Bureau
ଉନ୍ନୟନ କମିଶନର ହେଲେ ସୁରେଶ ମହାପାତ୍ର
ଭୁବନେଶ୍ଵର,୧୯/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଉନ୍ନୟନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସୁରେଶ ମହାପାତ୍ର । ଭିତ୍ତିଭୂମି ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ ଲାଗୁ ହୋଇଥିବା ଯୋଜନାକୁ ଗୁରୁତ୍ୱ ଗୁରୁତ୍ୱ ଦେବେ...
ସଫେଇ କର୍ମୀଙ୍କୁ ଘୋଷାଡି ବିଦା କଲେ ଏହି ବ୍ୟକ୍ତି
ଛତିଶଗଡ,୧୯/୦୮,(ଓଡ଼ିଆ ପୁଅ/ପି ନାଏକ): ଛତିଶଗଡର କୋରିୟା ଜିଲ୍ଲାରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା କୋରିୟା ବଡବାହୀ କନ୍ୟା ଆଶ୍ରମର ଛାତ୍ରାବାସର ଅଟେ । ଏଠାରେ କାମ କରୁଥିବା...
ଛାଡ଼ ହୋଇପାରେ କ୍ଷୁଦ୍ର ଋଣୀଙ୍କ ଋଣ – ଆସିୁଛି ଯୋଜନା!
ନୂଆ ଦିଲ୍ଲୀ ୧୯-୮ (ଓଡ଼ିଆ ପୁଅ) ଚାଷୀଙ୍କୁ ବିଭିନ୍ନ ଯୋଜନାରେ ଲାଭ ଦେବା ପରେ ଅନେକ ରାଜ୍ୟରେ ଆର୍ଥିକ ଅସୁବିଧାରେ ଥିବା କ୍ଷୁଦ୍ର ଋଣୀଙ୍କର ଋଣ ଛାଡ଼ ହୋଇପାରେ। ସରକାର ଦେବାଳିଆ ଆଇନ୍...
ଦାୟିତ୍ବ ନେଲେ ଆଦିତ୍ୟ ପ୍ରସାଦ ପାଢ଼ୀ
ଭୁବନେଶ୍ଵର,୧୯/୦୮,(ଓଡ଼ିଆ ପୁଅ/ ପି ନାଏକ): ମୁଖ୍ୟ ଶାସନ ସଚିବ ପଦବୀରୁ ଅବସର ନେବା ପରେ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ନୂଆ ନିଯୁକ୍ତି ମିଳିଛି । ୭ମ ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ...
ମୁହଁ ଖୋଲିଲେ ଶିବରାଜ
ନୂଆଦିଲ୍ଲୀ,୧୯/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୋଆରେ ଏକ କର୍ମୀ ସମ୍ମିଳନୀରେ ଯୋଗ ଦେଇ ଅନୁଚ୍ଛେଦ ୩୭୦କୁ ନେଇ ମୁହଁ...
ଟିଡିପିକୁ ଲାଗିଲା ଝଟକା
ନୂଆଦିଲ୍ଲୀ,୧୯/୦୮,(ଓଡ଼ିଆ ପୁଅ /ପି ନାୟକ) :ତେଲେଙ୍ଗାନାରେ ଟିଡିପିକୁ ଲାଗିଛି ଜବରଦସ୍ତ ଝଟକା । ଏହି ଝଟକା ଦେଇଛି ଭାରତୀୟ ଜନତା ପାର୍ଟି । ଗତକାଲି ବିଜେପି କାର୍ଯ୍ୟକାରିଣୀ ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ...
ଆଜିଠୁ ଦାୟିତ୍ବ ନେଲେ ଅସିତ ତ୍ରିପାଠୀ
ଭୁବନେଶ୍ଵର,୧୯/୦୮,(ଓଡ଼ିଆ ପୁଅ /ପି ନାୟକ):ମୁଖ୍ୟ ଶାସନ ସଚିବ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ଅସିତ ତ୍ରିପାଠୀ। ୪୩ତମ ମୁଖ୍ୟ ଶାସନ ସଚିବ ଭାବେ ସେ ଆଦିତ୍ୟ ପ୍ରସାଦ ପାଢୀଙ୍କ ଠାରୁ ଦାୟିତ୍ୱ...
ଇମରାନ ଖାନଙ୍କୁ UNରୁ ମିଳିଲାନି ସହାୟତା, କୁମାର ବିଶ୍ଵାସ ଲେଖିଲେ – “ଚଲ ସିନ୍ଧୁ...
