Home ଓଡ଼ିଶା ୪ କିଗ୍ରା ୨୫ ଗ୍ରାମର ବ୍ରାଉନ ସୁଗାର ଜବତ – ୨ ଗିରଫ

୪ କିଗ୍ରା ୨୫ ଗ୍ରାମର ବ୍ରାଉନ ସୁଗାର ଜବତ – ୨ ଗିରଫ

131

ଭୁବନେଶ୍ୱର ୨୭-୮ (ଓଡ଼ିଆ ପୁଅ) ଗତ ୨୬/୨୭.୦୮.୨୦୨୦ ରାତିରେ ଓଡିଶା ପୋଲିସର ଏସ୍.ଟି.ଏଫ୍ ୪ କିଗ୍ରା ୨୫ ଗ୍ରାମର ବ୍ରାଉନ ସୁଗାର ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଥାନା ଅଧିନରେ ଥିବା ଜମଲପୁର ନିକଟ ଏନ୍.ଏସ୍-୧୬ ରୁ ଜବତ କରିଛି। ସେଥିରେ ପୋଲିସ ୨ ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି।
୨୦୨୦ ରେ ଏସ୍.ଟି.ଏଫ୍ ସର୍ବମୋଟ ୨୦ କିଗ୍ରା ୭୩୬ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ୨୨ ଟି କେସ୍ ରୁଜୁ କରିଛି ଓ ସର୍ବମୋଟ ୪୩ ଟି ଡ୍ରଗ୍ ମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସୂଚନାଯୋଗ୍ୟଯେ ଚଳିତ ୨୦୨୦ ବର୍ଷରେ ଏସ୍.ଟି.ଏଫ୍ ଦ୍ୱାରା ଜବତ ହୋଇଥିବା ବ୍ରାଉନ ସୁଗାରର ପରିମାଣ ବିଗତ ୮ ବର୍ଷ ମଧ୍ୟରେ ରାଜ୍ୟରେ ହୋଇଥିବା ସମସ୍ତ ଜବତର ପରିମାଣ ଠାରୁ ଅଧିକ ଅଟେ।
Seizure of Brown Sugar by STF in 2020
Total Seizure 20 KG 736 Gram including today’s seizure 4.025 Kg
Total Seizure in the State – 27.05 Kg.
Major Seizures:
i) 1 Kg 749 grams on 11.03.2020
ii) 2 Kg 729 grams on 19.03.2020
iii) 1 Kg 008 grams on 02.06.2020
iv) 4 Kg 458 grams on 19.06.2020
v) 3 Kg 285 grams on 19.07.2020
vi) 1 Kg 320 grams on 17/18.08.2020
vii) 4 Kg 025 grams on 26/27.08.2020
ଓଡିଶା ପୋଲିସ ଦ୍ୱାରା ୨୦୨୦ ବର୍ଷରେ ସର୍ବାଧିକ ପରିମାଣର ଗଞ୍ଜେଇ ଜବତ
୨୦୧୮ରେ ଓଡିଶା ପୋଲିସ ଦ୍ୱାରା ଜବତ ହୋଇଥିବା ଗଞ୍ଜେଇର ପରିମାଣ ୫୨୩.୮୯ କୁଇଣ୍ଟାଲ ଥିଲା। ୨୦୧୯ରେ ଓଡିଶା ପୋଲିସ ଦ୍ୱାରା ଜବତ ହୋଇଥିବା ଗଞ୍ଜେଇର ପରିମାଣ ୬୧୬.୫୦ କୁଇଣ୍ଟାଲ ଥିଲା। ସୂଚନାଯୋଗ୍ୟଯେ ୨୦୨୦ରେ ଆଜି ସୁଦ୍ଧା ହୋଇଥିବା ଗଞ୍ଜେଇ ଜବତର ପରିମାଣ ୬୩୦ କୁଇଣ୍ଟାଲ ରହିଛି, ଯାହାକି ବିଗତ ୨୦୧୮ ଓ ୨୦୧୯ ବର୍ଷର ଜବତ ପରିମାଣ ଠାରୁ ଅଧିକ ଅଟେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.