Debadatta Rath
ସୁରମା ପାଢ଼ୀଙ୍କୁ ୪୪୦ର ଝଟକା !
ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀଙ୍କୁ ଲାଗିଛି ୪୪୦ର ଝଟକା।ବିଜେପି ଭିତରେ ତାଙ୍କ ପ୍ରତିଦ୍ୱନ୍ଦୀ କୁହାଯାଉଥିବା ଇରାନୀ ରାୟଙ୍କ ସ୍ୱାମୀ ଲାଲା ମନୋଜ ରାୟ ହୋଇଛନ୍ତି ନୟାଗଡ଼ ଜିଲ୍ଲା ସଭାପତି।ତେଣେ ସୁରମା ପାଢ଼ୀଙ୍କ...
ଓଡ଼ିଶା ବିଜେପିରେ ଗୋଲକ ଧନ୍ଦା: କହି ହେଉନି କି; ସହି ବି ହେଉନି !
ଭୁବନେଶ୍ୱର: ଓଡ଼ିଶା ବିଜେପିରେ ଚାଲିଛି ଏବେ ଗୋଲକ ଧନ୍ଦା।୨୦୧୯ ନିର୍ବାଚନ ପୂର୍ବରୁ ବିଜେପି ଅନେକ ଗୁଡ଼ାଏ ମିଶ୍ରଣ ପର୍ବ କରାଇଲା।ତେବେ, ବାସ୍ତବରେ ଏହି ମିଶ୍ରଣ ପର୍ବରେ ମିଶ୍ରଣ ଅପେକ୍ଷା ଅପମିଶ୍ରଣ ଅଧିକ ଥିଲା।ଯାହାର...
ଜିଲ୍ଲା ସଭାପତି ଘୋଷଣା: ୨ଟି ସ୍ଥାନରେ ରହିଗଲା କେଁ .. ସବୁ ବୁଝିଗଲେ;...
ଭୁବନେଶ୍ୱର: ବିଜେପି ତା'ର ୩୬ଟି ସାଙ୍ଗଠନିକ ଜିଲ୍ଲା ମଧ୍ୟରୁ ୩୪ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛି।ତେବେ ବାକି ରହିଯାଇଛି ଦୁଇଟି ସାଙ୍ଗଠନିକ ଜିଲ୍ଲା।ତାହା ହେଲା ଭୁବନେଶ୍ୱର ଏବଂ କଳାହାଣ୍ଡି।ଯେଣେତେଣେ ଉପାୟରେ ବୁଝାସୁଝା...
ସକାଳେ ମାତୃ ବିୟୋଗ, ସନ୍ଧ୍ୟାରେ ଜିଲ୍ଲା ସଭାପତି
ଭୁବନେଶ୍ୱର: ରାଜ୍ୟ ବିଜେପି ଆଜି ତାର ଜିଲ୍ଲା ସଭାପତି ଗୁଡ଼ିକ ଘୋଷଣା କରିଛି। ଖୋର୍ଦ୍ଧା ଜିଲ୍ଲା ସଭାପତି ହୋଇଛନ୍ତି ରଶ୍ମି ରଞ୍ଜନ ମହାପାତ୍ର। ଗତ ଥର ଜିଲ୍ଲା ସଭାପତି ଭାବରେ ଶେଷ ଯାଏଁ...
ଜବାବ ମାଗୁଛି ଓଡ଼ିଶା: ଧିକାର ତୁମକୁ ମହିଳା ମୋର୍ଚ୍ଚା!
ଭୁବନେଶ୍ୱର: ଓଡ଼ିଶା ବିଜେପି ରାଜ୍ୟ ସରକାରଙ୍କ ବିରୋଧରେ ଯେଉଁ ସବୁ କାର୍ଯ୍ୟକ୍ରମ କରି ଆସୁଥିଲା, ସେଥିରେ "ଜବାବ ମାଗୁଛି ଓଡ଼ିଶା" ନାମରେ ନବୀନ ପଟ୍ଟନାୟକଙ୍କୁ ଅଧିକ ଘେରୁଥିଲା।ସାମ୍ବାଦିକ ସମ୍ମିଳନୀରେ ଏବଂ ସୋସିଆଲ ମିଡିଆ...
