Home ଆନ୍ତର୍ଜାତୀୟ ଭୂଟାନ ଗସ୍ତରେ ମୋଦି

ଭୂଟାନ ଗସ୍ତରେ ମୋଦି

270

ନୂଆଦିଲ୍ଲୀ,୧୮/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ଭୁଟାନ ଗସ୍ତର ଦ୍ୱିତୀୟ ଦିନ । ଆଜି ଥିମ୍ପୁରେରେ ଥିବା ଭୁଟାନ ରୟାଲ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ।

ସେ କହିଛନ୍ତି,  ସବୁ କ୍ଷେତ୍ରରେ ଐତିହାସିକ ପରିବର୍ତ୍ତନର ପ୍ରମାଣ ସୃଷ୍ଟି କରିଛି ଭାରତ।  ଏହା ସହ ଗତ ୫ ବର୍ଷ ଭିତରେ ଏହା ଦ୍ୱିଗୁଣିତ ହୋଇଛି ଏବଂ ଭାରତ ସହ ଭୁଟାନର ସଂପର୍କ ଅବର୍ଣ୍ଣନୀୟ ବୋଲି ମୋଦୀ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.