Home Authors Posts by Debadatta Rath

Debadatta Rath

2473 POSTS 0 COMMENTS

କଥା ରହିଲାନି; ଅପରାଜିତା ହେଲେ ଅପଦସ୍ତ !

0
ଭୁବନେଶ୍ୱର: କଥା ରହିଲାନି। ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀଙ୍କୁ ଅପଦସ୍ତ ହେବାକୁ ପଡ଼ିଛି। ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଗୃହ ରାଜ୍ୟମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ...

ପ୍ରଧାନମନ୍ତ୍ରୀଙ୍କ ‘ହର ଘର ଦସ୍ତକ’ ଅଭିଯାନକୁ ସୁଦୃଢ଼ କରିବା ଲାଗି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହିତ...

0
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ...

ପବିତ୍ର ଅଁ’ଳା ନବମୀ; ଶ୍ରୀରାଧା ପାଦଦର୍ଶନ ଉପଲକ୍ଷେ ହାର୍ଦ୍ଦିକ ଶୁଭକାମନା

0
ଆଜି ପବିତ୍ର ଅଁ'ଳା ନବମୀ। କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ପଡ଼େ ଅଁ'ଳା ନବମୀ। ଏହି ଦିନ ଅଁ'ଳା ଗଛର ପୂଜା କରାଯାଏ। ଅଁଳା ନବମୀରେ ଅଁ'ଳା ଗଛ ତଳେ...

‘ମମିତାକୁ ନ୍ୟାୟ’ ପ୍ରସଙ୍ଗରେ ବିଜେପି ବୁଦ୍ଧିଜୀବି ସମ୍ମିଳନୀ: ମମିତା ହତ୍ୟାକାଣ୍ଡ ଘଟଣାର ନିରପେକ୍ଷ ତଦନ୍ତ...

0
ଭୁବନେଶ୍ୱର: ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ରାଜ୍ୟ ବିଜେପି ବୁଦ୍ଧିଜୀବି ପ୍ରକୋଷ୍ଟ ତରଫରୁ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। ପ୍ରକୋଷ୍ଠର ରାଜ୍ୟ ସଂଯୋଜକ ସଜ୍ଜନ ଶର୍ମା ଏହାର ପରିଚାଳନା କରିଥିଲେ। ଏଥିରେ ବହୁ...

ସଭାନେତ୍ରୀ ଅଛନ୍ତି, ଦୁଇ ଦୁଇ ଜଣ ପ୍ରଭାରୀ ବି ଅଛନ୍ତି: କିନ୍ତୁ, କମିଟି ନାହିଁ...

0
ଭୁବନେଶ୍ୱର: ବିଜେପି ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲାରେ ମହିଳା ମୋର୍ଚ୍ଚା ସଭାନେତ୍ରୀ ଅଛନ୍ତି, ପ୍ରଭାରୀ ବି ଅଛନ୍ତି। କିନ୍ତୁ, ଏପର୍ଯ୍ୟନ୍ତ ମହିଳା ମୋର୍ଚ୍ଚା ଜିଲ୍ଲା କମିଟି ହୋଇପାରି ନାହିଁ। ଯୁବମୋର୍ଚ୍ଚା ସଭାପତିଙ୍କୁ ହଟାଇ ଦିଆଯିବା...

ନଭେମ୍ବର ୧୫ ଜନଜାତୀୟ ଗୌରବ ଦିବସ ଘୋଷିତ: ଏହି ଦିନ ଭଗବାନ ବିର୍ସା ମୁଣ୍ଡାଙ୍କ...

0
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ନଭେମ୍ବର ୧୫ ତାରିଖକୁ ଜନଜାତୀୟ ଗୌରବ ଦିବସଭାବେ ପାଳନ କରିବା ପ୍ରସ୍ତାବ ଅନୁମୋଦିତ ହୋଇଛି। ମହାନ୍ ପରାକ୍ରମୀ ଆଦିବାସୀ...

ମହିଳାଙ୍କ ସୁରକ୍ଷା, ମହିଳାଙ୍କ ସମ୍ମାନ ପାଇଁ ଆନ୍ଦୋଳନ: ନିଜ ରକ୍ଷଣ ଅସମ୍ଭାଳ, ସେ କାହୁଁ...

0
ଭୁବନେଶ୍ୱର: ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଗୃହରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର, ଗିରଫ୍ ଏବଂ ଘଟଣାର ସିବିଆଇ ତଦନ୍ତ ଦାବୀରେ କ୍ୟାଣ୍ଡେଲ୍ ଯାତ୍ରା, କୋକେଇ ଯାତ୍ରା, ମହିଳା ସୁରକ୍ଷା ଯାତ୍ରା, ନ୍ୟାୟ...

ପୋଲିସ ଯାହାକୁ ବାନ୍ଧିବା କଥା, ସେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ବସୁଛି; ମମିତାକୁ ନ୍ୟାୟ ମିଳିବ...

