Home ଓଡ଼ିଶା ବାହାରେ ଫିଙ୍ଗାଯାଇଛି ଔଷଧ

ବାହାରେ ଫିଙ୍ଗାଯାଇଛି ଔଷଧ

395

ମୟୁରଭଞ୍ଜ,୧୧/୧୦,(ଓଡ଼ିଆ ପୁଅ ପି ନାଏକ): ବାହାରେ ଫିଙ୍ଗା ଯାଇଛି ଲକ୍ଷାଧିକ ଟଙ୍କାର ଔଷଧ । ରୋଗୀଙ୍କ ଉପକାରରେ ନ ଆସି ଏହା ଫିଙ୍ଗା ଯାଉଛି । ତେବେ ଏହି ଦୃଶ୍ୟ ମୟୁରଭଞ୍ଜ କରଞ୍ଜିଆ ରେ ଦେଖାଦେଇଛି । ଯଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ଏହା ଦେଖିବାକୁ ମିଳିଛି । ଏହା ପଛର କାରଣ ଜଣାପଡି ପାରି ନାହିଁ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.