Bureau
ପ୍ରତିରକ୍ଷା ସାମଗ୍ରୀ କ୍ରୟ ପ୍ରକ୍ରିୟାର ସମୀକ୍ଷା ପାଇଁ ସମିତି ଗଠନକୁ ମଞ୍ଜୁରି
- ସମିତିର ଅଧ୍ୟକ୍ଷ ରହିବେ ମହାନିର୍ଦ୍ଦେଶକ (ଅଧିଗ୍ରହଣ)
- ୬ ମାସ ମଧ୍ୟରେ ସୁପାରିସ ଦାଖଲ କରିବ ସମିତି
- ପ୍ରତିରକ୍ଷା କ୍ଷେତ୍ରରେ ମେକ୍ ଇନ ଇଣ୍ଡିଆକୁ ସୁଦୃଢ଼ କରିବା ଲକ୍ଷ୍ୟ
ନୂଆ ଦିଲ୍ଲୀ ୧୮-୮ (ଓଡ଼ିଆ...
ଆସନ୍ତାକାଲିଠାରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ : ୨୪ ପ୍ଲାଟୁନ ଫୋର୍ସ ମୁତୟନ...
ପୁରୀ ୧୮-୮ (ଓଡ଼ିଆ ପୁଅ): ଆସନ୍ତାକାଲିଠାରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବ। ମେଘନାଦ ପାଚେରିକୁ ଲାଗିଥିବା ନିର୍ମାଣ ଗୁଡ଼ିକର ଉଚ୍ଛେଦ ହେବ। ଉଚ୍ଛେଦ ବେଳେ ୨୪ ପ୍ଲାଟୁନ ଫୋର୍ସ ସହ...
ଟିମ ଇଣ୍ଡିଆକୁ ୱେଷ୍ଟ ଇଣ୍ଡିଜ୍ ରେ ଆକ୍ରମଣ ଧମକ, ପାକିସ୍ଥାନ BCCI କୁ ଦେଲା...
ନୂଆ ଦିଲ୍ଲୀ ୧୮-୮ (ଓଡ଼ିଆ ପୁଅ) ଇଣ୍ଡିଆନ୍ କ୍ରିକେଟ ଟିମଉପରେ ଆକ୍ରମଣ କରି ସମାପ୍ତ କରିବା ପରି ଧମକ ଦେଇଥିବା ଖବର ଗଣମାଧ୍ୟମ ଜରିଆରେ ସାମନାକୁ ଆସିଛି। ତା’ ପରେ ୱେଷ୍ଟ ଇଣ୍ଡିଜ...
ରାଜୀବ ଗାନ୍ଧୀ ପ୍ରତିଭା ଅନ୍ୱେଷଣ ୨୦୧୯ ଅନୁଷ୍ଠିତ
ଭୁବନେଶ୍ୱର - ୧୮.୮ (ଓଡ଼ିଆ ପୁଅ) - ଆଜି କଂଗ୍ରେସ ଭବନ ପରିସରରେ ରାଜୀବ ଗାନ୍ଧୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ରାଜୀବ ଗାନ୍ଧୀ ଫୋରମର...
ଦେବଗଡ ଜିଲ୍ଲା ପରିଷଦର ୬ଷ୍ଠ ପାରିଷଦ ବୈଠକ ଅନୁଷ୍ଠିତ
ଦେବଗଡ, ୧୮.୦୮ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) - ଜିଲ୍ଲା ପରିଷଦ୫ମ ଅଧିବେଶନ ୬ଷ୍ଠ ବୈଠକ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷା ଶ୍ରୀମତୀ ସୁଧାମୟୀ ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ...
ଆସନ୍ତା କାଲିଠୁ ମେଘନାଦ ପାଚେରୀ କଡ଼ ଉଚ୍ଛେଦ
ପୁରୀ, ୧୮/୦୮, (ଓଡ଼ିଆ ପୁଅ/ ପି. ନାୟକ): ଆସନ୍ତାକାଲି ଠାରୁ ଶ୍ରୀମନ୍ଦିର ମେଘନାଦ ପାଚେରୀକୁ ଲାଗିଥିବା ବେଆଇନ କୋଠା ଭଙ୍ଗାଯିବ। ମେଘନାଦ ପାଚେରୀକୁ ସଂପୂର୍ଣ୍ଣ ଉନ୍ମୁକ୍ତ ରଖିବା ପାଇଁ ଶହଶହ ବର୍ଷ ଧରି...
ପୂର୍ବତନ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପର୍ଣ୍ଣ : ପକ୍ଷ ଏବଂ ବିପକ୍ଷ...
