Home Authors Posts by Debadatta Rath

Debadatta Rath

2473 POSTS 0 COMMENTS

ନିଜ ବ୍ୟାନର୍ ନିଜେ ପୋଡ଼ିଦେଲା ମହିଳା ମୋର୍ଚ୍ଚା! ହେଲେ କାହିଁକି ?

0
ଭୁବନେଶ୍ୱର: ନିଜ ବ୍ୟାନର୍ ନିଜେ ପୋଡ଼ିଦେଲା ବିଜେପି ମହିଳା ମୋର୍ଚ୍ଚା। ନିଜେ ଚଲାଇଥିବା ଏକ ଆନ୍ଦୋଳନରେ ବ୍ୟବହୃତ ନିଜ ଦ୍ୱାରା ପ୍ରସ୍ତୁତ ବ୍ୟାନରଟିକୁ ନିଜ ହାତରେ ନିଜେ ପୋଡ଼ିଦେଇଛି ଭଦ୍ରକ ଜିଲ୍ଲା ମହିଳା...

ଆସନ୍ତା କାଲି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ; ଆଜି ଅନୁଷ୍ଠିତ ହୋଇଛି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ...

0
ଭୁବନେଶ୍ୱର: ଆସନ୍ତା କାଲି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଆଜି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟାଳୟଠାରେ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ପଦାଧିକାରୀ ବୈଠକ ଅନୁଷ୍ଠିତ...

ପ୍ରଥମ ଥର ଲାଗି ବାଲେଶ୍ବରକୁ ମିଳିଲା ଶ୍ରେଷ୍ଠ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ଜିଲ୍ଲା ପୁରସ୍କାର;...

0
ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶରେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଅପାର ସମ୍ଭାବନା ରହିଛି ଏବଂ ଭାରତ ସରକାର ୨୦୨୪- ୨୫ ସୁଦ୍ଧା ଏହି କ୍ଷେତ୍ରରେ ୧ ଲକ୍ଷ କୋଟି ଟଙ୍କାର ରପ୍ତାନି ଲକ୍ଷ୍ୟ ହାସଲ କରିବା...

ଶିଶୁ ଅଧିକାର ସମ୍ପର୍କିତ ଜାତୀୟ କର୍ମଶାଳା ଉଦ୍‌ଘାଟିତ: ଏ’ନେଇ ସମାଜରରେ ସଚେତନା ବୃଦ୍ଧି କରିବା...

0
ନୂଆଦିଲ୍ଲୀ: ଶିଶୁ ଅଧିକାର ପ୍ରସଙ୍ଗରେ ସୁରକ୍ଷାତ୍ମକ ଦିଗ ଉପରେ ଗୁରୁତ୍ୱ ଦେଇ ଶିଶୁ ଅଧିକାର ଉପରେ ଏକ ଜାତୀୟ କର୍ମଶାଳା "ଆଜାଦୀ କା ଅମୃତ ମହୋତ୍ସବ"ର ଏକ ଅଂଶ ଭାବରେ ଶିଶୁ ଅଧିକାର...

ଜେଲରୁ ମୁକୁଳିବେ ଦାରା ସିଂହ! ପ୍ରକ୍ରିୟା ଆରମ୍ଭ ..

0
ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାର ମନୋହରପୁର ଠାରେ ମିଶନାରୀ ଗ୍ରାହାମ୍ସ ଷ୍ଟେନ୍ସ ଓ ତାଙ୍କ ଦୁଇ ପୁତ୍ରଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଦାରା ସିଂ ଓରଫ ରବିନ୍ଦ୍ର କୁମାର ପାଲ ଏବେ କେନ୍ଦୁଝର...

ମୋଦୀ ଆଉ ଯୋଗୀ: ଜଣେ ବର୍ତ୍ତମାନ, ଜଣେ ଭବିଷ୍ୟତ !

0
ନୂଆଦିଲ୍ଲୀ/ଭୁବନେଶ୍ୱର: ୫୬ ତମ ଡିଜିପି- ଆଇଜିପି ସମ୍ମିଳନୀରେ ଯୋଗଦେବା ପାଇଁ ଉତ୍ତରପ୍ରଦେଶ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିଜିପି ମୁଖ୍ୟାଳୟରେ ପହଞ୍ଚିବା ପରେ ସେଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ...

