ଜଣ ପ୍ରବାସୀ ଶ୍ରମିକଙ୍କୁ ହତ୍ୟା କରିଛନ୍ତି।ଅନ୍ୟ ଜଣେ ଶ୍ରମିକ ଗୁରୁତ୍ୱର ଆହତ ହୋଇଛନ୍ତି।ମୃତ ସମସ୍ତ ଶ୍ରମିକ ପଶ୍ଚିମବଙ୍ଗ, ମୁର୍ଶୀଦାବାଦ ଅଞ୍ଚଳର ବୋଲି...

ଏ’ ହେଲା ବାଗଦାଦୀକୁ ପିଛା କରିଥିବା ୟୁଏସ୍ ସେନା କୁକୁର

0
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋଲ୍ଡଡ୍ ଟ୍ରମ୍ପ ଆମେରିକା ସେନାର ସେହି କୁକୁରର ଫଟୋ ଟ୍ୱିଟ କରିଛନ୍ତି ଯିଏ ସିରିୟାରେ ଆଇଏସଆଇଏସ୍ ମୁଖିଆ ଅବ୍ବୁ ବକର ଅଲ-ବାଗଦାଦୀର ସୁଡ଼ଙ୍ଗ ଯାଏଁ ପିଛା କରିଥିଲା।ଟ୍ରମ୍ପ ଲେଖିଛନ୍ତି,...