ପ୍ରଚାରକ ନାଁ ନେତା ସାରଦା ?
ଭୁବନେଶ୍ୱର: ବିଜେପି ଓଡ଼ିଶାର ପୂର୍ବତନ ସଙ୍ଗଠନ ସମ୍ପାଦକ ସାରଦା ପ୍ରସାଦ ଶତପଥିଙ୍କୁ ଦଳରେ ପ୍ରମୁଖ ତଥା ଏକ ଗୁରୁ ଦାୟିତ୍ୱ ମିଳିପାରେ ବୋଲି କୁହାଯାଉଛି।ସାରଦା ପ୍ରସାଦ ଶତପଥୀଙ୍କର ରାଜନୀତି ପ୍ରତି ପ୍ରବଳ ରୁଚି...
ଚୁନିବୋରା ଦୁଷ୍କର୍ମ ଘଟଣା: ପିଡ଼ିତାଙ୍କ ପରିବାରକୁ ଭେଟିଲା ମହିଳା ମୋର୍ଚ୍ଚା
ଭୁବନେଶ୍ୱର: ପାରାଦ୍ୱୀପର ଚୁନିବୋରା ଗ୍ରାମରେ ଜଣେ ଛାତ୍ରୀଙ୍କ ସହିତ ଘଟିଥିବା ଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ନେଇ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ଏକ ତଥ୍ୟ ଅନ୍ୱେଷଣକାରୀ ପ୍ରତିନିଧି ଦଳ ପିଡ଼ିତାଙ୍କ ଘରକୁ...
ସଭାପତି ରେସ୍: କେ.ଭି ଅସନ୍ତୁଷ୍ଟ !
ଭୁବନେଶ୍ୱର: ବିଜେପିରେ ଏବେ ଚାଲିଛି ସାଙ୍ଗଠନିକ ନିର୍ବାଚନ।ମଣ୍ଡଳ ନିର୍ବାଚନ ସରିଛି।ଏବେ ଜିଲ୍ଲା ସଭାପତି ପାଇଁ ଚାଲିଛି ନିର୍ବାଚନ।ଏହାପରେ ହେବ ରାଜ୍ୟ ସଭାପତି ପାଇଁ ନିର୍ବାଚନ।ନିର୍ବାଚନ ନୁହେଁ, ସହମତିରେ ହେବ ରାଜ୍ୟ ସଭାପତି ଚୟନ...
ସଭାପତି ରେସ୍: ଚର୍ଚ୍ଚାରେ ପୃଥ୍ଵୀରାଜ !
ଭୁବନେଶ୍ୱର: ବିଜେପିରେ ଏବେ ଚାଲିଛି ସାଙ୍ଗଠନିକ ନିର୍ବାଚନ।ମଣ୍ଡଳ ନିର୍ବାଚନ ସରିଛି।ଏବେ ଜିଲ୍ଲା ସଭାପତି ପାଇଁ ଚାଲିଛି ନିର୍ବାଚନ।ଏହାପରେ ହେବ ରାଜ୍ୟ ସଭାପତି ପାଇଁ ନିର୍ବାଚନ।ନିର୍ବାଚନ ନୁହେଁ, ସହମତିରେ ହେବ ରାଜ୍ୟ ସଭାପତି ଚୟନ...
କୋଶଳୀ ଚଳଚିତ୍ର ଝରନ୍- ଦି ବ୍ରୁକ୍ ରିଲିଜ୍
ଭୁବନେଶ୍ଵବର: ସୋମବାର ଦିନ କୋଶଳୀ ଚଳଚିତ୍ର "ଝରନ୍- ଦି ବ୍ରୁକ୍" ରିଲିଜ ହୋଇଯାଇଛି।ବଲାଙ୍ଗିରର ରମାଇ ଟକିଜରେ ସମ୍ବଲପୁରୀ, ଗ୍ରାମ୍ୟ ସଂସ୍କୃତିର ଝଲକ, ଶରଧାପାଲିର ମେଘ ଘୁଡକାବାଲାର ସିନେମା "ଝରନ୍ ଦି ବ୍ରୁକ୍" ଉନ୍ମୋଚନ...
ଓଡ଼ିଶା ବିଜେପିରେ ଶୀତଳ ଯୁଦ୍ଧ !
