Biranchi Narayan Patri
ଚାଷୀ ମାନେ ସମବାୟ ଅଫିସରେ ପକାଇଲେ ତାଲା
ବରଗଡ ୧୯ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ୍ ରେ ଚାଷୀ ସଂଗଠନ ପକ୍ଷରୁ ଶୋଭାଯାତ୍ରା କରାଯିବା ସହ ସମବାୟ ଅଫିସରେ ଚାଷୀ ମାନେ ତାଲା ପକାଇବା ସୂଚନା ମିଳିଛି। ଚାଷୀ...
ଦୁର୍ନୀତି ଅଭିଯୋଗରେ ସ୍ପେଶାଲ ସ୍କ୍ୱାଡ୍ ଏଏସଆଇ ନିଲମ୍ବିତ
କଟକ ୧୯ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଦୁର୍ନୀତି ଅଭିଯୋଗରେ ସ୍ପେଶାଲ ସ୍କ୍ୱାଡ୍ ଏଏସଆଇ ଅର୍ଜୁନ କହଁରଙ୍କୁ ନିଲମ୍ବିତ କରାଯାଇଥିବା କଟକ ପୁଲିସ୍ ମୁଖ୍ୟାଳୟ ସୁତ୍ରରୁ ସୂଚନା ମିଳିଛି। ଅର୍ଜୁନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିଲା।...
କଲେଜ ଅଧ୍ୟକ୍ଷଙ୍କ ବାସଭବନ ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
ସୁନ୍ଦରଗଡ ୧୯ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ସକାଳ ବେଳା କୁଚିଣ୍ଡା ବାମରା କେଶାଇବାହାଲ କଲେଜ ଅଧ୍ୟକ୍ଷଙ୍କ ବାସଭବନ ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ହୋଇଥିବା ସୁଚନା ମିଳିଛି ।ସୁନ୍ଦରଗଡ କୁଚିଣ୍ଡା ବାମରା...
ଗୋଡଖସିଯିବାରୁ ଆହତ ଉମା ଭାରତୀ ମେଡିକାଲରେ ଭର୍ତ୍ତି
ନୂଆଦିଲ୍ଲୀ ୧୯ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଉମା ଭାରତୀଙ୍କ ଗୋଡଖସିଯିବାରୁ ମୁଣ୍ଡରେ ଆଘାତ୍ ଲାଗିବା ସହ ଗୋଡ ଫ୍ୟାକ୍ଚର ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି...
ଅପରିଚିତ ବ୍ୟକ୍ତିର ମୃତଦେହ ଉଦ୍ଧାର
ଅନୁଗୁଳ୧୯ା୧୧(ଓଡିଆ ପୁଅ) ଅନୁଗୁଳ ଜିଲ୍ଲ ନାଲକୋ ପୁଲିସ୍ ଜଣେ ଅପରିଚିତ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଥିବା ସୂଚନା ମିଳିଛି। ମୃତ ବ୍ୟକ୍ତିଙ୍କୁ ହତ୍ୟା କରାଯାଇ ଫିଙ୍ଗା ଯାଇଥିବା ସନ୍ଦେହ କରିଛନ୍ତି ସ୍ଥାନୀୟ ଲୋକେ।...
ପୂର୍ବ ଶତ୍ରୁତାରୁ ଦୁଇ ଭାଇଙ୍କୁ ମାଡ, ଥାନାରେ ମାମଲା
ଯାଜପୁର୧୯ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କୋରାଇ ଥାନା ଅନ୍ତର୍ଗତ ତଳଗଡ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଭାଇ ଦୋକାନକୁ ଯାଇଥିବା ବେଳେ ସେମାନଙ୍କୁ ମାଡ ମାରିବା ନେଇ ଥାନାରେ ଅଭିଯୋଗ ହୋଇଛି।...
ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବାର୍ଷିକ ବିଜ୍ଞାନ ଓ କଳା ପ୍ରଦର୍ଶନୀ
ଯାଜପୁର୧୯ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଲକ୍ଷ୍ମୀନଗର ପଞ୍ଚାୟତ ତରାପୁର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ବାର୍ଷିକ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହାକୁ ବିଶିଷ୍ଠ ଶିକ୍ଷାବିତ କୈଳାସଚନ୍ଦ୍ର କୁଅଁର ଆନୁଷ୍ଠାନିକ ଭାବେ ଉଦ୍ଘାଟନ...