ନୂଆ ଦିଲ୍ଲୀ ୧୯-୮ (ଓଡ଼ିଆ ପୁଅ) କୁମାର ବିଶ୍ଵାସ ନିଜର ଟ୍ଵିଟର ଆକାଉଣ୍ଟରେ ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ଟ୍ୟାଗ କରି ଲେଖିଛନ୍ତି “ୟୁଏନ ସେ ଲୌଟେ ମୁଁହ ଲଟକାଏ, ପାକ ଚାଇନା...
ଟିମକୁ ଭୟଭୀତ ହେବାର ଆଶଙ୍କା ନାହିଁ
ନୂଆଦିଲ୍ଲୀ,୧୯/୦୮,(ଓଡ଼ିଆ ପୁଅ/ ପି ନାୟକ):ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ୍ ୱେଷ୍ଟଣ୍ଡିଜ ଗସ୍ତରେ ରହିଛି। ସେମାନଙ୍କୁ ବିସିସିଆଇ ପକ୍ଷରୁ ଅତିରିକ୍ତ ସୁରକ୍ଷା ଦିଆଯାଇଛି। ଖବର ମୁତାବକ, ନିକଟରେ ବିସିସିଆଇକୁ ଏକ ମିଥ୍ୟା ମେଲ୍ ଆସିଥିଲା।...
ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କର ନିଧନ
ନୂଆ ଦିଲ୍ଲୀ ୧୯-୮ (ଓଡ଼ିଆ ପୁଅ) ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କର ନିଧନ ହୋଇଯାଇଛି। ସେ ବହୁତ ଲମ୍ବା ସମୟରୁ ରୋଗାକ୍ରାନ୍ତଥିଲେ। ଜଗନ୍ନାଥ ମିଶ୍ରଙ୍କର ନିଧନ ଦିଲ୍ଲୀରେ ହୋଇଛି। ତାଙ୍କର ନିଧନର...
ସ୍ତ୍ରୀ ଛାଡି ମେଣ୍ଢା ନେଲା ସ୍ବାମୀ
ଉତ୍ତର ପ୍ରଦେଶ,୧୯/୦୮,(ଓଡ଼ିଆ ପୁଅ /ପି ନାୟକ): ପ୍ରତିଦିନ ଏହି ବିଚିତ୍ର ଦୁନିଆରେ ଘଟିଚାଲିଛି ବିଭିନ୍ନ ବିଚିତ୍ର ଘଟଣା । ଯାହାକୁ ସହଜରେ ଜଣେ ଗ୍ରହଣ କରିବା ଅସମ୍ଭବ । ଏସବୁ କଥା ଭିତରେ...
ବଢୁଛି ହୀରାକୁଦ ଜଳସ୍ତର
ସମ୍ବଲପୁର,୧୯/୦୮,(ଓଡ଼ିଆ ପୁଅ/ ପି ନାୟକ):ଲଗାଣ ବର୍ଷାରେ ପୁଣି ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ଜଳପତ୍ତନ । ଏହାକୁ ଦୃଷ୍ଟିରେ ରଖି ଆଜି ଆଉ ୭ଟି ଗେଟ୍ ଖୋଲାଯାଇଛି। ଏବେ ୧୪ଟି ଗେଟ୍ ଦେଇ...
ଗାଡି ପୋଡ଼ିଲେ ଦୁର୍ବୃତ୍ତ
ଭୁବନେଶ୍ଵର,୧୯/୦୮,(ଓଡ଼ିଆ ପୁଅ/ ପି ନାୟକ):ବିଧାୟକଙ୍କ ସରକାରୀ ବାସଭବନରେ ଅଗ୍ନିକାଣ୍ଡ। ଗାଡ଼ି ପୋଡି ଦେଲେ ଦୁର୍ବୃତ୍ତ । ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ଥିବା ଗାଡି ପୋଡ଼ି ଦେଇଛନ୍ତି...
ଆମ ପୋଲସ ସମିତି ବୈଠକ
ବାଲିଗୁଡା ୧୮-୮ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) ବାଲିଗୁଡା ପୋଲିସ ତରଫରୁ ବାଲିଗୁଡା ଥାନା ଅନ୍ତର୍ଗତ ପରମପାଙ୍ଗା ପଂଚାୟତର ସବାଗୃହ ଠାରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ଆଇନ ସଚେତନତା...
