Home ଓଡ଼ିଶା ତଣ୍ଟିକାଟି ହତ୍ୟା କରିଥିବା ମାମଲାରେ ୨ ଗିରଫ

ତଣ୍ଟିକାଟି ହତ୍ୟା କରିଥିବା ମାମଲାରେ ୨ ଗିରଫ

119

ମୟୁରଭଞ୍ଜ,୧୧/୧୦,(ଓଡ଼ିଆ ପୁଅ ପି ନାଏକ): ଅତି ବିଭତ୍ସ ଭାବରେ ହତ୍ୟା କରିଥିବା ମାମଲାରେ ଝାରପୋଖରିଆ ପୋଲିସକୁ ମିଳିଛି ସଫଳତା । ଏହି ମାମଲାରେ ପୁଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ହତ୍ୟାକାରୀ ଲାଲମୋହନ ବେହେରା ତାଙ୍କ ପୋଖରୀରୁ ମାଛ ଧରିବାକୁ ବସାଇଥିବା ଝିମିରି ପଟାରେ ସୁନାରାମ ବାରମ୍ବାର ଶୌଚ କରିଦେଉଥିବାରୁ ଉଭୟଙ୍କ ଭିତରେ ତିକ୍ତତା ଲାଗିରହିଥିଲା । ଜଟିଆଶୋଳ ଗ୍ରାମର ପାଗଲୁ ସରେନ ସହିତ ଫୁଟବଲ ଖେଳକୁ ନେଇ ଗଣ୍ଡଗଳକୁ ନେଇ ଶତ୍ରୁତା ରହିଥିଲା । ଉଭୟ ଲାଲମୋହନ ଓ ପାଗୁଲୁ ଏକତ୍ରିତ ସୁନାରାମକୁ ରାବଣ ପୋଡି ଦିନ ମଦ୍ୟପାନ କରାଇ ବିଚ ରାସ୍ତାରେ ଭୁଜାଲି ସାହାଯ୍ୟରେ ବେକ କାଟି ହତ୍ୟା କରିଥିବା ପୋଲିସ ପାଖରେ ପ୍ରକାଶ କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.