Home ଓଡ଼ିଶା ଭାରତ ଏବଂ ମିଆଁମାର ସୀମାରେ ଭୂମିକମ୍ପ ଅନୁଭୂତ

ଭାରତ ଏବଂ ମିଆଁମାର ସୀମାରେ ଭୂମିକମ୍ପ ଅନୁଭୂତ

402

ନୂଆ ଦିଲ୍ଲୀ ୧୮-୮ (ଓଡ଼ିଆ ପୁଅ) ଭାରତ ଏବଂ ମିଆଁମାର ସୀମାରେ ରେକ୍ଟର ସ୍କେଲରେ ୪.୭ ତିବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ତେବେ ଏ ପର୍ଯ୍ୟନ୍ତ କୌଣସି କ୍ଷତିର ଖବର ନାହିଁ। ପୂର୍ବାହ୍ନ ୧୧ଟା ୫୮ ମିନିଟ ସମୟରେ ଏହା ଅନୁଭୂତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.