Home ଓଡ଼ିଶା ରଞ୍ଜନ ଗୋଗୋଇ ରାଜ୍ୟସଭାକୁ ମନୋନୀତ

ରଞ୍ଜନ ଗୋଗୋଇ ରାଜ୍ୟସଭାକୁ ମନୋନୀତ

187

ନୂଆ ଦିଲ୍ଲୀ ୧୬-୩ (ଓଡ଼ିଆ ପୁଅ) ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାରଦିନ ଭାରତର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି।

ଏ ନେଇ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନାଯୋଗ୍ୟଯେ, ନଭେମ୍ବର ୧୭, ୨୦୧୯ ରେ ରଞ୍ଜନ ଗୋଗୋଇ ସୁପ୍ରିମକୋର୍ଟରୁ ଅବସର ନେଇଥିଲେ।

ସେ ଗତ ବର୍ଷ ୯ ନଭେମ୍ବରରେ ରାମ ମନ୍ଦିର ଉପରେ ଐତିହାସିକ ରାୟ ଦେଇଥିଲେ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.