ସାକାହାରୀ ଟ୍ରେନ୍: ଆମିଷ ନେବା ଓ ଖାଇବା ଉପରେ ଲାଗିବ ରୋକ୍

0
ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଟ୍ରେନରେ ଆମିଷ ନେବା ଓ ଖାଇବା ଉପରେ ରୋକ୍ ଲଗାଯିବ। ଏହି ନିୟମ ସେହି ସବୁ ଟ୍ରେନ୍ ପାଇଁ ଲାଗୁ ହେବାକୁ ଯାଉଛି ଯେଉଁ ସବୁ ଟ୍ରେନ୍ ଧାର୍ମିକ...

ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି: ଆଉ ୮ ମାସ ଚାଉଳ ଦିଅ ..

0
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହିତାଧିକାରୀଙ୍କୁ ଆଉ ୮ ମାସ ପାଇଁ ଚାଉଳ ଦେବାକୁ ଚିଠିରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ। କୋଭିଡ୍ କାଳରେ ପିଏମଜିକେଏୱାଇରେ ଏନ୍ଏଫ୍ଏସ୍ଏ...

୨୧ ନଭେମ୍ବର: ବିଶ୍ୱ ମତ୍ସ୍ୟ ପାଳନ ଦିବସ; ଭୁବନେଶ୍ୱରରେ ଆୟୋଜିତ ହେବ ସମାରୋହ

0
ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତ ସରକାରଙ୍କ ମତ୍ସ୍ୟପାଳନ, ପଶୁପାଳନ ଏବଂ ଡାଏରୀ ମନ୍ତ୍ରଣାଳୟ ଅଧୀନ ମତ୍ସ୍ୟପାଳନ ବିଭାଗ ଏବଂ ଜାତୀୟ ମତ୍ସ୍ୟ ପାଳନ ବିକାଶ ବୋର୍ଡ ପକ୍ଷରୁ ୨୧ ନଭେମ୍ବର ୨୦୨୧ରେ ଭୁବନେଶ୍ୱରର ମଞ୍ଚେଶ୍ୱରସ୍ଥିତ ରେଳ...

ଖୋର୍ଦ୍ଧା ରାଜନୀତି: ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ ..

0
ଭୁବନେଶ୍ୱର/ଖୋର୍ଦ୍ଧା: ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଗତ ଥରର ଖୋର୍ଦ୍ଧା ବିଜେପି ବିଧାୟକ ପାର୍ଥି କାଳୁଚରଣ ଖଣ୍ଡେଇତରାୟ ପଞ୍ଚାୟତ ନିର୍ବାଚନ ପାଇଁ ନିଜର କର୍ମିମାନଙ୍କୁ ଆହ୍ଵାନ ଦେଇଛନ୍ତି। ସାଂସଦ ଅପରାଜିତା ଷଡ଼ଙ୍ଗୀ...

୨୩ରେ ବିଜେପିର ପଦାଧିକାରୀ ବୈଠକ; ୨୪ରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

0
ଭୁବନେଶ୍ୱର: ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ଆସନ୍ତା ୨୪ ତାରିଖରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ସେହିପରି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ଓ...

ଭାରତର ସ୍ୱାଧୀନତା ସଂଗ୍ରାମର ମହାନାୟିକା ରାଣୀ ଲକ୍ଷ୍ମୀବାଈଙ୍କ ଜନ୍ମଦିବସ ଅବସରରେ ଶତ ଶତ ନମନ...

0
ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମହାନାୟିକା ରାଣୀ ଲକ୍ଷ୍ମୀବାଈଙ୍କ ଜନ୍ମ ୧୮୨୮ ମସିହା ନଭେମ୍ବର ୧୯ ତାରିଖରେ ବାରଣାସୀର ଭଦ୍ରୋଣୀ ନାମକ ସ୍ଥାନରେ ଏକ ବ୍ରାହ୍ମଣ ପରିବାରରେ ହୋଇଥିଲା। ତାଙ୍କ ପିଲା ବେଳର...

ଓଡ଼ିଶା ସମେତ ୫ଟି ରାଜ୍ୟର ୪୪ଟି ଆକାଂକ୍ଷି ଜିଲ୍ଲାରେ ୪ଜି ମୋବାଇଲ ସେବାକୁ କ୍ୟାବିନେଟ...

0
ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟରେ ଥିବା ସେବାରୁ ବଞ୍ଚିତ ଆକାଂକ୍ଷି ଜିଲ୍ଲା ଗୁଡିକରେ ମୋବାଇଲ ସେବା ବ୍ୟବସ୍ଥାକୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଏହି ପାଞ୍ଚଟି ରାଜ୍ୟ ହେଲା ଆନ୍ଧ୍ରପ୍ରଦେଶ,...

