24.1 C
Bhubaneswar
Friday, March 29, 2024
Home Authors Posts by Biranchi Narayan Patri

Biranchi Narayan Patri

869 POSTS 0 COMMENTS

ଚଣ୍ଡିଖୋଲ ଅଞ୍ଚଳରେ ଘଟିଚାଲିଛି ଗୋଟିକ ପରେ ଗୋଟିଏ ଅପରାଧ – ହୋଟେଲ ରୁମରୁ ରିଜର୍ଭ...

0
ଭୁବନେଶ୍ୱର/ଯାଜପୁର୨୫ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଯାଜପୁର ଜିଲ୍ଲାର ମୁଖ୍ୟ ବାଣିଜ୍ୟ କେନ୍ଦ୍ରଭାବେ ମାନ୍ୟତା ପାଇଆସିଥିବା ଚଣ୍ଡିଖୋଲ ଛକଟି ଦିନକୁ ଦିନ ଅପରାଧିକ ମାମଲା ବଡିବା ଜିଲ୍ଲା ପ୍ରଶାସନର ଚିନ୍ତାର କାରଣ ହୋଇଛି। ଗତ ସପ୍ତାହରେ ମହିଳା...

 ବିଜେପୁର ନିର୍ବାଚନ ଫଳାଫଳ; ୧୦ମ ରାଉଣ୍ଡ ଭୋଟ ଗଣତି ଶେଷ ସୁଧା ବିଜେଡି ପ୍ରାର୍ଥୀ୫୨ହଜାର...

0
ଭୁବନେଶ୍ୱର/ବରଗଡ୨୪ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବିଜେପୁର ବିଧାନସଭା ଆସନରେ ହେଉଥିବା ଭୋଟ ଗଣତିରେ ୧୦ମ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି । ୧୦ମ ରାଉଣ୍ଡ ରେ ବିଜେଡିର ପ୍ରାର୍ଥୀ ରୀତା ସାହୁ ସମସ୍ତ...

 ବିଜେପୁର ନିର୍ବାଚନ ଫଳାଫଳ; ଷଷ୍ଟ ରାଉଣ୍ଡ ଭୋଟ ଗଣତି ଶେଷ ସୁଧା ବିଜେଡି ପ୍ରାର୍ଥୀ...

0
ଭୁବନେଶ୍ୱର/ବରଗଡ୨୪ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବିଜେପୁର ବିଧାନସଭା ଆସନରେ ହେଉଥିବା ଭୋଟ ଗଣତିରେ ଷଷ୍ଟ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି । ଷଷ୍ଟ ରାଉଣ୍ଡ ରେ ବିଜେଡିର ପ୍ରାର୍ଥୀ ରୀତା ସାହୁ ସମସ୍ତ...

ଜିଲ୍ଲାସ୍ତରୀୟ ସ୍କାଉଟ ଗାଇଡ ତୃତୀୟ ସୋପାନ ଟେଷ୍ଟ କ୍ୟାମ୍ପ ଉଦ୍‌ଘାଟିତ

0
ଭୁବନେଶ୍ୱର/ଯାଜପୁର୨୩ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଯାଜପୁର ଜିଲ୍ଲା ଭାରତ ସ୍କାଉଟ ଗାଇଡ ଆନୁକୂଲ୍ୟରେ ପାଣିକୋଇଲି ନୋଡାଲ ହାଇସ୍କୁଲ ଠାରେ ୨ଦିବସୀୟ ସ୍କାଉଟ ଗାଇଡ ତୃତୀୟ ସୋପାନ ଟେଷ୍ଟ କ୍ୟମ୍ପ ଉଦ୍‌ଘାଟିତ ହୋଇଛି । ଏହି କ୍ୟାମ୍ପକୁ...

