Home ଓଡ଼ିଶା ସାରଥୀଙ୍କ ଏକ କାର୍ଯ୍ୟକ୍ରମରେ ପୋଲିସର ଚଢାଉ

ସାରଥୀଙ୍କ ଏକ କାର୍ଯ୍ୟକ୍ରମରେ ପୋଲିସର ଚଢାଉ

276

ଭଦ୍ରକ,୧୧/୧୦,(ଓଡ଼ିଆ ପୁଅ ପି ନାଏକ ): ବହୁ ଚର୍ଚ୍ଚିତ ସାରଥୀ ବାବାଙ୍କ ଏତେ ଗୁମର ଫିଟି ସେ ଜେଲରେ ରହିବା ପରେ ମଧ୍ୟ ତାଙ୍କ ଭକ୍ତମାନେ ସାଜି ବି ତାଙ୍କୁ ସେମିତି ମାନୁଥିବା ଦେଖିବାକୁ ମିଳିଛି । ତାଙ୍କର ଜଣେ ଭକ୍ତ ସାରଥୀଙ୍କ ନାମରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିବା ଦେଖିବାକୁ ମିଳିଛି । ତେବେ ଏହି ଘଟଣା ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି । ଏହାର ଆୟୋଜନ ନେଇ ପୋଲିସକୁ ଖବର ମିଳିବା ପରେ ପୋଲିସ ସେଠାରେ ଚଢାଉ କରି ଉକ୍ତ କାର୍ଯ୍ୟକ୍ରମ ବନ୍ଦ କରିଥିବା ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ, ସାରଥୀଙ୍କୁ ଜାମିନ ପ୍ରଦାନ ବେଳେ କୋର୍ଟ ବିଭିନ୍ନ ସର୍ତ୍ତ ରଖିଥିଲେ । ଯାହା ମଧ୍ୟରେ ସେ କେଉଁଠି ବି କିଛି କାର୍ଯ୍ୟକ୍ରମ ଆୟୋଜନ କରିପାରିବେନି ବୋଲି କୋର୍ଟ କହିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.