Home ଓଡ଼ିଶା ଲକ୍ଷାଧିକ ଟଙ୍କା ଜବତ

ଲକ୍ଷାଧିକ ଟଙ୍କା ଜବତ

478

ଭୁବନେଶ୍ଵର,୧୧/୧୦,(ଓଡ଼ିଆ ପୁଅ ପି ନାଏକ): ଉପନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷାଧିକ ଟଙ୍କା । ଆଜ୍ଞା ହଁ, ବିଜେପୁର ଉପନିର୍ବାଚନ ପୂର୍ବରୁ ଲକ୍ଷାଧିକ ଟଙ୍କା ଜବତ କରିଛି ବରଗଡ ପୋଲିସ । ତେବେ ପାଟ୍ରୋଲିଂ ବେଳେ ଏହି ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ଜଣେ ବ୍ୟବସାୟୀଙ୍କ ଠାରୁ ଏହି ଟଙ୍କା ମିଳିଥିବା ବୋଲି ପଚରାଉଚୁରା କରି ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଛାଡି ଦେଇଥିବା ସୂଚନା ମିଳିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.