କୋରାଇ ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ

0
ଭୁବନେଶ୍ୱର/ଯାଜପୁର୨୩ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା କୋରାଇ ବ୍ଲକର କନିଷ୍ଠ ଯନ୍ତ୍ରୀ ନଳିନୀକାନ୍ତ ଚନ୍ଦ୍ରଙ୍କୁ ଜିଲ୍ଲାପାଳ ରଂଜନ କୁମାର ଦାସ ଆଜି ନିଲମ୍ବନ କରିଛନ୍ତି । କୋରାଇ ବ୍ଲକର ବନ୍ଦାଳୋ ପଂଚାୟତରେ ହୋଇଥିବା...

ସ୍ମିତାରାଣୀ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବିରେ ଏସପି ଅଫିସ ଘେରାଉ ଓ ଧାରଣା...

0
ଭୁବନେଶ୍ୱର/ଯାଜପୁର୨୩ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା ମହିଳା କଂଗ୍ରେସ ଆହ୍ୱାନ କ୍ରମେ ଆଜି ପାଣିକୋଇଲିସ୍ଥିତ ଜିଲ୍ଲା ଆରକ୍ôଷ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘେରାଉ ଓ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଧର୍ମଶାଳା...

ସୁପ୍ରିମକୋର୍ଟରେ ଆଇନଜୀବୀ ମାନଙ୍କ ବାବଦରେ ଭୁଲ ତଥ୍ୟ ଦେଇଥିବରୁ ବାର ଆସୋସିଏସନ ସଭ୍ୟ ପଦରୁ...

0
ଭୁବନେଶ୍ୱର/କଟକ୨୩ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଆଜି ଅପରାହ୍ନ ୨ଘଟିକାରେ ହାଇକୋର୍ଟ ବାର ଆସୋସିଏସନ ର ବସିଥିବା ସ୍ୱତନ୍ତ୍ର ବୈଠକରେ ଗତକାଲି ଓଡ଼ିଶା‌ରେ ଆଇନଜୀବୀଙ୍କ ଆନ୍ଦୋଳନ ମାମଲାରେ ସୁପ୍ରିମକୋର୍ଟ କଡା ମନ୍ତବ୍ୟ ଆସିବା ସଂପର୍କରେ ଆଲୋଚନା କରାଯାଇଥିଲା...

ସୁପ୍ରିମକୋର୍ଟଙ୍କ ନିର୍ଦେଶ କୁ ନେଇ ଆଜି ଅପରାହ୍ନ ୨ଘଟିକାରେ ହେବ ବାର ଅକ୍ସନ କମିଟି...

0
ଭୁବନେଶ୍ୱର/କଟକ୨୩ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଗତ ୧୮ତାରିଖରୁ ରାଜ୍ୟର ସମସ୍ତ କୋର୍ଟ ଏକ ପ୍ରକାର ବନ୍ଦ ରହିବାସହ ଓଡିଶା ହାଇକୋର୍ଟ ଆଇନଜୀବୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିବା ବେଳେ ଆଜି ଦିନ ୨ଟା ସମୟରେ...

ହାଇକୋର୍ଟର ଅଚଳାବସ୍ଥାନେଇ ୨ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ ନିର୍ଦେଶ

0
ଭୁବନେଶ୍ୱର୨୩ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)  ଆଇନଜୀବୀ ମାନଙ୍କ ଧର୍ମଘଟ ଯୋଗୁ  ଗତ ୧୮ତାରିଖରୁ ରାଜ୍ୟର ସମସ୍ତ କୋର୍ଟ ଏକ ପ୍ରକାର ବନ୍ଦ ରହିବାସହ ଓଡିଶା ହାଇକୋର୍ଟ ଅଚଳହୋଇପଡିଛି । ଫଳରେ ରାଜ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ...