0
ଭୁବନେଶ୍ୱର/ଝାରସୁଗୁଡ଼ା: ମୁଖ୍ୟମନ୍ତ୍ରୀଙ୍କ ସହ ଭବାନୀପାଟଣାର ସଭା ମଞ୍ଚରେ ଅଭିଯୁକ୍ତ ଦାଗୀ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଏକାଠି ବସିବା ଦେଖି ସାଧାରଣ ଓଡ଼ିଆଙ୍କ ଭାବାବେଗକୁ ବଡ଼ ଆଘାତ ପହଁଚିଛି। ପୋଲିସ ଯାହାକୁ ବାନ୍ଧିବା କଥା,...

ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲା, ମମିତାଙ୍କ ପାଇଁ ଦୀପଦାନ କଲା କେଶରୀୟା ହିନ୍ଦୁ ବାହିନୀ

0
ଭୁବନେଶ୍ୱର/ପୁରୀ: କେଶରୀୟା ହିନ୍ଦୁ ବାହିନୀ ଓଡ଼ିଶା ପ୍ରଦେଶ ଶାଖା ସୋମବାର ଦିନ ଗୋବର୍ଦ୍ଧନ ମଠକୁ ଯାଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟି ଆଶୀର୍ବାଦ ଭିକ୍ଷା କରିଛି। ଏହାପରେ ସଙ୍ଗଠନର କାର୍ଯ୍ୟକର୍ତ୍ତା...

କହିଲେ ଦୁର୍ଯ୍ୟୋଧନ, ଦୁଃଶାସନ ଆଉ ଧୃତରାଷ୍ଟ୍ରଙ୍କ କଥା: ଭୁଲିଗଲେ କାଇଁ ଶ୍ରୀଖଣ୍ଡି କଥା?

0
ଭୁବନେଶ୍ୱର: ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଗୃହରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର, ଗିରଫ୍ ଏବଂ ଘଟଣାର ସିବିଆଇ ତଦନ୍ତ ଦାବୀରେ କ୍ୟାଣ୍ଡେଲ୍ ଯାତ୍ରା, କୋକେଇ ଯାତ୍ରା, ମହିଳା ସୁରକ୍ଷା ଯାତ୍ରା, ମୁଖ୍ୟମନ୍ତ୍ରୀଙ୍କୁ...

ଆଜି ଆଡ଼ଭାଣୀଙ୍କ ଜନ୍ମଦିନ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, କେକ୍ କାଟିଲେ ଉପରାଷ୍ଟ୍ରପତି ..

0
ନୂଆଦିଲ୍ଲୀ: ବିଜେପିର ପ୍ରତିଷ୍ଠାତା ସଦସ୍ୟ, ବରିଷ୍ଟ ନେତା ଲାଲକୃଷ୍ଣ ଆଡ଼ଭାଣୀ ଆଜି ୯୪ ବର୍ଷରେ ପଦାର୍ପଣ କରିଛନ୍ତି। ଆଡଭାଣୀଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉପ- ରାଷ୍ଟ୍ରପତି ଏମ କେ ଭେଙ୍କେୟା...

ମୁଖ୍ୟମନ୍ତ୍ରୀଙ୍କୁ ବାସନ୍ଦ: ଉଠାଇ ନେଉଛି ପୋଲିସ୍, ମହିଳା ମୋର୍ଚ୍ଚା ନଜର ବନ୍ଦୀ

0
ଭୁବନେଶ୍ୱର: ମମିତା ମେହେର ଘଟଣାରେ ଗୃହରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କରଙ୍କର ବହିଷ୍କାର, ଗିରଫ୍ ଏବଂ ଘଟଣାର ସିବିଆଇ ତଦନ୍ତ ଦାବୀରେ ବିଜେପି ପକ୍ଷରୁ ଚାଲିଥିବା ଆନ୍ଦୋଳନ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବାସନ୍ଦ ଏବଂ...

ଦୁଇ ଦିନିଆ ପଶ୍ଚିମ ଓଡ଼ିଶା, ଝାରସୁଗୁଡ଼ା ଗସ୍ତରେ ଅଶ୍ୱିନୀ ବୈଷ୍ଣବ

0
ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରରେଳ ଓ ଯୋଗାଯୋଗ ଏବଂ ଆଇଟି ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୁଇ ଦିନିଆ ପଶ୍ଚିମ ଓଡ଼ିଶା, ଝାରସୁଗୁଡ଼ା ଗସ୍ତରେ ଆସୁଛନ୍ତି। ମନ୍ତ୍ରୀଙ୍କର ଝାରସୁଗୁଡ଼ା ସର୍କିଟ୍ ହାଉସରେ ଦକ୍ଷିଣ ପୂର୍ବ ରେଳବାଇ...