ନୂଆ ଦିଲ୍ଲୀ ୧୮-୮ (ଓଡ଼ିଆ ପୁଅ) ପୂର୍ବତନ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କର ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପର୍ଣ୍ଣ। ପକ୍ଷ ଏବଂ ବିପକ୍ଷ ନେତା କ୍ରମାଗତଭାବେ ଏମ୍ସ ଯାଇ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝୁଛନ୍ତି।...
ଉତ୍ତରାଖଣ୍ଡରେ କି ବର୍ଷା !
ଉତ୍ତରାଖଣ୍ଡ,୧୮/୦୮,(ଓଡ଼ିଆ ପୁଅ /ପି.ନାୟକ): ବାଦଲ ଫଟା ବର୍ଷା । ପ୍ରବଳ ବର୍ଷାରେ ରାଜ୍ୟର ଅନେକ ଅଞ୍ଚଳରେ ବନ୍ୟା ପାଣି ମାଡ଼ି ଯାଇଛି । ହଠାତ୍ ଟୋନ୍ସ ନଦୀରୁ ପାଣି ମାଡି ଆସିଥିଲା ।...
ପ୍ରତିକ୍ରିୟା ରଖିଲେ ପପୁ ପମ ପମ
ଭୁବନେଶ୍ଵର,୧୮/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ଅପ କମିଂ ମୁଭି ମିଷ୍ଟର କହ୍ନେୟାର ପୋଷ୍ଟରକୁ ନେଇ ବିବାଦ ଉଠିବା ପରେ ଏବେ ପ୍ରତିକ୍ରିୟା ରଖିଛନ୍ତି ପପୁ ପମପମ୍ । ପପୁ କହିଛନ୍ତି, ଏହି ପୋଷ୍ଟର ମିଷ୍ଟର...
ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁଙ୍କ ବିୟୋଗରେ ରାଜ୍ୟ ବିଜେପିର ଗଭୀର ଶୋକ
ଭୁବନେଶ୍ୱର, ୧୮/୦୮ (ଓଡ଼ିଆ ପୁଅ) : ରାଜ୍ୟର ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ରଣଜିତ ଗୁରୁଙ୍କ ବିୟୋଗରେ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ...
ଭାରତ ଏବଂ ମିଆଁମାର ସୀମାରେ ଭୂମିକମ୍ପ ଅନୁଭୂତ
ନୂଆ ଦିଲ୍ଲୀ ୧୮-୮ (ଓଡ଼ିଆ ପୁଅ) ଭାରତ ଏବଂ ମିଆଁମାର ସୀମାରେ ରେକ୍ଟର ସ୍କେଲରେ ୪.୭ ତିବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ତେବେ ଏ ପର୍ଯ୍ୟନ୍ତ କୌଣସି କ୍ଷତିର ଖବର ନାହିଁ। ପୂର୍ବାହ୍ନ...
ଏଇ ୮ଟି ଜିଲ୍ଲାକୁ ବର୍ଷା ଓ ବଜ୍ରପାତର ସତର୍କ ସୂଚନା
ଭୁବନେଶ୍ୱର ୧୮-୮ (ଓଡ଼ିଆ ପୁଅ) : ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ୮ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ରବିବାର ଦିନ ସତର୍କ ସୂଚନା...
କଂଗ୍ରେସକୁ ଲାଗିପାରେ ଝଟକା
ନୂଆଦିଲ୍ଲୀ,୧୮/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ହରିଆନା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟ୍କା ଲାଗିପାରେ ବୋଲି ସୂଚନା ମିଳିଛି। ଖୁବଶୀଘ୍ର ଏହି ରାଜ୍ୟର ପ୍ରମୁଖ କଂଗ୍ରେସ ନେତା ଭୁପିନ୍ଦର ସିଂ ହୁଡ୍ଡା ନୂଆ...
ଉତ୍ତରକାଶୀରେ ବାଦଲ ଫାଟିଲା, ନଦୀରେ ପ୍ରବଳ ସ୍ରୋତ – ରେସ୍କ୍ୟୁ ଅପରେସନ ଜାରୀ –...
ଡେରାଡୁନ୍ ୧୮/୮ (ଓଡ଼ିଆ ପୁଅ) : ହୀମାଞ୍ଚଳ ପ୍ରଦେଶର ଉତ୍ତରକାଶୀରେ ବାଦଲ ଫାଟିବା ଯୋଗୁଁ ପ୍ରବଳବର୍ଷା ହୋଇଛି। ସେଠାରେ ଜନଜୀବନ ଅସ୍ତବ୍ୟସ୍ତ ହେବାସହ ପ୍ରବଳ ବେଗରେ ନଦୀରେ ଜଳ ପ୍ରବାହୀତ ହେଉଛି। ଜୀବନ...
