Home Authors Posts by Bureau

Bureau

17674 POSTS 0 COMMENTS

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାଇକ୍ ଆରୋହୀ ମୃତ

0
ରାୟଗଡ଼ା,୧୧/୧୦,(ଓଡ଼ିଆ ପୁଅ ପି ନାଏକ): ରାୟଗଡ଼ା ଜିଲ୍ଲା କୁର୍ମାଯୋଡି ନିକଟରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଫଳରେ ଏହି ଦୁର୍ଘଟଣା ରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି ।...

ଡ଼ାକ୍ତରଖାନାରେ ପଡିଲା ତାଲା

0
ବାଲେଶ୍ଵର,୧୧/୧୦,(ଓଡ଼ିଆ ପୁଅ ପି ନାଏକ): ଡାକ୍ତରଖାନାରେ ତାଲା ପକାଇଲେ ସ୍ଥାନୀୟ ଲୋକେ । ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି ବାଲେଶ୍ବର ଜିଲ୍ଲା ବରମପୁର ଡାକ୍ତରଖାନାରେ । ଡ଼ାକ୍ତରଖାନାରେ କେହି ଡାକ୍ତର ନଥିବାରୁ ଉତ୍ତ୍ୟକ୍ତ...

କମିଲା ପେଟ୍ରୋଲ ଓ ଡିଜେଲ ଦର

0
ନୂଆଦିଲ୍ଲୀ,୧୧/୧୦,(ଓଡ଼ିଆ ପୁଅ ପି ନାଏକ): କମିଲା ପେଟ୍ରୋଲ ଓ ଡିଜେଲ ଦର । ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦର କମିଛି । ଯାହା ପ୍ରଭାବରେ ଦେଶରେ ତେଲ ଦର କମିଛି ।...

ତଣ୍ଟିକାଟି ହତ୍ୟା କରିଥିବା ମାମଲାରେ ୨ ଗିରଫ

0
ମୟୁରଭଞ୍ଜ,୧୧/୧୦,(ଓଡ଼ିଆ ପୁଅ ପି ନାଏକ): ଅତି ବିଭତ୍ସ ଭାବରେ ହତ୍ୟା କରିଥିବା ମାମଲାରେ ଝାରପୋଖରିଆ ପୋଲିସକୁ ମିଳିଛି ସଫଳତା । ଏହି ମାମଲାରେ ପୁଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ...

ତୀର୍ଥଯାତ୍ରୀଙ୍କ ଉପରେ ମାଡ଼ିଗଲା ବସ, ୭ ମୃତ

0
ନୂଆଦିଲ୍ଲୀ,୧୧/୧୦,(ଓଡ଼ିଆ ପୁଅ ପି ନାଏକ): ନରୋରାର ଗାନ୍ଧୀ ନଗର ଶ୍ମଶାନ ଘାଟରେ ଏକ ଅତି ଦୁଃଖର ଘଟଣା ଘଟିଯାଇଛି । ଶୋଇଥିବା ଅବସ୍ଥାରେ ଚଳନ୍ତା ବସ ଚଢିଯିବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି...

ଆଜି ମୋଦି ଓ ଶି ଜିନପିଙ୍ଗଙ୍କ ସାକ୍ଷାତ

0
ନୂଆଦିଲ୍ଲୀ,୧୧/୧୦,(ଓଡ଼ିଆ ପୁଅ ପି ନାଏକ): ଭାରତ ଗସ୍ତରେ ବାହାରିଛନ୍ତି ଚିନ୍‌ ରାଷ୍ଟ୍ରପତି ଶି ଜିନପିଙ୍ଗ । ସେ ଅପରାହ୍ନରେ ଚେନ୍ନାଇର ଏୟାରପୋର୍ଟରେ ପହଞ୍ଚି  ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଜିନ୍‌ପିଙ୍ଗ ମମଲାପୁରମ୍‌ (ମହାବଲିପୁରମ୍‌)ରେ...

ଓଡ଼ିଶା ଆସୁଛନ୍ତି ଆର୍ ଏସ ଏସ ମୋହନ ଭାଗୱତ

0
ଭୁବନେଶ୍ଵର,୧୧/୧୦,(ଓଡ଼ିଆ ପୁଅ ପି ନାଏକ): ଓଡ଼ିଶା ଗସ୍ତରେ ଆସୁଛନ୍ତି ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗୱତ । ତେବେ ଆସନ୍ତା ୧୨ରୁ ୨୦ ଯାଏଁ ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ଆରଏସ୍ଏସ୍ ଅଖିଳ ଭାରତୀୟ...