ମୋଦୀଙ୍କୁ ଗାଳି, ମୋଦୀଙ୍କ ଅପମାନ୍ ଗ୍ରହଣୀୟ! ସର୍ତ୍ତ ଲାଗୁ ..

0
ଭୁବନେଶ୍ୱର: ମୋଦୀଙ୍କୁ ଗାଳି, ମୋଦୀଙ୍କ ଅପମାନ୍, ମୋଦୀଙ୍କ ଉଦ୍ଦେଶ୍ୟରେ ଯେତେପାର ସେତେ କଟୁ ତଥା ଅଶୋଭନୀୟ ମନ୍ତବ୍ୟ ସବୁ ଚଳିବ। ଏଥିପାଇଁ ନିରାପଦ ସ୍ଥାନ ହେଲା ଓଡ଼ିଶା। କିନ୍ତୁ, ଏଥିପାଇଁ ଏକ ସର୍ତ୍ତ...

ଶବ ବ୍ୟବଚ୍ଛେଦ ପାଇଁ ନୂଆ ପ୍ରୋଟୋକଲ୍: ସନ୍ଧ୍ୟା ପରେ ହୋଇପାରିବ ପୋଷ୍ଟମର୍ଟମ୍

0
ନୂଆଦିଲ୍ଲୀ: ସରକାରୀ ପ୍ରକ୍ରିୟାକୁ ସରଳ କରିବା ସହିତ ଏଥିଜନିତ ଜଟିଳତାକୁ ହ୍ରାସ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସରକାରଙ୍କ ପ୍ରତିଶ୍ରୁତି ମୁତାବକ ଶବ ବ୍ୟବଚ୍ଛେଦ ବ୍ୟବସ୍ଥାରେ ପରିବର୍ତ୍ତନ କରିଛନ୍ତି। ଏହି ନୂତନ...

ଧର୍ମଶାଳାରେ ବିଜେପିର ମିଶ୍ରଣ ପର୍ବ ..

0
ଭୁବନେଶ୍ୱର/ଯାଜପୁର: ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଶାନ୍ତି ବଜାର ଦୁର୍ଗାମଣ୍ଡପ ସ୍ଥିତ ଦଳୀୟ କାର୍ଯ୍ୟାଳୟ ଠାରେ ଉପେନ୍ଦ୍ର କରଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଜେପି ଓ...

ସଲମାନ ଖୁର୍ସିଦଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଏବଂ ତାଙ୍କ ଲିଖିତ ପୁସ୍ତକ ବ୍ୟାନ୍ ପାଇଁ ଦାବୀ

0
ଭୁବନେଶ୍ୱର/ଭଦ୍ରକ: ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟ ଉପରେ "ସନ୍ ରାଇଜ୍ ଓଭର ଅଯୋଧ୍ୟା: ନେସନ୍ ହୁଡ୍ ଇନ୍ ଆୱାର ଟାଇମ୍ସ୍" ନାମରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ...

ନଭେମ୍ବର ୧୫ ଜନଜାତୀୟ ଗୌରବ ଦିବସ; ଭଗବାନ୍ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ: ଯାହାଙ୍କ...

0
ଆଜି ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ। ନଭେମ୍ବର ୧୫, ଆଜିର ଦିନଟିକୁ ଜନଜାତୀୟ ଗୌରବ ଦିବସ ଭାବେ ଭାବରେ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ...

ସଭାମଞ୍ଚରେ ମୁଖ୍ୟମନ୍ତ୍ରୀ ଓ ଦିବ୍ୟଶଙ୍କର ବସି ପୋଲିସ୍ ଉପରେ ଚାପ ପକାଉଛନ୍ତି: ଲେଖାଶ୍ରୀ

0
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତରେ ଯାଇ ସଭା ମଞ୍ଚରେ ମମିତା ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହିତ ବସି ପୋଲିସ ଉପରେ ଚାପ ପକାଉଛନ୍ତି। ରାଜ୍ୟ...

ଗୋମାଂସ ଜବତ: ଡ୍ରାଇଭର ସମେତ ୩ ଗିରଫ; ଗୋବଦ୍ଧ, ଗୋଚାଲାଣ ବରଦାସ୍ତ କରାଯିବନି: ହିନ୍ଦୁ...

0
ଭୁବନେଶ୍ୱର/ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ରାମେଶ୍ବର ଛକ ନିକଟରେ ଗୋରୁ ମାଂସ ବୋଝେଇ କଣ୍ଟେନର ଜବତ ହୋଇଛି। ଘଟଣାରେ ପୋଲିସ୍ କଣ୍ଟେନର ଏବଂ ଡ୍ରାଇଭର...