Home Authors Posts by Bureau

Bureau

17676 POSTS 0 COMMENTS

ବାଲେଶ୍ୱର ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପ୍ରତିବାଦରେ ବିକ୍ଷୋଭ – କୋଭିଡ୍ ପରିଚାଳନାରେ ସଚିବସ୍ତରୀୟ ପଦାଧିକାରୀ...

0
ବାଲେଶ୍ୱର, ୨୭ା୮(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଜିଲ୍ଲାରେ ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟସେବାକୁ ନେଇ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି। କମିଟି ସଭାପତି ଅନନ୍ତ...

ଇଂ ବସନ୍ତ ବେହେରାଙ୍କ ବିୟୋଗରେ ଶୋକ

0
ବାଲେଶ୍ୱର, ୨୭ା୮(ଓଡ଼ିଆ ପୁଅ/ଅଭୟ ଦାସ): ରାମକୋ ସିମେଣ୍ଟର ଅଧିକୃତ ବିକ୍ରେତା ଇଂଜିନିୟର ବସନ୍ତ କୁମାର ବେହେରାଙ୍କ ଅକାଳ ବିୟୋଗରେ ବଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ରାମକୋ ସିମେଣ୍ଟ...

ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ବାଲେଶ୍ୱର – ବଢ଼ୁଛି ଜିଲ୍ଲାର ୩ ପ୍ରମୁଖ...

0
ବାଲେଶ୍ୱର, ୨୬ା୮(ଓଡ଼ିଆ ପୁଅ/ଅଭୟ ଦାସ): ଉତ୍ତର-ପୂର୍ବ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ବାଲେଶ୍ୱର ସମେତ ଉତ୍ତର ଓଡ଼ିଶାରେ ଗତ ୨ ଦିନ ଧରି ଲାଗିରହିଥିବା ଲଗାଣ ବର୍ଷାରେ ଜନଜୀବନ ପ୍ରଭାବିତ ହେବା...

ଜୀବନ ବିନ୍ଦୁ ଅଭିଯାନରୁ ସଦର ସଂଯୋଜକଙ୍କ ଇସ୍ତଫା

0
ବାଲେଶ୍ୱର, ୨୬ା୮(ଓଡ଼ିଆ ପୁଅ/ଅଭୟ ଦାସ): ରାଜ୍ୟରେ ରକ୍ତର ଅଭାବ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ଜୀବନ ବିନ୍ଦୁ ଅଭିଯାନର ସଦର ଶାଖା ସଂଯୋଜକ ସଲିମ...

କୋରାପୁଟରେ ରାଜ୍ୟର ଷଷ୍ଠ ପ୍ଲାଜମା ବ୍ୟାଙ୍କ : ଓଡିଶାରେ ପ୍ଲାଜମା ଚିକିତ୍ସା ସଫଳ –...

0
ଭୁବନେଶ୍ୱର, ୨୭-୮ (ଓଡ଼ିଆ ପୁଅ) ରାଜ୍ୟରେ ପ୍ଲାଜମା ଚିକିତ୍ସା ସଫଳ ହୋଇଛି। ଅଧିକରୁ ଅଧିକ କେଭିଡ ରୋଗୀ ଏହି ଚିକିତ୍ସା ପଦ୍ଧତିରେ ସୁସ୍ଥ ହେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।...

ଜେଇଇ ଓ ନିଟ୍ ପରୀକ୍ଷା ଘୁଂଚାଇବାକୁ ଯୁବକଂଗ୍ରେସର ଦାବି

0
ଭୁବନେଶ୍ୱର ୨୭-୮ (ଓଡ଼ିଆ ପୁଅ) - ଅଖିଳ ଭାରତୀୟ ଯୁବ କଂଗ୍ରେସ ଓ ପ୍ରଦେଶ ଯୁବ କଂଗ୍ରେସର ଆହ୍ୱାନକ୍ରମେ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଭୁବନେଶ୍ୱର ଏବଂ ଖୋର୍ଦ୍ଧା ଜିଲ୍ଲା ଯୁବ କଂଗ୍ରେସ...

୪ କିଗ୍ରା ୨୫ ଗ୍ରାମର ବ୍ରାଉନ ସୁଗାର ଜବତ – ୨ ଗିରଫ

0
ଭୁବନେଶ୍ୱର ୨୭-୮ (ଓଡ଼ିଆ ପୁଅ) ଗତ ୨୬/୨୭.୦୮.୨୦୨୦ ରାତିରେ ଓଡିଶା ପୋଲିସର ଏସ୍.ଟି.ଏଫ୍ ୪ କିଗ୍ରା ୨୫ ଗ୍ରାମର ବ୍ରାଉନ ସୁଗାର ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଥାନା ଅଧିନରେ ଥିବା ଜମଲପୁର ନିକଟ...

