Home ଓଡ଼ିଶା ଦିଲ୍ଲୀ ଇଜ୍ ଇଞ୍ଜ୍ୟୁରସ୍ ଟୁ ହେଲଥ୍ !!

ଦିଲ୍ଲୀ ଇଜ୍ ଇଞ୍ଜ୍ୟୁରସ୍ ଟୁ ହେଲଥ୍ !!

199

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶୀ ଥରରୁ ଦିଲ୍ଲୀ-ଏନସିଆରରେ ପ୍ରଦୂଷଣକୁ ନେଇ ଏକ ମିମ ଟ୍ୱିଟ କରିଛନ୍ତି, ଯେଉଁଥିରେ ଏକ ସିଗାରେଟ୍ ପ୍ୟାକେଟ୍ ଭିତରେ କୁତବମିନାର ଦେଖାଯାଉଛି।ସେଥିରେ ଲେଖାଅଛି, “କେବେ ଯାଏଁ ଜୀବନ କାଟିବ ସିଗାରେଟ୍, ବିଡ଼ି ଆଉ ସିଗାରରେ, କିଛି ଦିନ ତ’ କାଟ ଦିଲ୍ଲୀ-ଏନସିଆରରେ।ଦିଲ୍ଲୀ ଇଜ୍ ଇଞ୍ଜ୍ୟୁରସ୍ ଟୁ ହେଲଥ୍!!(ଦିଲ୍ଲୀ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ) ସୂଚନାଯୋଗ୍ୟ ଦିଲ୍ଲୀ-ଏନସିଆରରେ ହେଲଥ୍ ଏମର୍ଜେନ୍ସି ଘୋଷଣା କରାଯାଇଛି।-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.