ମହଙ୍ଗା ପଡ଼ିଲା ତ୍ରିରଙ୍ଗା ପ୍ରତି ଅସମ୍ମାନ : ପ୍ରଧାନ ଶିକ୍ଷକ ନିଲମ୍ବିତ
ଜଳେଶ୍ୱର ୧୮-୮ (ଓଡ଼ିଆ ପୁଅ) : ତ୍ରିରଙ୍ଗାକୁ ଅସମ୍ମାନ ଅଭିଯୋଗରେ ବାଲିଆପାଳ ବ୍ଲକ ସରାଡିହା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିଲମ୍ବିତ ହୋଇଛନ୍ତି। ବାଲିଆପାଳ ବିଇଓ ନିଲମ୍ବନ ଆଦେଶ ଜାରୀ କରିଛନ୍ତି। ନିଳମ୍ବିତ ପ୍ରଧାନ...
ଧିରେ ଧିରେ ସଙ୍କଟାପନ୍ନ ହେଉଛି ଅରୁଣ ଜେଟଲୀ ଙ୍କ ସ୍ବାସ୍ଥ୍ୟ
ନୂଆଦିଲ୍ଲୀ,୧୮ ।୮,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟବସ୍ଥା ଦିନକୁ ଦିନ ବିଗିଢିବାରେ ଲାଗିଛି । ଅସୁସ୍ଥ କାରଣରୁ ତାଙ୍କୁ ଅଗଷ୍ଟ ୯ରେ ଏମସରେ ଭର୍ତ୍ତି କରାଯାଇଥିଲା ଓ ସେବେଠାରୁ...
ହୀରାକୁଦ ଡ୍ୟାମ୍ର ଆଉ ୨ଟି ଗେଟ୍ ଖୋଲିଲା ଏବେ ୭ଟି ଗେଟ୍ ଦେଇ ଚାଲିଛି...
ସମ୍ବଲପୁର ୧୮-୮ (ଓଡ଼ିଆ ପୁଅ) ଏବେ ହୀରାକୁଦର ୨ଟି ଗେଟ୍ ଖୋଲାଯାଇଛି। ଅହା ଫଳରେ ସର୍ବମୋଟ ୭ଟି ଗେଟ୍ ଦେଇ ଜଳ ନିଷ୍କୋଷିତ ହେଉଛି।
ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଏବେ ୬୨୦.୧୭ ଫୁଟ୍ ରହିଛି।...
ଭୂଟାନ ଗସ୍ତରେ ମୋଦି
ନୂଆଦିଲ୍ଲୀ,୧୮/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ଭୁଟାନ ଗସ୍ତର ଦ୍ୱିତୀୟ ଦିନ । ଆଜି ଥିମ୍ପୁରେରେ ଥିବା ଭୁଟାନ ରୟାଲ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ।
ସେ...
ଚିଲିକାର ପାଇଁ ୧୫୮ କୋଟି, ଅଂଶୁପା ପାଇଁ ୨୧ କୋଟି ୨୩ ଲକ୍ଷ
ଭୁବନେଶ୍ବର ୧୭-୮ (ଓଡ଼ିଆ ପୁଅ) : ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଦ୍ରଭୂମି ପ୍ରାଧିକରଣ ବୈଠକରେ ଉଭୟ ଚିଲିକା ଓ ଅଂଶୁପା ହ୍ରଦର ବିକାଶ ପାଇଁ...
ବିବାହ ମଣ୍ଡପରେ ଆତ୍ମଘାତୀ ବିଷ୍ପୋରଣ : ୬୩ ମୃତ, ୧୭୧ ଆହତ
ନୂଆ ଦିଲ୍ଲୀ ୧୮-୮ (ଓଡ଼ିଆ ପୁଅ) ଶନିବାରଦିନ କାବୁଲର ଦାରୁଲମାନରେ ହୋଇଛି ବଡ଼ ଧରଣର ବିଷ୍ପୋରଣ। ଏଠାରେ ଅଳ୍ପସଂଖ୍ୟକ ଶିୟା ହଜାରା ସମୁଦାୟର ଲୋକ ରୁହନ୍ତି। ଏହି ସମୁଦାୟର ଲୋକମାନେ ଏକ ବିବାହ...