ଭୁବନେଶ୍ୱର: ବିଜେପିରେ ଏବେ ଚାଲିଛି ସାଙ୍ଗଠନିକ ନିର୍ବାଚନ।ଜିଲ୍ଲା ସଭାପତି ନିର୍ବାଚନ ସରିବା ପରେ ହେବ ରାଜ୍ୟ ସଭାପତି ନିର୍ବାଚନ ଏବଂ ଏହାପରେ ରାଷ୍ଟ୍ରୀୟ ସଭାପତି ନିର୍ବାଚନ।ନିର୍ବାଚନ ନୁହେଁ ସହମତିରେ ହେବ ରାଜ୍ୟ ସଭାପତି...
ରାତିରେ ଆସ; ଚିତ୍ର ଆଙ୍କି କବିତା ଲେଖିବି: ନେତାଙ୍କ ଧଳା ପୋଷାକ ତଳର କଳା...
ଭୁବନେଶ୍ୱର: କ୍ରୀଡ଼ା, କଳା ଆଦି ଦୁନିଆରୁ ଅନେକ ଲୋକ ରାଜନୀତିକୁ ଆସିଥାଆନ୍ତି। ଏବେ ଏହାର ସଂଖ୍ୟା ମଧ୍ୟ ଆଉ ଟିକେ ବଢ଼ିଯାଇଛି। କଳା ଦୁନିଆରୁ ଅଭିନେତା, ଅଭିନେତ୍ରୀ, ଗୀତିକାର ଆଦି ରାଜନୀତିକୁ ଆସୁଛନ୍ତି।...
ସହମତି ନାଁ ସଲାସୂତରାରେ ହେବ ରାଜ୍ୟ ସଭାପତି ଚୟନ? ରାଜ୍ୟ ବିଜେପିରେ ଶୀତଳ ଯୁଦ୍ଧ!
ଭୁବନେଶ୍ୱର: ବିଜେପିର ସାଙ୍ଗଠନିକ ନିର୍ବାଚନ ଏବେ ଆରମ୍ଭ ହୋଇଯାଇଛି।ଚଳିତ ଡିସେମ୍ବର ୧୪, ୧୫, ୧୬ରେ ସମସ୍ତ ୩୬ଟି ସାଙ୍ଗଠନିକ ଜିଲ୍ଲାରେ ସଭାପତି ନିର୍ବାଚନ ହେବ।ରାଜ୍ୟ ବିଜେପି କହିବା ଅନୁଯାୟୀ ଏ' ପର୍ଯ୍ୟନ୍ତ ୨୪...
ଦାୟିତ୍ୱ ନେବେ ନାଁ ପଦବୀ ପାଇବେ ଟାଇଗର କନ୍ୟା ?
ଭୁବନେଶ୍ୱର/ବ୍ରହ୍ମପୁର: ଦିନେ ଗଞ୍ଜାମ ଟାଇଗର ଭାବରେ ପରିଚୟ ପାଇଥିବା ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅ ଅନିତା ଶୁଭଦର୍ଶିନୀ ଏବେ ରାଜନୀତିରେ।ମା' କୁମୁଦିନୀ ପଟ୍ଟନାୟକ ମଧ୍ୟ ଆସ୍କା ସାଂସଦ ରହି ସାରିଛନ୍ତି।୨୦୧୯ ନିର୍ବାଚନରେ...
ରାଜ୍ୟରେ ଦୁଷ୍କର୍ମ ବୃଦ୍ଧି; ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ, ବିଜେଡିର କଟାକ୍ଷ: କିଏ ଠିକ୍,...
ଭୁବନେଶ୍ୱର: ବୃଦ୍ଧି ପାଉଥିବା ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ ଆଦି ଘଟଣାକୁ ନେଇ ସାରା ଦେଶରେ ଏବେ ପ୍ରତିକ୍ରିୟା ଦେଖିବାକୁ ମିଳୁଛି।ନିର୍ଭୟା କାଣ୍ଡ ପରେ ହାଇଦ୍ରାବାଦ ଘଟଣାକୁ ନେଇ ଦେଶରେ ଏକ ବଡ଼ ପ୍ରତିକ୍ରିୟା...
