Home ଓଡ଼ିଶା  ବିଜେପୁର ନିର୍ବାଚନ ଫଳାଫଳ; ୧୦ମ ରାଉଣ୍ଡ ଭୋଟ ଗଣତି ଶେଷ ସୁଧା ବିଜେଡି ପ୍ରାର୍ଥୀ୫୨ହଜାର ୧୪୨...

 ବିଜେପୁର ନିର୍ବାଚନ ଫଳାଫଳ; ୧୦ମ ରାଉଣ୍ଡ ଭୋଟ ଗଣତି ଶେଷ ସୁଧା ବିଜେଡି ପ୍ରାର୍ଥୀ୫୨ହଜାର ୧୪୨ ଖଣ୍ଡ ଆଗୁଆ

150

ଭୁବନେଶ୍ୱର/ବରଗଡ୨୪ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବିଜେପୁର ବିଧାନସଭା ଆସନରେ ହେଉଥିବା ଭୋଟ ଗଣତିରେ ୧୦ମ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି । ୧୦ମ ରାଉଣ୍ଡ ରେ ବିଜେଡିର ପ୍ରାର୍ଥୀ ରୀତା ସାହୁ ସମସ୍ତ ପ୍ରାର୍ଥୀଙ୍କୁ ପଛରେ ପକାଇ ୫୨ହଜାର ୧୪୨ ଖଣ୍ଡ ଭୋଟରେ ଆଗୁଆ ଥିବା ନିର୍ବାଚନ ଅଧିକାରୀଙ୍କ ଠାରୁ ସୁଚନା ମିଳିଛି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.