Home Coronavirus Outbreak ଦେଶରେ ଭାଙ୍ଗିଲା ସମସ୍ତ ରେକର୍ଡ଼ -୭୫, ୭୬୦ ନୂଆ କରୋନା ଆକ୍ରାନ୍ତ, ୧, ୦୨୩ ମୃତ୍ୟୁ,...

ଦେଶରେ ଭାଙ୍ଗିଲା ସମସ୍ତ ରେକର୍ଡ଼ -୭୫, ୭୬୦ ନୂଆ କରୋନା ଆକ୍ରାନ୍ତ, ୧, ୦୨୩ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୬୦, ୪୭୨ କୁ ବୃଦ୍ଧି

80

ନୂଆ ଦିଲ୍ଲୀ ୨୭-୮ (ଓଡ଼ିଆ ପୁଅ) ଆଜିବି ଦେଶରେ ୭୫, ୭୬୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧, ୦୨୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩, ୧୦, ୨୩୫ କୁ ବୃଦ୍ଧି ପାଇଛି ଓ ୭, ୨୫, ୯୯୧ ଜଣ ସକ୍ରୀୟ ଥିବାବେଳେ ଏବଂ ୨୫, ୨୩, ୭୭୨ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୬୦, ୪୭୨ କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.