କେନ୍ଦ୍ରାପଡା ସାଂସଦଙ୍କ ନାମରେ ମାନହାନି ମକଦମା କଲେ ପଡୋଶୀ ମନଜିତ୍‌

0
ଭୁବନେଶ୍ୱର/କଟକ୨୨ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ ପୁଣି ଏକ ମାମଲା ରୁଜୁ ହୋଇଥିବା ସୁଚନା ମିଳିଛି । ଗତ କିଛି ଦିନ ତଳେ ଅନୁଭବଙ୍କୁ ନେଇ ଜଣେ ଝିଅ ତାଙ୍କୁ...

ରାଇଚରଣଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ; ‘ଶ୍ରଦ୍ଧା ସୁମନ’ ପୁସ୍ତକ ଉନ୍ମୋଚନ

0
ଭୁବନେଶ୍ୱର/ଯାଜପୁର୨୨ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କୋରାଇ ବ୍ଲକ ଅନ୍ତର୍ଗତ ଖମଣ ପଂଚାୟତ ସ୍ଥିତ ରାଧାନଗର ପାଟଣାର ଯୁବ ସମାସଜସେବୀ ତଥା ବ୍ୟାସନଗର ଶିଶୁମନ୍ଦିର ସଙ୍କୁଳ ପ୍ରମୁଖ ଗୋପାଳ ଚରଣ ସାହୁ(ରାଇଚରଣ)ଙ୍କ ଏକାଦଶାହ ଅବସରରେ ଏକ...

ସରଞ୍ଚଙ୍କ ଅନାସ୍ଥା ପାଇଁ ୱାର୍ଡ ସଭ୍ୟ/ସଭ୍ୟାଙ୍କ ଦସ୍ତଖତ ଯାଞ୍ଚ କଲା ବ୍ଳକ ପ୍ରଶାସନ

0
ଭୁବନେଶ୍ୱର/ଯାଜପୁର୨୨ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଯାଜପୁର ଜିଲ୍ଲା କୋରାଇ ପଞ୍ଚାୟତସମିତି ତଣ୍ଡରା ଗ୍ରାମ ପଞ୍ଚାୟତର ସରପଞ୍ଚ ଗୋପାଳ ସେଠୀଙ୍କ ବିରୁଧ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ୱାର୍ଡ ସଭ୍ୟ/ସଭ୍ୟା । ମୋଟ ୧୩ଟି ୱାର୍ଡରୁ ୯ଜଣ ୱାର୍ଡ...

ସ୍ମିତାରାଣୀ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବିରେ ବିଜେପିର ଯାଜପୁର ବନ୍ଦ 

0
ଯାଜପୁର ୨୧ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ପଞ୍ଚାୟତର ନିର୍ବାହୀ ଅଧିକାରୀ (ପିଇଓ) ସ୍ମିତାରାଣୀ ବିଶ୍ଵାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରିଛି ବିଜେପି।...

ସହୀଦ ଗୋପ ମହାନ୍ତିଙ୍କ ସ୍ମୃତି ଦିବସ ପାଳିତ

0
ଭୁବନେଶ୍ୱର/ଯାଜପୁର୨୧ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)କଳିଙ୍ଗ ନଗର ଗୁଳିକାଣ୍ଡରେ ୨୦୦୬ ମସିହା ଜାନୁଆରୀ ୨ତାରିଖ ଯାଜପୁର ଜିଲ୍ଲାର କୋରାଇ ଥାନା ଅନ୍ତର୍ଗତ ଧନେଶ୍ୱର ଗ୍ରାମର ଶହୀଦ ଗୋପପ୍ରସାଦ ମହାନ୍ତିଙ୍କ ଗ୍ରାମରେ ଥିବା ପ୍ରତିମୂର୍ତିରେ ସହୀଦ ଦିବସ...

