Home ଓଡ଼ିଶା ୨୨ ଲକ୍ଷ ଚଳୁ କଲେ ପିଇଓ ଓ ସରପଞ୍ଚ

୨୨ ଲକ୍ଷ ଚଳୁ କଲେ ପିଇଓ ଓ ସରପଞ୍ଚ

210

କେନ୍ଦୁଝର,୧୧/୧୦,(ଓଡ଼ିଆ ପୁଅ ପି ନାଏକ): ପଞ୍ଚାୟତ ପାଇଁ ଆସିଥିବା ଅର୍ଥକୁ ମିଳିତ ଭାବେ ଖାଇଗଲେ ପିପିଳିଆ ପଞ୍ଚାୟତ ପିଇଓ ଓ ସରପଞ୍ଚ । ଏହା ହେବା ପରେ ପ୍ରଥମେବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ ପହଞ୍ଚିଥିଲା । ପରେ ତଦନ୍ତ ପରେ ଜିଲ୍ଲା ପ୍ରଶାସନ ଘଟଣାର ତଦନ୍ତ କରିବା ସହିତ ବ୍ୟାଙ୍କ୍ ଷ୍ଟେଟମେଣ୍ଟକୁ ଯାଂଚ କରିବା ପରେ ସରପଂଚ ଓ ପିଇଓ ମିଳିତ ଭାବରେ ପାଖାପାଖି ୨୨ଲକ୍ଷ ଟଙ୍କା ଚଳୁ କରିଥିବା ଜଣାପଡିଥିଲା । ପରେ ପିଇଓ ତାଙ୍କୁ କାର୍ଯ୍ୟ ରୁ ନିଲମ୍ବିତ କରିଥିଲେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.