ରବିବାର ହେବ ପାଇକ ବିଦ୍ରୋହ ସ୍ମାରକ ଭିତ୍ତିପ୍ରସ୍ତର ସ୍ଥାପନ
ଭୁବନେଶ୍ୱର: ଆସନ୍ତା କାଲି ରବିବାର ୮, ଡିସେମ୍ବରରେ ଖୋର୍ଦ୍ଧା ବରୁଣେଇ ପାହାଡ଼ ତଳେ ପାଇକ ବିଦ୍ରୋହ ସ୍ମାରକ ଭିତ୍ତିପ୍ରସ୍ତର ସ୍ଥାପନ ହେବ।ଭାରତର ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ କରକମଳରେ ଏହି ଭିତ୍ତିପ୍ରସ୍ତର ସ୍ଥାପନ...
ବଞ୍ଚିଲେନି ଉନାଉ ପିଡ଼ି଼ତା: ଜେଲ୍ ଯାଇ ବେଲରେ ଆସିଥିଲେ ଅଭିଯୁକ୍ତ
ନୂଆଦିଲ୍ଲୀ: ବାରମ୍ବାର ପଚାରୁଥିଲେ ଡାକ୍ତରଙ୍କୁ, ମୁଁ କ'ଣ ବଞ୍ଚି ପାରିବି?କିନ୍ତୁ, ବଞ୍ଚିଲେନି ଉନାଓ ପିଡ଼ି଼ତା।ମୃତ୍ୟୁ ସହିତ ଦୀର୍ଘ ୪୦ ଘଣ୍ଟା କାଳ ସଂଘର୍ଷ କରି ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ସେ।ଶୁକ୍ରବାର ରାତି...
ମୁଁ କଣ ବଞ୍ଚିବି.. ସେମାନଙ୍କୁ ଛାଡ଼ିବନି: ଉନାଉ ପିଡ଼ି଼ତା
ନୂଆଦିଲ୍ଲୀ: ଏଣେ ତେଲେଙ୍ଗାନାରେ ଦୁଷ୍କର୍ମ ଏବଂ ହତ୍ୟା ଅଭିଯୁକ୍ତ ୪ ଜଣଙ୍କୁ ପୋଲିସ ଏନକାଉଣ୍ଟର୍ କରିଥିବାକୁ ନେଇ ସାରା ଦେଶରେ ଖୁସି ପ୍ରକଟ କରାଯାଉଥିବା ବେଳେ ତେଣେ ଉନାଉ ପିଡ଼ି଼ତା ଏବେ ଦିଲ୍ଲୀ...
ଚର୍ଚ୍ଚାରେ ଏନକାଉଣ୍ଟର୍ ଅଫିସର୍: ସଜ୍ଜନରଙ୍କ ଡିସେମ୍ବର ମାସ
ନୂଆଦିଲ୍ଲୀ: ଗତ ସପ୍ତାହରେ ୨୫ ବର୍ଷୀୟ ମହିଳା ପଶୁ ଚିକିତ୍ସକଙ୍କୁ ବଳାତ୍କାର ଏବଂ ଜିଅନ୍ତା ଜାଳିଦେବା ଘଟଣାରେ ଚାରି ଅଭିଯୁକ୍ତଙ୍କୁ ହାଇଦ୍ରାବାଦ ପୋଲିସ କରିଛି ଏନକାଉଣ୍ଟର୍।ଯେଉଁ ସ୍ଥାନରେ ପ୍ରିୟଙ୍କାଙ୍କ ହତ୍ୟା ହୋଇଥିଲା ସେହିଠାରେ...
ଆରଏସଏସର ଖାକି ପ୍ୟାଣ୍ଟ ଓ ଡ୍ରମ ହିଟଲରଙ୍କ ଠାରୁ ପ୍ରେରିତ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ (କଂଗ୍ରେସ) ଭୁପେସ ବଘେଲ କହିଛନ୍ତି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ) ଲୋକ ଜର୍ମାନୀର ଏକଛତ୍ରବାଦୀ ନେତା ଆଡୋଲ୍ଫ ହିଟଲର ଏବଂ ଇଟାଲୀର ଫାସିବାଦୀ ନେତା ତଥା ପୂର୍ବ...





