Home Authors Posts by Bureau

Bureau

17675 POSTS 0 COMMENTS

ତାଜା ଖବର : କରୋନା ଭାଇରସ ସନ୍ଦିଗ୍ଧ ରୋଗୀର ଆତ୍ମହତ୍ୟା

0
ନୂଆ ଦିଲ୍ଲୀ ୧୮-୩ (ଓଡ଼ିଆ ପୁଅ) ଦିଲ୍ଲୀର ସଫଦରଜଙ୍ଗ ହସପିଟାଲରେ ଚିକିତ୍ସିତ ହେଉଥିବା ଜଣେ ସନ୍ଦୀଗ୍ଧ କରୋନା ସଂକ୍ରମିତ ରୋଗୀ ଆତ୍ମହତ୍ୟା କରିଥିବା ପ୍ରାଥମିକ ଖବର ମିଳିଛି। ରୋଗୀର ବୟସ ୩୫ ବର୍ଷ...

ବିଜେପି ନିର୍ଦ୍ଦେଶନାମା: ସାମୂହିକ ଭାବେ ବିଜେପି ପକ୍ଷରୁ ରାଜ୍ୟରେ କୌଣସି ପ୍ରକାରର ଜନ ଆନ୍ଦୋଳନ,...

0
କରୋନାକୁ ଦୃଷ୍ଟିରେ ରଖି ବିଜେପି ପକ୍ଷରୁ ନିର୍ଦ୍ଦେଶନାମା ଜାରି ଭୁବନେଶ୍ୱର, ତା. ୧୮/୦୩ (ଓଡ଼ିଆ ପୁଅ) : କରୋନାକୁ ଦୃଷ୍ଟିରେ ରଖି ବିଜେପି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ସଂସଦୀୟ ଦଳ ବୈଠକରେ...

‘ଝିଅ ନୁହେଁ ତୁ କରୋନା ଭାଇରସ’ ଗୀତ ସମଗ୍ର ନାରୀ ଜାତିକୁ ଅପମାନିତ କରିଛି...

0
- ପ୍ରଯୋଜନା ସଂସ୍ଥାର ମାଲିକଙ୍କୁ ତୁରନ୍ତ ଗିରଫ କରାଯାଉ - କରୋନା ଭାଇରସକୁ ଝିଅ ସହ ତୁଳନା କରି ମନୋରଂଜନ ଭାବେ ବ୍ୟବହାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ - କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମନୋରଂଜନ ନାଁରେ...

ନୋଭେଲ କରୋନା ଭୂତାଣୁ ମୁକାବିଲା ଲାଗି ନିଆଯାଇଥିବା ପଦକ୍ଷେପ ଏବଂ ପ୍ରସ୍ତୁତି ସମୀକ୍ଷା କଲେ...

0
- ପୃଥକୀକରଣ କେନ୍ଦ୍ରରେ ନିୟମିତ ସ୍ଥିତି ଆକଳନ ଓ ନିରୀକ୍ଷଣ କରିବ ସ୍ୱତନ୍ତ୍ର ଦଳ ନୂଆ ଦିଲ୍ଲୀ ୧୮-୩ (ଓଡ଼ିଆ ପୁଅ) କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଆଜି...

ଯାତ୍ରା ହ୍ରାସ ପାଇଁ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଲା ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ

0
- ଅଗ୍ରୀମ ବୁକିଂ ଭଡ଼ା ଫେରସ୍ତ ଉପରେ ବିଚାର କରିବା ଲାଗି ଅନୁରୋଧ - ଏସଏମଏସ ଜରିଆରେ ଯାତ୍ରୀଙ୍କୁ ଅବଗତ କରାଇବାକୁ ପରାମର୍ଶ ନୂଆ ଦିଲ୍ଲୀ ୧୮-୩ (ଓଡ଼ିଆ ପୁଅ) କେନ୍ଦ୍ର ସଡ଼କ ପରିବହନ ଏବଂ...

ଲୋକସେବା ଭବନରେ ‘କରୋନା’ ମୁକାବିଲା ଆଲୋଚନା – ଜିଲ୍ଲା ଓ ଗ୍ରାମାଞ୍ଚଳରେ କରୋନା ସଚେତନତା...

0
ଭୁବନେଶ୍ୱର ୧୮-୩ (ଓଡ଼ିଆ ପୁଅ) ଜିଲ୍ଲା ଓ ଗ୍ରାମାଞ୍ଚଳରେ କରୋନା ସଚେତନତା କାର୍ଯ୍ୟକ୍ରମକୁ ଜୋରଦାର କରିବା ପାଇଁ ମୁଖ୍ୟ ଶାସନ ସଚିବ ଗୁରୁତ୍ବ ଆରୋପ କରିଛନ୍ତି। ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ...

କରୋନାଭାଇରସ୍ କାରଣରୁ ପ୍ରମୁଖ ମାର୍ଗରେ ୭୫ ଟି ଟ୍ରେନ୍ ବାତିଲ୍ – ପଢ଼ନ୍ତୁ ତାଲିକା,...

0
ନୂଆ ଦିଲ୍ଲୀ ୧୭-୩ (ଓଡ଼ିଆ ପୁଅ) ଭାରତୀୟ ରେଳବାଇ ମଙ୍ଗଳବାର ଦିନ ବିଭିନ୍ନ ପ୍ରମୁଖ ମାର୍ଗରେ “ସ୍ୱଳ୍ପ ସ୍ଥାନ” ଉପରେ ଚାଲୁଥିବା ଅତି କମରେ ୭୫ ଟି ଟ୍ରେନକୁ ବାତିଲ କରିଦେଇଛି। ମୁଖ୍ୟତଃ...

କରୋନାଭାଇରସ୍ ଟୀକାକୁ ନେଇ ପ୍ରଥମ ମାନବ ପରୀକ୍ଷଣ ଆରମ୍ଭ କଲା ଆମେରିକା – ରିପୋର୍ଟ

0
ୱାଶିଂଟନ୍ (ଓଡ଼ିଆ ପୁଅ) - ନୂତନ କରୋନାଭାଇରସ୍ ଭ୍ୟାକସିନ୍ କୁ ନେଇ ପ୍ରଥମ ମାନବ ପରୀକ୍ଷା ସିଆଟେଲରେ ଆରମ୍ଭ ହୋଇଛି ବୋଲି ଆମେରିକାର ସ୍ୱାସ୍ଥ୍ୟ ଅଧିକାରୀ ସୋମବାର କହିଛନ୍ତି। କିନ୍ତୁ ଏହାର ଉପଲବ୍ଧତା...

SCTIMST ଡାକ୍ତର କରୋନା ଆକ୍ରାନ୍ତ : ମେଡ଼ିକାଲର ୩୦ ଡାକ୍ତର ଏବେ ଆଇସୋଲେସନରେ

0
କେରଳ ୧୭-୩ (ଓଡ଼ିଆ ପୁଅ) : ଶ୍ରୀ ଚିତ୍ରା ତିରୁନାଲ୍ ଇନଷ୍ଟିଚ୍ୟୁଟ୍ ଫର୍ ମେଡିକାଲ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (SCTIMST)ରେ କାର୍ଯ୍ୟ କରୁଥିବା ଜଣେ ଡାକ୍ତର କରୋନାଭାଇରସ୍ ରେ ଆକ୍ରାନ୍ତ ହୋଇଥିବା ଘଟଣା...

ନିର୍ଭୟା ଦୋଷୀଙ୍କ ନୂଆ ଚାଲ୍ : ଫାଶୀରୁ ବଞ୍ଚିବା ପାଇଁ ପୁଣି ମୁକେଶ ପହଁଚିଲା...

0
ନୂଆଦିଲ୍ଲୀ ୧୭-୩ (ଓଡ଼ିଆ ପୁଅ) ନିର୍ଭୟା ଗଣଦୁଷ୍କର୍ମ ମାମଲାରେ, ଚାରିଜଣ ଦୋଷୀଙ୍କୁ ଫାଶୀ ଦେବାର ତିନି ଦିନ ପୂର୍ବରୁ, ଜଣେ ଦୋଷୀ ମୁକେଶ ପୁଣି ଥରେ କୋର୍ଟରେ ଆବେଦନ କରିଛି। ସେ ଦାବି...

ମଧ୍ୟପ୍ରଦେଶରେ ତୁରନ୍ତ ଫ୍ଲୋର ଟେଷ୍ଟ କରାଇବା ପାଇଁ ବାଚସ୍ପତି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ସୁପ୍ରୀମ କୋର୍ଟଙ୍କ...

0
ନୂଆ ଦିଲ୍ଲୀ ୧୭-୩ (ଓଡ଼ିଆ ପୁଅ) ତୁରନ୍ତ ଫ୍ଲୋର ପରୀକ୍ଷା ପାଇଁ ବିଜେପିର ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାରଦିନ ମଧ୍ୟପ୍ରଦେଶ ବିଧାନସଭା ବାଚସ୍ପତି ଏନପି ପ୍ରଜାପତି ଏବଂ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ନୋଟିସ ଜାରି...

ମହାରାଷ୍ଟ୍ରରେ କରୋନାରେ ତୃତୀୟ ମୃତ୍ୟୁ – ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫

0
ନୂଆ ଦିଲ୍ଲୀ ୧୭-୩ (ଓଡ଼ିଆ ପୁଅ) କରୋନାଭାଇରସ୍ ରେ ମଙ୍ଗଳବାରଦିନ ଭାରତରେ ତୃତୀୟ ମୃତ୍ୟୁ ହୋଇଥିବା ଖବର ମହାରାଷ୍ଟ୍ରରୁ ଆସିଛି। ୬୪ ବର୍ଷ ବୟସ୍କ ବ୍ୟକ୍ତିଙ୍କର କସ୍ତୁରବା ଡାକ୍ତରଖାନାରେ ମୃତ୍ୟୁ ହୋଇଛି। ବ୍ୟକ୍ତି...

କରୋନାଭାଇରସ୍ ରେ ମୃତ୍ୟୁ ସଂଖ୍ୟା ୭୦୦୦ ପାର – ଇଟାଲୀରେ ୪୮ ଘଣ୍ଟାରେ ୭୦୦...

0
ନୂଆ ଦିଲ୍ଲୀ ୧୭-୩ (ଓଡ଼ିଆ ପୁଅ) ଚାଇନା ପରେ, ଇଟାଲୀ କରୋନା ଭାଇରସ୍ ରେ ଅଧିକ ପ୍ରଭାବିତ ହୋଇଛି। କେବଳ ଇଟାଲୀ ଲୁହେଁ ସମଗ୍ର ୟୁରୋପ ପାଇଁ କରୋନା ଭାଇରସ୍ ମହାମାରୀ ବିପଦ...

ହରିରାଜପୁର ମେଲଣ ପର୍ବରେ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଉଦବୋଧନ

0
ଭୁବନେଶ୍ୱର ତା ୧୬.୦୩.୨୦ (ଓଡ଼ିଆ ପୁଅ)- ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ହରିରାଜପୁର ମେଲଣର ବିଭିନ୍ନ ମଂଚକୁ ଯାଇ ସେଠାରେ ଦୋଳ ଯାତ୍ରାକୁ...

କୋଭିଡ-୧୯ର ସ୍ଥିତି ଏବଂ ମୁକାବିଲା ଦିଗରେ ନିଆଯାଇଥିବା ପଦକ୍ଷେପ ସମୀକ୍ଷା କଲେ ଉଚ୍ଚସ୍ତରୀୟ ମନ୍ତ୍ରୀ...

0
- ଦେଶରେ ୧୧୪ କରୋନା ଭୂତାଣୁ ସଂକ୍ରମିତ, ୧୩ ସୁସ୍ଥ ଓ ୨ ମୃତ - ସାମାଜିକ ସମାବେଶ ଉପରେ ଜାରି ହେଲା କଟକଣା - ସମସ୍ତ ଶିକ୍ଷାନୁଷ୍ଠାନ, ଜିମ ଓ ଥିଏଟର ବନ୍ଦ ରଖିବାକୁ...

ରଞ୍ଜନ ଗୋଗୋଇ ରାଜ୍ୟସଭାକୁ ମନୋନୀତ

0
ନୂଆ ଦିଲ୍ଲୀ ୧୬-୩ (ଓଡ଼ିଆ ପୁଅ) ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାରଦିନ ଭାରତର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି। ଏ ନେଇ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଯୋଗ୍ୟଯେ,...

ମଧ୍ୟପ୍ରଦେଶ ବିଧାନସଭା ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ସ୍ଥଗିତ : ହେଲାନାହିଁ ଫ୍ଲୋରଟେଷ୍ଟ

0
ଭୋପାଳ ୧୬-୩ (ଓଡ଼ିଆ ପୁଅ) ମଧ୍ୟପ୍ରଦେଶ ରାଜ୍ୟପାଳଙ୍କ ଭାଷଣ ପରେ ବାଚସ୍ପତି ଗୃହକୁ ଆସନ୍ତା ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। କରୋନା ଭାଇରସ୍ ର ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି...

ମଧ୍ୟପ୍ରଦେଶ ରାଜନୈତିକ ନାଟକ: ମୁଖ୍ୟମନ୍ତ୍ରୀ କମଲନାଥ, ରାଜ୍ୟପାଳଙ୍କୁ ଲେଖିଲେ ଚିଠି, କହିଲେ – ଏପରି...

0
ନୂଆ ଦିଲ୍ଲୀ ୧୬-୩ (ଓଡ଼ିଆ ପୁଅ) ମଧ୍ୟପ୍ରଦେଶରେ ଚାଲିଥିବା ରାଜନୈତିକ ନାଟକରେ ଏକ ନୂଆ ମୋଡ଼ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ କମଲନାଥ ରାଜ୍ୟପାଳଙ୍କୁ ଚିଠି ଲେଖି କହିଛନ୍ତି କି ଏପରି ବାତାବରଣରେ ଫ୍ଲୋର...

ଶ୍ରୀମନ୍ଦିର ଛତିଶା ନିଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ – ଗରୁଡ ସ୍ତମ୍ବ ଓ ଅରୁଣ...

0
ପୁରୀ, ୧୫/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଆଜି ପୂର୍ବାହ୍ନରେ ଶ୍ରୀମନ୍ଦିର ଛତିଶା ନିଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଶନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ...

କରୋନା ଭୂତାଣୁ : ଗୋଟିଏ ଦିନରେ ଇଟାଲୀରେ ୩୬୮ ଜଣଙ୍କର ମୃତ୍ୟୁ

0
ନୂଆ ଦିଲ୍ଲୀ ୧୫-୦୩ (ଓଡ଼ିଆ ପୁଅ) ଇଟାଲୀରେ ଭୟାବହ ହେଉଛି କରୋନା। ଏହି ଭୂତାଣୁ ଯୋଗୁଁ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସଦ୍ୟତମ ଖବର ଅନୁଯାୟୀ...