Home Coronavirus Outbreak ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୩୮୪ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୯୦୯୮୬କୁ...

ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୩୮୪ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୯୦୯୮୬କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

215

ଭୁବନେଶ୍ୱର ୨୭-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୩୮୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୯୦୯୮୬କୁ ବୃଦ୍ଧି ପାଇଛି।

– ୩୦ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
–  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୫୮୭

– ନୂଆ ଆକ୍ରାନ୍ତ : ୩୩୮୪
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୧୨୮
– ସ୍ଥାନୀୟ ଅଞ୍ଚଳରୁ୧୨୫୬

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ – ୧୩
୨- ବାଲେଶ୍ୱର ଜିଲ୍ଲାରୁ – ୧୧୯
୩- ବରଗଡ଼ ଜିଲ୍ଲାରୁ – ୧୫୭
୪- ଭଦ୍ରକ ଜିଲ୍ଲାରୁ – ୮୨
୫- ବଲାଙ୍ଗୀର ଜିଲ୍ଲାରୁ – ୯୯
୬- ବୌଦ୍ଦ ଜିଲ୍ଲାରୁ – ୫
୭- କଟକ ଜିଲ୍ଲାରୁ – ୪୯୨
୮- ଦେବଗଡ଼ ଜିଲ୍ଲାରୁ – ୧୬
୯- ଢେଙ୍କାନାଳ ଜିଲ୍ଲାରୁ – ୬୦
୧୦- ଗଜପତି ଜିଲ୍ଲାରୁ – ୯
୧୧- ଗଞ୍ଜାମ ଜିଲ୍ଲାରୁ – ୧୭୭
୧୨- ଜଗତସିଂହପୁର ଜିଲ୍ଲାରୁ – ୪୩
୧୩- ଯାଜପୁର ଜିଲ୍ଲାରୁ – ୧୭୬
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୯୪
୧୫- କଳାହାଣ୍ଡି ଜିଲ୍ଲାରୁ – ୨୭
୧୬- କନ୍ଧମାଳ ଜିଲ୍ଲାରୁ – ୫୮
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୭୬
୧୮- କେନ୍ଦୁଝର ଜିଲ୍ଲାରୁ – ୬୩
୧୯- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୫୮୭
୨୦- କୋରାପୁଟ ଜିଲ୍ଲାରୁ – ୮୯
୨୧- ମାଲକାନଗିରି : ୪୪
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୭୭
୨୩- ନବରଙ୍ଗପୁର ଜିଲ୍ଲାରେ: ୩୧
୨୪- ନୟାଗଡ଼ ଜିଲ୍ଲାରୁ – ୭୬
୨୫- ନୂଆପଡ଼ା ଜିଲ୍ଲାରୁ – ୧୯
୨୬- ପୁରୀ ଜିଲ୍ଲାରୁ – ୧୨୧
୨୭- ରାୟଗଡ଼ା ଜିଲ୍ଲାରୁ – ୧୫୪
୨୮- ସମ୍ବଲପୁର ଜିଲ୍ଲାରୁ – ୧୮୨
୨୯- ସୋନପୁର ଜିଲ୍ଲାରୁ – ୩୭
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୦୧
– ନୂଆ ସୁସ୍ଥ ହୋଇଥିଲେ୩୩୪୩
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୧୫୫୩୨୫୭
– ମୋଟ ଆକ୍ରାନ୍ତ ୯୦୯୮୬
– ମୋଟ ସୁସ୍ଥ ହେଲେଣି ୬୨୮୧୩
– ସକ୍ରୀୟ ଆକ୍ରାନ୍ତ – ୨୭୬୭୨

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.