ଆଜି ହେବ ଏକ ଗୁରୁତ୍ବପୂର୍ଣ୍ଣ ଶୁଣାଣି
ନୂଆଦିଲ୍ଲୀ,୧୯/୦୮,(ଓଡ଼ିଆ ପୁଅ/ ପି ନାୟକ): ଭାରତୀୟ ମହିଳା ଏବଂ ପୁରୁଷଙ୍କ ପାଇଁ ବିବାହ ବୟସକୁ ଏକା ସମାନ କରିବା ଦାବିରେ ଏକ ଜନହିତ ପିଟିସନ ଦାଖଲ କରାଯାଇଛି। ଭାଜପା ନେତା ଏବଂ ଓକିଲ...
ବେଦାନ୍ତ ଲିଃ ଝାରସୁଗୁଡ଼ାରେ ରକ୍ତଦାନ ଶିବିର
ସମ୍ବଲ୍ ପୁର, ୧୮/୮ (ଓଡ଼ିଆ ପୁଅ) - ଝାର୍ ସୁଗୁଡ଼ା ସ୍ଥିତ ବେଦନ୍ତା ପରିସର ମଧ୍ୟରେ ତିନୋଟି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଆମ ଓଡ଼ିଶା, ଭିମସାର ରକ୍ତଭଣ୍ଡାର- ବୁର୍ଲା ଓ ଓଡ଼ିଶା...
ମହାରାଷ୍ଟ୍ରରେ ବସ ଦୁର୍ଘଟଣା, ୧୧ ମୃତ
ମହାରାଷ୍ଟ୍ର,୧୯/୦୮,(ଓଡ଼ିଆ ପୁଅ/ ପି ନାୟକ)ବସ୍-କଣ୍ଟେନର ମୁହାଁମୁହିଁ ଧକ୍କାରେ ୧୧ ମୃତ, ୨୦ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଥିବା ବେଳେ ଆହତ ସମସ୍ତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମହାରାଷ୍ଟ୍ର ଧୁଲେ...
ଅତି ସଂଙ୍କଟାପନ୍ନ ଅବସ୍ଥାରେ ଅଛନ୍ତି ଜେଟଲୀ
ନୂଆଦିଲ୍ଲୀ,୧୯/୦୮,(ଓଡ଼ିଆ ପୁଅ/ ପି ନାୟକ): ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି । ଏମ୍ସର ସୂଚନା ଅନୁସାରେ କାର୍ଡିଓ-ୟୋରେ ସେଣ୍ଟରରେ ଅରୁଣ ଜେଟ୍ଲୀଙ୍କୁ ରଖାଯାଇଛି । ତାଙ୍କୁ Intra-Aortic...
ଓଡ଼ିଶାରେ ଖୋଲିବ ‘ମାଇଁ ହୋମ ଇଣ୍ଡିଆ’ର ଶାଖା
ସମ୍ବଲପୁର, ୧୯/୬ (ଓଡ଼ିଆ ପୁଅ) ‘ମାଇଁ ହୋମ ଇଣ୍ଡିଆ’ର ଶାଖା ଓଡ଼ିଶାରେ ଖୋଲାଯିବ। ଏଥିପାଇଁ ନିର୍ମୟ ସିହ୍ନାଙ୍କୁ ଦାୟିତ୍ୱ ଦିଆଯାଇଛି। ସୁନୀଲ ଦେଓଧରଙ୍କ ଦ୍ୱାରା ସ୍ଥାପିତ ମାଇଁ ହୋମ ଇଣ୍ଡିଆ ବିଭିନ୍ନ ପ୍ରକାର...
ଛବିନାଥ ସିଂହ ବେଦାନ୍ତ ଝାରସୁଗୁଡ଼ାର ନୂଆ ସିଇଓ
ସମ୍ବଲପୁର, ୧୯/୬ (ଓଡ଼ିଆ ପୁଅ) ଶ୍ରୀ ଛବିନାଥ ସିଂହ ଝାରସୁଗୁଡ଼ା ଠାରେ ଥିବା ବେଦାନ୍ତ ଲି. ପ୍ରକଳ୍ପର ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ଦାୟୀତ୍ୱ ଗ୍ରହଣ କରିଛନ୍ତି। ବିଦ୍ୟୁତ ପ୍ରକଳ୍ପ...