୩ବର୍ଷର ଜାତୀୟ ମେଧାବୃତ୍ତି (ଏନଆରଟିଏସ) ପରୀକ୍ଷାଫଳ ପ୍ରକାଶ
ଯାଜପୁର୧୯ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)କୋରାଇ ବ୍ଲକ ଶିକ୍ଷାମଣ୍ଡଳର ୩ବର୍ଷର ଜାତୀୟ ମେଧାବୃତ୍ତି (ଏନଆରଟିଏସ)ପରୀକ୍ଷାଫଳ ପ୍ରକାଶ ପାଇଛି। ଏହି ଶିକ୍ଷାମଣ୍ଡଳର ପକ୍ଷରୁ ଆୟୋଜିତ ୨୦୧୫, ୨୦୧୬ ଓ ୨୦୧୮ ମସିହାର ପରୀକ୍ଷା ଫଳ ପ୍ରକାଶ ପାଇଛି।...
ରାସ୍ତା ଦୁର୍ଘଟଣାରେ ୧୦ ମୃତ ୨୦ ଆହତ
ନୂଆଦିଲ୍ଲୀ୧୮ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜସ୍ଥାନରେ ଏକ ବଡ ଦର୍ଘଟଣା ରେ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି।...
ସମସ୍ତ ଚର୍ଚ୍ଚାର ଅନ୍ତ ପରେ, ବିଧାୟକ ଅଙ୍ଗଦ ସୈନିଙ୍କୁ ବାହାହେବେ ଆଦିତି
ନୂଆଦିଲ୍ଲୀ ୧୮ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କଂଗ୍ରେସ ନେତା ତଥା ଯୁବରାଜ ରାହୁଲ ଗାନ୍ଧୀ –କଂଗ୍ରେସ ଦଳର ରାୟବରେଲି ବିଧାୟକ ଅଦିତିଙ୍କୁ ବିବାହ କରିବାକୁ ନେଇ ଗତ କିଛି ମାସ ହେଲା ସୋସିଆଲ ମିଡିଆ...
ଶ୍ରୀମନ୍ଦିରରେ ଅପରାହ୍ନ ୪ଟାରୁ ୮ଟା ପର୍ଯ୍ୟନ୍ତ ବନ୍ଦ ରହିବ ଦର୍ଶନ
ପୁରୀ ୧୮୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ମହାପ୍ରଭୁଙ୍କ ଆଜି ପାଲଟଲାଗି ନୀତି, ଦ୍ୱିତୀୟ ଭୋଗମଣ୍ଡପରେ ନୀତି ପାଇଁ ଅପରାହ୍ନ ୪ଟାରୁ ସନ୍ଧ୍ୟା ୮ ଘଟିକା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି...
ବୁଲବୁଲ କ୍ଷୟକ୍ଷତି ଆକଳନ ପାଇଁ ରାଜସ୍ୱ ଓ କୃଷି ବିଭାଗର ମିଳିତ ତଦନ୍ତ
ଯାଜପୁର୧୮ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)କୋରାଇ ବ୍ଳକର ୮୦ଭାଗ ଲୋକ ଚାଷ ଉପରେ ନିର୍ଭର କରି ଚଳୁଥିବା ବେଳେ ବୁଲବୁଲ ବର୍ଷା ସେମାନଙ୍କ ମେରୁଦଣ୍ଡ ଦୋଦଲାଇ ଦେଇଛି। ଚାଷ ଜମିରେ ଏବେ ବି ପାଣି ଜମି...
ଅବସରକାଳୀନ ସମ୍ବର୍ଦ୍ଧନା ସଭା
ଯାଜପୁର୧୮ା୧୧(ଓଡିଆ ପୁଅ):କୋରାଇ ବ୍ଲକ ଅନ୍ତର୍ଗତ ଗୌରପୁର ପଞ୍ଚାୟତର ଇଛାପୁରସସ୍ଥିତ କୂନ୍ତଳା କୁମାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିଦ୍ୟାଧର ମୁଦୁଲିଙ୍କ ଅବସର ହୋଇଥିଲା। ଏଥି ନେଇ ବିଦ୍ୟାଳୟରେ ବିଦାୟ କାଳୀନ ସଭା ପୁରାତନ ଛାତ୍ର...