୨୨ ଲକ୍ଷ ଚଳୁ କଲେ ପିଇଓ ଓ ସରପଞ୍ଚ

0
କେନ୍ଦୁଝର,୧୧/୧୦,(ଓଡ଼ିଆ ପୁଅ ପି ନାଏକ): ପଞ୍ଚାୟତ ପାଇଁ ଆସିଥିବା ଅର୍ଥକୁ ମିଳିତ ଭାବେ ଖାଇଗଲେ ପିପିଳିଆ ପଞ୍ଚାୟତ ପିଇଓ ଓ ସରପଞ୍ଚ । ଏହା ହେବା ପରେ ପ୍ରଥମେବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ...

ବାହାରେ ଫିଙ୍ଗାଯାଇଛି ଔଷଧ

0
ମୟୁରଭଞ୍ଜ,୧୧/୧୦,(ଓଡ଼ିଆ ପୁଅ ପି ନାଏକ): ବାହାରେ ଫିଙ୍ଗା ଯାଇଛି ଲକ୍ଷାଧିକ ଟଙ୍କାର ଔଷଧ । ରୋଗୀଙ୍କ ଉପକାରରେ ନ ଆସି ଏହା ଫିଙ୍ଗା ଯାଉଛି । ତେବେ ଏହି ଦୃଶ୍ୟ ମୟୁରଭଞ୍ଜ କରଞ୍ଜିଆ...

ଲକ୍ଷାଧିକ ଟଙ୍କା ଜବତ

0
ଭୁବନେଶ୍ଵର,୧୧/୧୦,(ଓଡ଼ିଆ ପୁଅ ପି ନାଏକ): ଉପନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷାଧିକ ଟଙ୍କା । ଆଜ୍ଞା ହଁ, ବିଜେପୁର ଉପନିର୍ବାଚନ ପୂର୍ବରୁ ଲକ୍ଷାଧିକ ଟଙ୍କା ଜବତ କରିଛି ବରଗଡ ପୋଲିସ । ତେବେ...

ପ୍ରଚାର ମଇଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର

0
ଭୁବନେଶ୍ଵର,୧୧/୧୦,(ଓଡ଼ିଆ ପୁଅ ପି ନାଏକ): ବିଜେପୁର ଉପ ନିର୍ବାଚନ ପାଇଁ ଏବେ ରାଜନୀତି ବେଶ ସରଗରମ । ଲୋକଙ୍କୁ ନିଜ ଦଳ ଆଡକୁ ଟାଣିବା ପାଇଁ ସମସ୍ତେ ଚେଷ୍ଟା ଚଳାଇଛନ୍ତି । ଆଉ ...

ବିଷାକ୍ତ ଗନ୍ଧରେ ଜଣେ ମୃତ

0
ବ୍ରହ୍ମପୁର,୧୧/୧୦,(ଓଡ଼ିଆ ପୁଅ ପି ନାଏକ): ବିଷାକ୍ତ ଗନ୍ଧରେ ଜଣେ ମୃତ । ଦୁଇ ଗୁରୁତର । ଆଜ୍ଞା ହଁ, ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଅତରାଇପଲ୍ଲି ଗ୍ରାମରେ । ସୂଚନା...

ଜୁଆ ଆଡ୍ଡା ଉପରେ ଚଢ଼ଉ, ୧୫ ଗିରଫ

0
ଗଞ୍ଜାମ,୧୧/୧୦,(ଓଡ଼ିଆ ପୁଅ ପି ନାଏକ): ଏକ ଜୁଆ ଆଡ୍ଡା ଉପରେ ପୋଲିସର ଅଚାନକ ଚଢାଉ । ଏହି ଘଟଣା ଗଞ୍ଜାମ ଜିଲ୍ଲା ଭିମାରାଓପେଟା ଅଞ୍ଚଳରେ ଦେଖିବାକୁ ମିଳିଛି । ବିଶେଷସୂବିଶେଷ  ଖବର ପାଇ...

ଗୋଟିଏ ଦିନରେ ଏକାଥରେ ୩ ଲୁଟ

0
ବାଲେଶ୍ୱର,୧୧/୧୦,(ଓଡ଼ିଆ ପୁଅ ପି ନାଏକ): ଗୋଟିଏ ଦିନରେ ୩ ଲୁଟ । ଆଉ ଏହା ଉପାନ୍ତ ଅଞ୍ଚଳରେ ହେଉନାହିଁ ଏହି ଲୁଟ । ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳରେ ଏହି ଲୁଟ ହୋଇଛି...

