Home ଅପରାଧ କୋରାଇ ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ

କୋରାଇ ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ

87

ଭୁବନେଶ୍ୱର/ଯାଜପୁର୨୩ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା କୋରାଇ ବ୍ଲକର କନିଷ୍ଠ ଯନ୍ତ୍ରୀ ନଳିନୀକାନ୍ତ ଚନ୍ଦ୍ରଙ୍କୁ ଜିଲ୍ଲାପାଳ ରଂଜନ କୁମାର ଦାସ ଆଜି ନିଲମ୍ବନ କରିଛନ୍ତି । କୋରାଇ ବ୍ଲକର ବନ୍ଦାଳୋ ପଂଚାୟତରେ ହୋଇଥିବା ଦୁନିର୍ତୀକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏହାର ତଦନ୍ତ ପିଡିଙ୍କ ଦ୍ୱାରା କରାଯାଇଥିଲା । ସମିତିସଭ୍ୟ ନିଳାଦ୍ରୀଭୂଷଣ ସାହୁଙ୍କୁ କେତେକ କାର୍ଯ୍ୟର ପିସି ମାଗିବାର ଅଡିଓ ବିଭିନ୍ନ ଗଣମାଧ୍ୟମ, ବୈଦ୍ୟୁତିକ ଗଣମାଧ୍ୟମ ଓ ସାମଜିକ ଗଣମାଧ୍ୟରେ ପ୍ରକାଶ ପାଇବା ପରେ ଆଜି ଜିଲ୍ଲାପାଳ କନିଷ୍ଠ ଯନ୍ତ୍ରୀ ଚନ୍ଦ୍ରଙ୍କୁ ନିଲମ୍ବନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.