Home ଓଡ଼ିଶା ॐ ଅସତୋ ମା.. ଶେଷ ପଙ୍କ୍ତି ହୃଦୟରେ ଗୁଞ୍ଜରଣ କରୁଛି: ପ୍ରିୟଙ୍କା

ॐ ଅସତୋ ମା.. ଶେଷ ପଙ୍କ୍ତି ହୃଦୟରେ ଗୁଞ୍ଜରଣ କରୁଛି: ପ୍ରିୟଙ୍କା

749

ନୂଆଦିଲ୍ଲୀ: ସ୍ୱର୍ଗତ ଇନ୍ଦିରା ଗାନ୍ଧୀ ତାଙ୍କ ନାତି ରାହୁଲ ଗାନ୍ଧୀ ଏବଂ ନାତୁଣୀ ପ୍ରିୟଙ୍କା ଗାନ୍ଧୀ (ଭଦ୍ରା)ଙ୍କୁ ଶିଖାଇଥିବା ପ୍ରଥମ ଶ୍ଳୋକ ଥିଲା, “ॐ ଅସତୋ ମା’ ସଦଗମୟ, ତମସୋ ମା’ ଜ୍ୟୋତିର୍ଗମୟ, ମୃତ୍ୟୋର୍ମା ଅମୃତଂ ଗମୟ”।ଆଜି ଭୂତପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଅବସରରେ ପ୍ରିୟଙ୍କା ଶ୍ଳୋକଟି ଟ୍ୱିଟ କରି ଲେଖିଛନ୍ତି, “ଏହା ହେଉଛି ସେହି ଶ୍ଳୋକ ଯାହାକୁ ଆମ ଜେଜେ ମା’ (ଇନ୍ଦିରା ଗାନ୍ଧୀ) ମତେ ଏବଂ ଭାଇ (ରାହୁଲ ଗାନ୍ଧୀ)ଙ୍କୁ ପ୍ରଥମେ ଶିଖାଇଥିଲେ।ପ୍ରାୟତଃ ସେ ଆମକୁ ଦେଖିଲା ମାନେ ପ୍ରଥମ ପଙ୍କ୍ତିଟି କହୁଥିଲେ ଏବଂ ଆମେ ବାକି ପୂରଣ କରୁଥିଲୁ।… ଆଜି ଏହାର ଶେଷ ପଙ୍କ୍ତି ହୃଦୟରେ ଗୁଞ୍ଜରଣ କରୁଛି।-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.