ଅମିତାଭଙ୍କୁ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

0
ମୁମ୍ବାଇ,୧୧/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ହେଉଛି ବିଗ୍ ବି ଅମିତାଭ ବଚ୍ଚନ ଙ୍କ ୭୭ ତମ  ଜନ୍ମଦିନ । ଏଥିପାଇଁ ଅମିତାଭଙ୍କୁ ଚାରିଆଡୁ ଶୁଭେଚ୍ଛା ର ସୁଅ ଛୁଟୁଛି । ତେବେ...

ସାରଥୀଙ୍କ ଏକ କାର୍ଯ୍ୟକ୍ରମରେ ପୋଲିସର ଚଢାଉ

0
ଭଦ୍ରକ,୧୧/୧୦,(ଓଡ଼ିଆ ପୁଅ ପି ନାଏକ ): ବହୁ ଚର୍ଚ୍ଚିତ ସାରଥୀ ବାବାଙ୍କ ଏତେ ଗୁମର ଫିଟି ସେ ଜେଲରେ ରହିବା ପରେ ମଧ୍ୟ ତାଙ୍କ ଭକ୍ତମାନେ ସାଜି ବି ତାଙ୍କୁ ସେମିତି ମାନୁଥିବା...

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଅନ୍ତର୍ଗତ ହିତାଧିକାରୀଙ୍କୁ ବ୍ୟାଙ୍କ ଖାତା ସହ ଆଧାର...

0
ନୂଆ ଦିଲ୍ଲୀ ୧୦-୧୦ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଅନ୍ତର୍ଗତ ହିତାଧିକାରୀଙ୍କ ପାଇଁ ବ୍ୟାଙ୍କ ଖାତା ସହ ଆଧାର ଯୋଡ଼ିବାର ବାଧ୍ୟତାମୂଳକ ନିୟମକୁ କୋହଳ କରିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ...

୪ ଆଇଏଫଏସ ଅଧିକାରୀଙ୍କୁ ମିଳିଲା ପଦୋନ୍ନତି

0
ଭୁବନେଶ୍ଵର,୧୦/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ରାଜ୍ୟର ୪ ଜଣ ଆଇଏଫଏସ ଅଧିକାରୀଙ୍କୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର । ଏହି ୪ ଅଫିସରଙ୍କ ହେଉଛନ୍ତି ସୁଶାନ୍ତ ନନ୍ଦ (୧୯୮୯), ଓମ ପ୍ରକାଶ...

ରାନବାକ୍ସିର ପୂର୍ବତନ ପ୍ରମୋଟର ଶିବିନ୍ଦର ସିଂହ ୭୪୦ କୋଟିର ଠକେଇ ମାମଲାରେ ଗିରଫ

0
ନୂଆଦିଲ୍ଲୀ ୧୦-୧୦ (ଓଡ଼ିଆ ପୁଅ) ମେଡ଼ିସିନ୍ କମ୍ପାନୀ ରାନବାକ୍ସି ଏବଂ ଫର୍ଟିସ ହେଲ୍ଥକେୟାର ପୂର୍ବତନ ପ୍ରମୋଟର ଶିବିନ୍ଦର ସିଂହଙ୍କୁ ଦିଲ୍ଲୀ ପୁଲିସର ଆର୍ଥିକ ଅପରାଧ ଶାଖା (ଇଓଡବ୍ଲ୍ଯୂ) ଗୁରୁବାରଦିନ ଗିରଫ କରିଛି। ଶିବିନ୍ଦରଙ୍କ...

ଏବେ ଭୁବନେଶ୍ବରରୁ ସିଧା ସୁରଟକୁ ଉଡିବ ବିମାନ

0
ଭୁବନେଶ୍ଵର,୧୦/୧୦,(ଓଡ଼ିଆ ପୁଅ ପି ନାଏକ): ଆସନ୍ତା ଜାନୁୟାରୀ ୨୦୨୦ରୁ ଭୁବନେଶ୍ଵର ରୁ ସୁରଟକୁ ସିଧା ବିମାନ ଉଡାଣ କରିବ । ଏନେଇ ଆଜି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ସୂଚନା ପ୍ରଦାନ କରିଛନ୍ତି...