ଯାଜପୁର ଜିଲା ପୁଲିସର ୬୦ତମ ଶହିଦ ଦିବସ ପାଳିତ

0
ଭୁବନେଶ୍ୱର/ଯାଜପୁର୨୧ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ପାଣିକୋଇଲି ଠାରେ ଯାଜପୁର ଜିଲା ପୁଲିସ ରିର୍ଜଭ ପଡିଆରେ ୬୦ତମ ଶହୀଦ ସ୍ମୃତି ଦିବସ ପାଳିତ ହୋଇଛି । ଜିଲା ଆରକ୍ଷୀ ଅଧୀକ୍ଷକ ଚରଣ ସିଂହ ମିନା ଏହି କାର୍ଯ୍ୟକ୍ରମକୁ...

୬୦ ତମ ରାଜ୍ୟସ୍ତରୀୟ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ

0
ଭୁବନେଶ୍ୱର/କଟକ୨୧ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)୬୦ ତମ ରାଜ୍ୟସ୍ତରୀୟ ପୋଲିସ ଶହୀଦ ସ୍ମୃତି ଦିବସ ଆଜି ପୂର୍ବାହ୍ନରେ ପୋଲିସ ମୁଖ୍ୟାଳୟ ପରିସରରେ ଆନୁଷ୍ଠାନିକ ଭାବେ ପାଳନ କରାଯାଇଅଛି । ଏହି ଉପଲକ୍ଷେ ଆୟୋଜିତ ଏକ ନିରାଡମ୍ୱର...

ହାଇକୋର୍ଟରେ ଅଦାଲତ ଅବମାନନା ମାମଲାରେ ଶୁଣାଣୀ ଶେଷ – ନଭେମ୍ବର ୪ରେ ପରବର୍ତ୍ତୀ ଶୁଣାଣୀ...

0
ଭୁବନେଶ୍ୱର/କଟକ୨୧ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଆଇନଜୀବୀମାନଙ୍କ ବିଭିନ୍ନ ସମୟରେ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରସଙ୍ଗରେ ଆଜି ହାଇକୋର୍ଟରେ ବିଚାରପତିଙ୍କ ପୂର୍ଣ୍ଣ ଖଣ୍ଡପୀଠରେ ଶୁଣାଣୀ ଶେଷ ହୋଇଛି। ଏହି ପ୍ରସଙ୍ଗରେ ହାଇକୋର୍ଟରେ ଆସନ୍ତା ନଭେମ୍ବର ୪ରେ ପରବର୍ତ୍ତୀ ଶୁଣାଣୀ...

 ଆଜି ଆରମ୍ଭ ହୋଇଛି ବିଜେପୁର ଉପନିର୍ବାଚନ ଭୋଟ

0
ଭୁବନେଶ୍ୱର୨୧ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ଆରମ୍ଭ ହୋଇଛି ବିଜେପୁର ଉପନିର୍ବାଚନ ଭୋଟ । ସକାଳ ୭ଟାରୁ ଅପରାହ୍ଣ ୫ଟା ପର‌୍ୟ୍ୟନ୍ତ ମତଦାନ ହେବ। ଏହି ଉପନିର୍ବାଚନରେ ବିଜେପୁର, ବରପାଲି ଓ ଗାଇସିଲଟ ବ୍ଲକକୁ...

ଆସନ୍ତା ୨୩ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ  ଲଘୁଚାପ ସୃଷ୍ଟି ହେବ ବୋଲି ଭାରତୀୟ...

0
ଭୁବନେଶ୍ୱର୨୧ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୨୩ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଉତ୍ତର ତାମିଲନାଡ଼ୁ ଓ ଦକ୍ଷିଣ...

ଧରାପଡିଲା ଡକାୟତି ଯୋଜନାର ମୁଖ୍ୟ ଅଭିଯୁକ୍ତ

0
ଯାଜପୁର୨୦ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ): ଗତ ଅକ୍ଟୋବର ୩ ତାରିଖ ପାଣିକୋଇଲି ପୁଲିସ ୪ ଜଣ ଆନ୍ତରାଜ୍ୟ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏହାର ମୁଖ୍ୟ ଅଭିଯୁକ୍ତ ଭଦ୍ରକ ଜିଲ୍ଲା...