Home ଅପରାଧ କେନ୍ଦ୍ରାପଡା ସାଂସଦଙ୍କ ନାମରେ ମାନହାନି ମକଦମା କଲେ ପଡୋଶୀ ମନଜିତ୍‌

କେନ୍ଦ୍ରାପଡା ସାଂସଦଙ୍କ ନାମରେ ମାନହାନି ମକଦମା କଲେ ପଡୋଶୀ ମନଜିତ୍‌

214

ଭୁବନେଶ୍ୱର/କଟକ୨୨ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ ପୁଣି ଏକ ମାମଲା ରୁଜୁ ହୋଇଥିବା ସୁଚନା ମିଳିଛି । ଗତ କିଛି ଦିନ ତଳେ ଅନୁଭବଙ୍କୁ ନେଇ ଜଣେ ଝିଅ ତାଙ୍କୁ ଅଶାଳୀନ ବ୍ୟବହାର ପଦର୍ଶନ କରିବା ମାମଲା ଗଣମାଧ୍ୟମରେ ପ୍ରମୁଘ ଖବର ହୋଇଥିବା ଦେଖିବାକୁ ମିଳିଥିଲା । ପରେ ପୁଣି ଅନୁଭବଙ୍କ ନାମରେ ପଡୋଶୀ ମନଜିତ୍ ପୁରିଘାଟ ଥାନାରେ ଏକ ମାମଲା ରୁଜୁ କରିବା ଦେଖିବାକୁ ମିଳିଥିଲା । ପୁଣି ପୁରୀଘାଟ ଥାନାରେ ଅନୁଭବ ମହାନ୍ତିଙ୍କ ନାମରେ ମାନହାନୀ ଅଭିଯୋଗ କରିଛନ୍ତି ମନଜିତ୍ । ସୋସିଆଲ ମିଡିଆରେ ଅନୁଭବ ମହାନ୍ତି ମୋ ନାଁରେ ଅପପ୍ରଚାର କରୁଥିବା ବେଳେ ଏହା ଯୋଗୁଁ ମୋର ସମ୍ମାନହାନୀ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି । ତେଣୁ ତାଙ୍କ ବିରୋଧରେ ଆଇଟି ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଏତଲାରେ ଦର୍ଶାଇଛନ୍ତି ମନଜିତ୍ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.