ବନ୍ୟା କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦାବିରେ ତହସିଲ୍‌ ସମ୍ମୁଖରେ ବିକ୍ଷୋଭ

0
ଭୁବନେଶ୍ୱର/କଟକ: ବନ୍ୟା କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦାବି ନେଇ ବିଜେପି ପକ୍ଷରୁ ମାହାଙ୍ଗା ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମାହାଙ୍ଗା ବ୍ଲକ୍ କୁଆଁପାଳସ୍ଥିତ ତାରିଣୀ ମନ୍ଦିରରୁ ବିଜେପି ନେତା ଶାରଦା ପ୍ରଧାନଙ୍କ ନେତୃତ୍ବରେ...

ମମିତାଙ୍କୁ ନ୍ୟାୟ ନମିଳବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟବ୍ୟାପୀ ସାମାଜିକ ବାସନ୍ଦ କରିବ ବିଜେପି

0
ଭୁବନେଶ୍ୱର: କଳାହାଣ୍ଡିରେ ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡକୁ ମାସେ ବିତିବାକୁ ଗଲାଣି। ଏତେ ବଡ ବିଭତ୍ସ ଘଟଣା ଘଟିବା ସତ୍ୱେ ମୁଖ୍ୟମନ୍ତ୍ରୀ ମୋୖନ ରହିବା ଦୁର୍ଭାଗ୍ୟଜନକ। ଆଇନ୍‌କୁ ତା ବାଟରେ ଯିବାକୁ ନଦେଇ...

ରାଜ୍ୟ ନିର୍ବାଚନ କମିଶନଙ୍କ ସର୍ବଦଳୀୟ ବୈଠକରେ ବିଜେପି ତରଫରୁ ଦାବୀ ଉପସ୍ଥାପନ

0
ଭୁବନେଶ୍ୱର: ଭୋଟର ତାଲିକା ସଂଶୋଧନ ପାଇଁ ସରକାରୀ ବ୍ୟବସ୍ଥାରେ ନିଯୁକ୍ତ ସଂପ୍ରସାରଣ ଅଧିକାରୀମାନେ ବୁଥ ପରିକ୍ରମା ନକରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇ ଭୋଟର ତାଲିକା ସଂଶୋଧନ ପ୍ରକିୟାକୁ ସଂପୂର୍ଣ୍ଣ ତୃଟିମୁକ୍ତ କରିବା...

ବିଭିନ୍ନ ହସ୍ପିଟାଲକୁ ଟିସିଏସ ଦେଲା ୧୦ଟି ଭେଣ୍ଟିଲେଟର

0
ଭୁବନେଶ୍ୱର: ବିଭିନ୍ନ ହସ୍ପିଟାଲକୁ ଦ୍ୱିତୀୟ ପର୍ଯ୍ୟାୟରେ ଟିସିଏସ ଦେଲା ୧୦ଟି ଭେଣ୍ଟିଲେଟର। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ବିଭିନ୍ନ ଡାକ୍ତରଖାନାକୁ ୧୩ଟି ଭେଣ୍ଟିଲେଟର ଦାନ କରିଥିଲା। ରାଜ୍ୟର ଡାକ୍ତରୀ ଭିତ୍ତିଭୂମିକୁ ମଜବୁତ କରିବା ସହ...

ସରକାର କଣ ଆମ ଅଞ୍ଚଳକୁ ହାତୀ ଅଭୟାରଣ୍ୟ କରିବାକୁ ଯାଉଛନ୍ତି କି?

0
ଖୋର୍ଦ୍ଧା: ଗୋଟିଏ ଦନ୍ତା ହାତୀ ଅଢେଇ ବର୍ଷ ଭିତରେ ଖୋର୍ଦ୍ଧା, ଟାଙ୍ଗୀ, ବେଗୁନିଆ, ରଣପୁର, କଣାସ, ସତ୍ୟବାଦୀ, ବ୍ରହ୍ମଗିରି, ଜଟଣୀ, ପିପିଲି ଓ ଡେଲାଙ୍ଗ ଅଞ୍ଚଳରେ ୧୨ ଜଣଙ୍କୁ ହତ୍ଯା, ୧୫ ଜଣଙ୍କୁ...

ଦଳ ଛାଡ଼ିଲେ ବିଜେପି ବିଧାୟକ ପାର୍ଥି; ସାଙ୍ଗରେ ଚାଲିଗଲେ ଦୁଇ ବିସ୍ତାରକ

0
ଭୁବନେଶ୍ୱର/କେନ୍ଦୁଝର: ବିଜେପି ଛାଡ଼ିଲେ ପୂର୍ବତନ ଚମ୍ପୁଆ ବିଧାୟକ ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଧନୁର୍ଜୟ ସିଦୁ। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ତେନ୍ତଳାପଶି ଗ୍ରାମରେ ଶୁକ୍ରବାର ଦିନ ଏକ ବିରାଟ ଜନସଭା...

କେଦାରନାଥରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ

0
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଦାରନାଥ ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଅନେକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧି...