Home Coronavirus Outbreak କରୋନା ଭୂତାଣୁ : ଗୋଟିଏ ଦିନରେ ଇଟାଲୀରେ ୩୬୮ ଜଣଙ୍କର ମୃତ୍ୟୁ

କରୋନା ଭୂତାଣୁ : ଗୋଟିଏ ଦିନରେ ଇଟାଲୀରେ ୩୬୮ ଜଣଙ୍କର ମୃତ୍ୟୁ

529

ନୂଆ ଦିଲ୍ଲୀ ୧୫-୦୩ (ଓଡ଼ିଆ ପୁଅ) ଇଟାଲୀରେ ଭୟାବହ ହେଉଛି କରୋନା। ଏହି ଭୂତାଣୁ ଯୋଗୁଁ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସଦ୍ୟତମ ଖବର ଅନୁଯାୟୀ ରବିବାର ଦିନ କେବଳ ଗୋଟିଏ ଦିନରେ ଏହି ରୋଗ ହେତୁ ୩୬୮ ଜଣଙ୍କର ମୃତ୍ୟୁ ଘଟିଛି। ନ୍ୟୁଜ୍ ଏଜେନ୍ସି AFP, ସରକାରୀ ଆକଳନକୁ ଆଧାର କରି ରିପୋର୍ଟ କରିଛି।

ଶନିବାର ଦିନ ଇଟାଲୀର ଜାତୀୟ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୯୭ ଟି ମାମଲା ରୁଜୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.