Home Top News ଦୁଇ ଦିନିଆ ପଶ୍ଚିମ ଓଡ଼ିଶା, ଝାରସୁଗୁଡ଼ା ଗସ୍ତରେ ଅଶ୍ୱିନୀ ବୈଷ୍ଣବ

ଦୁଇ ଦିନିଆ ପଶ୍ଚିମ ଓଡ଼ିଶା, ଝାରସୁଗୁଡ଼ା ଗସ୍ତରେ ଅଶ୍ୱିନୀ ବୈଷ୍ଣବ

37

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରରେଳ ଓ ଯୋଗାଯୋଗ ଏବଂ ଆଇଟି ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୁଇ ଦିନିଆ ପଶ୍ଚିମ ଓଡ଼ିଶା, ଝାରସୁଗୁଡ଼ା ଗସ୍ତରେ ଆସୁଛନ୍ତି। ମନ୍ତ୍ରୀଙ୍କର ଝାରସୁଗୁଡ଼ା ସର୍କିଟ୍ ହାଉସରେ ଦକ୍ଷିଣ ପୂର୍ବ ରେଳବାଇ ଏବଂ ପୂର୍ବତଟ ରେଳବାଇର ସମସ୍ୟା ଉପରେ ଏକ ସମୀକ୍ଷା ବୈଠକ ରହିଛି। ସର୍କିଟ୍ ହାଉସରେ ଆଜି ରାତ୍ରିଯାପନ ପରେ ଆସନ୍ତା କାଲି ମନ୍ତ୍ରୀ ଝାରସୁଗୁଡ଼ା ଏକ ସାଙ୍ଗଠନିକ ବୈଠକରେ ଯୋଗଦେବେ। ଏହାପରେ ଅଶ୍ୱିନୀ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଯିବେ ବୋଲି ଜଣାପଡ଼ିଛି ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.