ଆଧାର ଅପଡେଟ୍ ପାଇଁ ୧୦୦ ଟଙ୍କା ଦେବାକୁ ପଡ଼ିବ : ଜାଣନ୍ତୁ ଜୀବନରେ କେତେ...

0
ନୂଆଦିଲ୍ଲୀ ୨୭ ଅଗଷ୍ଟ (ଓଡିଆ ପୁଅ) ଆଧାର ଅପଡେଟ୍ ରଖିବା ଜରୁରୀ। କାରଣ ଏହା ଜଣେ ଭାରତୀୟ ନାଗରିକଙ୍କ ପାଇଁ ସର୍ବାଧିକ ବ୍ୟବହୃତ ତଥା ନିର୍ଭରଯୋଗ୍ୟ ପରିଚୟ ପ୍ରମାଣ ଏବଂ ଆଡ୍ରେସ୍ ପ୍ରୁଫ୍...

ଓଡ଼ିଶାରେ ରିଲାଏନ୍ସ ଜିଓର ଦବ୍‌ଦବା ଜାରି, ମେ’ରେ ଯୋଡ଼ିଲା ୧.୮୭ ଲକ୍ଷରୁ ଅଧିକ ନୂଆ...

0
ଭୁବନେଶ୍ୱର: ଓଡ଼ିଶାରେ ସର୍ବାଧିକ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ନିଜର ଜୟଯାତ୍ରା ଜାରି ରଖି ୨୦୨୦ ମେ’ରେ ରିଲାଏନ୍ସ ଜିଓ ଓଡ଼ିଶାରେ ଏକ ଲକ୍ଷ ସତାଅଶୀ ହଜାରରୁ ଅଧିକ ନୂଆ ଗ୍ରାହକ...

କରୋନା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ, କେତେ...

0
ଭୁବନେଶ୍ୱର ୨୭-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୩୮୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୯୦୯୮୬କୁ ବୃଦ୍ଧି ପାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୮୭ ଜଣ...

ଖୁସିଖବର : ଅନୁଷ୍କା ଶର୍ମା ଗର୍ଭବତୀ – ଜାନୁଆରୀରେ ବିରୁଷ୍କାଙ୍କ କୋଳକୁ ଆସିବେ ନୂଆ...

0
ନୂଆ ଦିଲ୍ଲୀ ୨୭-୮ (ଓଡ଼ିଆ ପୁଅ) ଖୁସିଖବର - ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ଗର୍ଭବତୀ। ଭାରତୀୟ ଅଧିନାୟକ ବିରାଟ କୋହଲି ଗୁରୁବାର ଏ ନେଇ ଘୋଷଣା ତାଙ୍କ ଅଫିସିଆଲ ଟ୍ୱିଟରରେ...

ରାଜ୍ୟରେ ପୁଣି କରୋନା ନେଲା ୭ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୪୪୮ କୁ...

0
ଭୁବନେଶ୍ୱର ୨୭-୮ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୭ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୪୪୮ କୁ ବୃଦ୍ଧି ପାଇଛି।ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ବରଗଡ଼ ଜିଲ୍ଲାରୁ...

ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୩୮୪ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ...

0
ଭୁବନେଶ୍ୱର ୨୭-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୩୮୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୯୦୯୮୬କୁ ବୃଦ୍ଧି ପାଇଛି।– ୩୦ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ–  ଖୋର୍ଦ୍ଧା ଜିଲ୍ଲାରୁ...

ସୁସ୍ଥ ଓ ସକ୍ରିୟ ରୋଗୀଙ୍କ ମଧ୍ୟରେ ପାର୍ଥକ୍ୟ ହାର ବୃଦ୍ଧି – ସକ୍ରିୟ...

0
ଦେଶରେ ସକ୍ରିୟ ରୋଗୀଙ୍କ ଠାରୁ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩.୫ ଗୁଣ ବୃଦ୍ଧି ପାଇଛି। ନୂଆ ଦିଲ୍ଲୀ ୨୭-୮ (ଓଡ଼ିଆ ପୁଅ) ଗତ କିଛି ଦିନ ଧରି ପ୍ରତ୍ୟେକ ଦିନ ୬୦ ହଜାରରୁ ଅଧିକ...

ଜାତୀୟ ରାଜପଥ ଟୋଲ ଫି ପ୍ଲାଜାରେ ସମସ୍ତ ପ୍ରକାର ରିହାତି ପାଇବା ପାଇଁ ଫାଷ୍ଟଟ୍ୟାଗ୍‌...

