Home ଓଡ଼ିଶା ଅମିତାଭଙ୍କୁ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ଅମିତାଭଙ୍କୁ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

179

ମୁମ୍ବାଇ,୧୧/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ହେଉଛି ବିଗ୍ ବି ଅମିତାଭ ବଚ୍ଚନ ଙ୍କ ୭୭ ତମ  ଜନ୍ମଦିନ । ଏଥିପାଇଁ ଅମିତାଭଙ୍କୁ ଚାରିଆଡୁ ଶୁଭେଚ୍ଛା ର ସୁଅ ଛୁଟୁଛି । ତେବେ ୭୭ ବର୍ଷରେ ପଦାର୍ପଣ କରିଥିବା ଏହି ଅଭିନେତାଙ୍କୁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି । ଏହାକୁ ସମସ୍ତେ ବେଶ ପସନ୍ଦ କରିବା ସହ ଦେଖିବାକୁ ଭିଡ଼ ମଧ୍ୟ ଜମାଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.