Home ଓଡ଼ିଶା କୋଶଳୀ ଚଳଚିତ୍ର ଝରନ୍- ଦି ବ୍ରୁକ୍ ରିଲିଜ୍

କୋଶଳୀ ଚଳଚିତ୍ର ଝରନ୍- ଦି ବ୍ରୁକ୍ ରିଲିଜ୍

440

ଭୁବନେଶ୍ଵବର: ସୋମବାର ଦିନ କୋଶଳୀ ଚଳଚିତ୍ର “ଝରନ୍- ଦି ବ୍ରୁକ୍” ରିଲିଜ ହୋଇଯାଇଛି।ବଲାଙ୍ଗିରର ରମାଇ ଟକିଜରେ ସମ୍ବଲପୁରୀ, ଗ୍ରାମ୍ୟ ସଂସ୍କୃତିର ଝଲକ, ଶରଧାପାଲିର ମେଘ ଘୁଡକାବାଲାର ସିନେମା “ଝରନ୍ ଦି ବ୍ରୁକ୍” ଉନ୍ମୋଚନ କରିଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହାନ।ଶ୍ରୀକର ମିଶ୍ରଙ୍କ ଦ୍ୱାରା ପ୍ରଯୋଜିତ ତଥା ଆଶିଷ କୁମାର ଭଟ୍ଟାଚାର୍ଯ୍ୟଙ୍କ ଦ୍ଵାରା ନିର୍ଦ୍ଦେଶିତ ଏହି ସିନେମା “ଝରନ୍”ର ଲେଖକ ପ୍ରଶାନ୍ତ ଖମାରୀ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପଙ୍କଜ ଜାଲ।/-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.