Home ଓଡ଼ିଶା ଉତ୍ତରାଖଣ୍ଡରେ କି ବର୍ଷା !

ଉତ୍ତରାଖଣ୍ଡରେ କି ବର୍ଷା !

567

ଉତ୍ତରାଖଣ୍ଡ,୧୮/୦୮,(ଓଡ଼ିଆ ପୁଅ /ପି.ନାୟକ): ବାଦଲ ଫଟା ବର୍ଷା । ପ୍ରବଳ ବର୍ଷାରେ ରାଜ୍ୟର ଅନେକ ଅଞ୍ଚଳରେ ବନ୍ୟା ପାଣି ମାଡ଼ି ଯାଇଛି । ହଠାତ୍‌ ଟୋନ୍ସ ନଦୀରୁ ପାଣି ମାଡି ଆସିଥିଲା । ଏତେ ମାତ୍ରାରେ ପାଣି ଆସିଥିଲା ଯେ, ଏହାକୁ ଦେଖି ଆପଣଙ୍କୁ ନିହାତି  ଭାବେ ଭୟ ଲାଗିବ ।

ପ୍ରବଳ ପାଣିରେ ଉତ୍ତରକାଶୀର ମୋରି ତହସିଲରେ ଅବସ୍ଥା ବେହାଲ ହୋଇଛି । ଏହି ଅଞ୍ଚଳରେ ନଦୀର ପାଣି ମାଡି ଯାଇଛି । ଅନେକ ଲୋକ ପ୍ରଭାବିତ ହୋଇଛନ୍ତି । ଆଇଟିବିପି, ଏସ୍‌ଡିଆରଏଫ୍‌ ଓ ଏନଡିଆରଏଫ୍‌ ଟିମ୍‌ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.