Home ଓଡ଼ିଶା ଜୁଆ ଆଡ୍ଡା ଉପରେ ଚଢ଼ଉ, ୧୫ ଗିରଫ

ଜୁଆ ଆଡ୍ଡା ଉପରେ ଚଢ଼ଉ, ୧୫ ଗିରଫ

63

ଗଞ୍ଜାମ,୧୧/୧୦,(ଓଡ଼ିଆ ପୁଅ ପି ନାଏକ): ଏକ ଜୁଆ ଆଡ୍ଡା ଉପରେ ପୋଲିସର ଅଚାନକ ଚଢାଉ । ଏହି ଘଟଣା ଗଞ୍ଜାମ ଜିଲ୍ଲା ଭିମାରାଓପେଟା ଅଞ୍ଚଳରେ ଦେଖିବାକୁ ମିଳିଛି । ବିଶେଷସୂବିଶେଷ  ଖବର ପାଇ ସେହି ଜୁଆ ଆଡ୍ଡା ଉପରେ ଚଢ଼ଉ କରିଥିଲା । ଚଢ଼ାଉ ପରେ ଘଟଣାସ୍ଥଳରୁ ୭ ଲକ୍ଷ ୬୮ ହଜାର ଟଙ୍କା ଜବତ ହୋଇଛି । ଏହାଛଡା ମୋବାଇଲ ଫୋନ ସହ ୧୫ ଜଣ ଗିରଫ ମଧ୍ୟ ହୋଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.