Home ଓଡ଼ିଶା ପ୍ରତିକ୍ରିୟା ରଖିଲେ ପପୁ ପମ ପମ

ପ୍ରତିକ୍ରିୟା ରଖିଲେ ପପୁ ପମ ପମ

1387

ଭୁବନେଶ୍ଵର,୧୮/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ଅପ କମିଂ ମୁଭି ମିଷ୍ଟର କହ୍ନେୟାର ପୋଷ୍ଟରକୁ ନେଇ ବିବାଦ ଉଠିବା ପରେ ଏବେ ପ୍ରତିକ୍ରିୟା ରଖିଛନ୍ତି ପପୁ ପମପମ୍‌ । ପପୁ କହିଛନ୍ତି, ଏହି ପୋଷ୍ଟର ମିଷ୍ଟର କହ୍ନେୟା ଫିଲ୍ମର ନୁହଁ । ପୋଷ୍ଟର ତିଆରି କରିବାରେ ପ୍ରଯୋଜନା ସଂସ୍ଥାର କୌଣସି ହାତ ନାହିଁ ବୋଲି ସେ କହିଛନ୍ତି ।

ସେ ମହିଳାଙ୍କୁ କୌଣସି ଅସମ୍ମାନ କରିନାହାନ୍ତି । ଫିଲ୍ମରେ ନାରୀଙ୍କୁ ବେଶ୍ ସମ୍ମାନ ଦିଆଯାଇଛି । ତେବେ ଏପରି ପୋଷ୍ଟର କିଏ ତିଆରି କରିଛି ତାକୁ ଖୋଜି ବାହାର କରିବାକୁ ସେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.