Home ଓଡ଼ିଶା ମହଙ୍ଗା ପଡ଼ିଲା ତ୍ରିରଙ୍ଗା ପ୍ରତି ଅସମ୍ମାନ : ପ୍ରଧାନ ଶିକ୍ଷକ ନିଲମ୍ବିତ

ମହଙ୍ଗା ପଡ଼ିଲା ତ୍ରିରଙ୍ଗା ପ୍ରତି ଅସମ୍ମାନ : ପ୍ରଧାନ ଶିକ୍ଷକ ନିଲମ୍ବିତ

1446

ଜଳେଶ୍ୱର ୧୮-୮ (ଓଡ଼ିଆ ପୁଅ) : ତ୍ରିରଙ୍ଗାକୁ ଅସମ୍ମାନ ଅଭିଯୋଗରେ ବାଲିଆପାଳ ବ୍ଲକ ସରାଡିହା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିଲମ୍ବିତ ହୋଇଛନ୍ତି। ବାଲିଆପାଳ ବିଇଓ ନିଲମ୍ବନ ଆଦେଶ ଜାରୀ କରିଛନ୍ତି। ନିଳମ୍ବିତ ପ୍ରଧାନ ଶିକ୍ଷକଙ୍କ ନାମ ଅନନ୍ତ କୁମାର ଦଳେଇ। ସ୍ୱାଧୀନତା ଦିବସରେ ସଂଧ୍ୟାପରେ ଅନ୍ଧାରରେ ପତାକା ଉଡ଼ୁଥିବା ନେଇ ଅଭିଯୋଗ ହୋଇଥିଲା। ଜାତୀୟ ପତାକାଙ୍କୁ ଅସମ୍ମାନ ନେଇ ଖବର ପ୍ରସାରଣ ପରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.