Home ଅପରାଧ ଏ’ ହେଲା ବାଗଦାଦୀକୁ ପିଛା କରିଥିବା ୟୁଏସ୍ ସେନା କୁକୁର

ଏ’ ହେଲା ବାଗଦାଦୀକୁ ପିଛା କରିଥିବା ୟୁଏସ୍ ସେନା କୁକୁର

104

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋଲ୍ଡଡ୍ ଟ୍ରମ୍ପ ଆମେରିକା ସେନାର ସେହି କୁକୁରର ଫଟୋ ଟ୍ୱିଟ କରିଛନ୍ତି ଯିଏ ସିରିୟାରେ ଆଇଏସଆଇଏସ୍ ମୁଖିଆ ଅବ୍ବୁ ବକର ଅଲ-ବାଗଦାଦୀର ସୁଡ଼ଙ୍ଗ ଯାଏଁ ପିଛା କରିଥିଲା।ଟ୍ରମ୍ପ ଲେଖିଛନ୍ତି, ଆମେ ଏହି ଚମତ୍କାର କୁକୁରର (ନାମ ପ୍ରକାଶିତ କରାଯାଇନି) ଏକ ଫଟୋ ଜାରୀ କରୁଛୁ, ଯିଏ ଅବ୍ବୁ ବକର ଅଲ – ବାଗଦାଦୀକୁ ଧରିବାରେ ଏବଂ ମାରିବାରେ ବହୁତ ବଢ଼ିଆ କାମ କରିଥିଲା।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.