0
ନୂଆ ଦିଲ୍ଲୀ ୨୭-୮ (ଓଡ଼ିଆ ପୁଅ) ଦେଶର ଜାତୀୟ ରାଜପଥଗୁଡିକରେ ଥିବା ପଥକର ଆଦାୟ କେନ୍ଦ୍ର ବା ଟୋଲ ଫି ପ୍ଲାଜାଗୁଡିକରେ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଗାଡି ଚାଳକମାନଙ୍କ...

ଜାତୀୟ ରାଜପଥ ପ୍ରାଧିକରଣ କଣ୍ଟ୍ରାକ୍ଟର ଓ କନ୍‌ସଲଟାଣ୍ଟ ଆଦିଙ୍କ ପ୍ରଦର୍ଶନର ରେଟିଂ ବ୍ୟବସ୍ଥା କରିବ

0
ନୂଆ ଦିଲ୍ଲୀ ୨୭-୮ (ଓଡ଼ିଆ ପୁଅ) ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ଏକ ଭେଣ୍ଡର ପରଫର୍‌ମାନ୍ସ ଇଭାଲ୍ୟୁସନ ସିଷ୍ଟମ ବିକଶିତ କରିଛି। ପ୍ରାଧିକରଣ ସହ କାର୍ଯ୍ୟ କରୁଥିବା ବିଭିନ୍ନ କଣ୍ଟ୍ରାକ୍ଟର, କନ୍‌ସଲଟାଣ୍ଟ ଓ...

ଗରିବ କଲ୍ୟାଣ ରୋଜଗାର ଅଭିଯାନ ଯୋଜନାରେ ୮୫ ହଜାରରୁ ଅଧିକ ଜଳଅମଳ ପ୍ରକଳ୍ପ ଏବଂ...

0
ଏହି ଅଭିଯାନ ଆରମ୍ଭ ହେବାର ୯ ସପ୍ତାହ ମଧ୍ୟରେ ୨୪ କୋଟି ଶ୍ରମ ଦିବସ ସୃଷ୍ଟି ହେବା ସହିତ ଏ ବାବଦରେ ୧୮, ୮୬୨ କୋଟି ଟଙ୍କା ବ୍ୟୟ କରାଯାଇଛି ନୂଆ ଦିଲ୍ଲୀ ୨୭-୮...

ଦେଶରେ ଭାଙ୍ଗିଲା ସମସ୍ତ ରେକର୍ଡ଼ -୭୫, ୭୬୦ ନୂଆ କରୋନା ଆକ୍ରାନ୍ତ, ୧, ୦୨୩...

0
ନୂଆ ଦିଲ୍ଲୀ ୨୭-୮ (ଓଡ଼ିଆ ପୁଅ) ଆଜିବି ଦେଶରେ ୭୫, ୭୬୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧, ୦୨୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।...

ଦେଶରେ ଦୈନିକ ନମୁନା ପରୀକ୍ଷା ହାରାହାରି ୮ ଲକ୍ଷ : ବର୍ତ୍ତମାନ ନିୟୁତ ପିଛା...

0
ନୂଆ ଦିଲ୍ଲୀ ୨୬-୮ (ଓଡ଼ିଆ ପୁଅ) ସମୟୋଚିତ ତଥା ବ୍ୟାପକ ପରୀକ୍ଷଣ ମାଧ୍ୟମରେ ଏହି ମହାମାରୀ ବିରୁଦ୍ଧରେ ଲଢିବା ପାଇଁ ଭାରତର ରଣନୀତି ଯଥେଷ୍ଟ ସଫଳ ହୋଇଛି। କେନ୍ଦ୍ରର ନେତୃତ୍ୱାଧୀନ ନୀତି ‘ପରୀକ୍ଷା-ଚିହ୍ନଟ-ଚିକିତ୍ସା’...

ବୈତରଣୀ ନଦୀରେ ବଡ ବନ୍ୟା ଆଶଙ୍କା

0
କୋରେଇ ୨୬/୮ (ଓଡ଼ିଆ ପୁଅ/ଭାସ୍କର ସାହୁ) ଉପର ମୁଣ୍ଡରେ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁଁ ପ୍ରବଳପାଣି ଆସି ବୈତରଣୀ ନଦୀ ର ଜଳସ୍ଥର ଦୃତଗତିରେ ବଢି ବନ୍ୟା ଆଶଙ୍କା ସୃଷ୍ଠି ହୋଇଛି।...