ପଞ୍ଚାୟତ ଅଫିସରେ ତାଲା ପଡିବା ନେଇ ଥାନାରେ ମାମଲା
ଯାଜପୁର୧୮ା୧୧(ଓଡିଆ ପୁଅ)କୋରାଇ ବ୍ଲକ ଅନ୍ତର୍ଗତ ତଣ୍ଡରା ପଞ୍ଚାୟତରେ ସରପଞ୍ଚଙ୍କ ବିରୁଦ୍ଧରେ ଅଣାଯାଇଥିବା ଅନାସ୍ଥା କୋରମ ଅଭାବରୁ କାଟ ଖାଇବା ପରେ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିରହିଛି। ଭତା ବାଣ୍ଟି ଥିବା ବେଳେ...
ନଦୀରେ ବୁଡି ତୀର୍ଥଯାତ୍ରୀ ମୃତ
ଯାଜପୁର୧୭ା୧୧(ଓଡିଆ ପୁଅ/ବିରଞ୍ଚନାରାୟଣ ପତ୍ରୀ) ଓଡିଶାକୁ ତୀର୍ଥ ଭ୍ରମଣରେ ଆସିଥିବା ଆନ୍ଧ୍ର ପଦେଶ ବିଶାଖାପାଟଣା ସିଥମପେଟ ଅଞ୍ଚଳର ଜଣେ ଯୁବତୀ ଯାଜପୁର ବୈତରଣୀ ନଦୀ ଦଶ୍ୱାଶମେଧା ଘାଟରେ ବୁଡି ମୃତବରଣ କରିବା ଜିଲ୍ଲା ମୂଖ୍ୟ...
ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ ସମାଜକୁ ସଂସ୍କାରିତ କରିବ
ଯାଜପୁର୧୭ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଗଣମାଧ୍ୟମ ନିରପେକ୍ଷ, ନିର୍ଭିକ ଓ ସତ୍ୟ ସମ୍ବାଦ ପରିବେଷଣ କରିବା ଊଚିତ । ଏହା ସମାଜକୁ ଓ ମାନବ ଚରିତ୍ରକୁ ସଂଶୋଧିତ କରିବ ବୋଲି ଜିଲ୍ଲା ଗ୍ରାମ୍ୟ ଊନ୍ନୟନ...
ଜିଲ୍ଲା ଶିଶୁ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ
ଯାଜପୁର୧୭ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଶିଶୁ ମାନଙ୍କ ସୁରକ୍ଷା ଓ ଅଧିକାରକୁ ଅକ୍ଷୂର୍ଣ୍ଣ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ଜିଲ୍ଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ମତ ବ୍ୟକ୍ତ କରିଚ୍ଥନ୍ତି । ଶନିବାର...
ଆହାର କେନ୍ଦ୍ର ପରିଦର୍ଶନ କଲେ ପ୍ରକଳ୍ପ ନିର୍ଦ୍ଦେଶକ
ଯାଜପୁର୧୭ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଜିଲ୍ଲା ଗ୍ରାମ୍ୟ ଉନ୍ନନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ତଥା ସହରାଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷକ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ଯାଜପୁର ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ଆହାର କେନ୍ଦ୍ରକୁ ପରିଦର୍ଶନ...
“ଆମେ ବିପଦରେ ସାଥି” ତରଫରୁ ମାଗଣା ବସ୍ତ୍ର ବଣ୍ଟନ
ଯାଜପୁର୧୭ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ର) ଯାଜପୁର ଜିଲ୍ଲାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ପାଣିକୋଇଲି ଅଞ୍ଚଳର ଅଗ୍ରଣୀ ଯୁବ ସଙ୍ଗଠନ “ଆମେ ବିପଦରେ ସାଥି “ତରଫରୁ ଚଳିତ ବର୍ଷ ନିମନ୍ତେ ଦୁସ୍ଥ ତଥା...
ଅଜଣା ଗାଡି ଦୁର୍ଘଟଣାରେ ଭାଇ-ଭଉଣୀଙ୍କ ମୃତ୍ୟୁ
ଯାଜପୁର୧୫ା୧୧ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ଏକ ବାଇକ୍ଯୋଗେ ଭାଇ-ଭଉଣୀ ଜାତୀୟ ରାଜପଥରେ ଯାଉଥିବା ବେଳେ ଦୁର୍ଘଟଣାରେ ଉଭୟ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ୧୬ ନଂ ଜାତୀୟ ରାଜପଥ ଧର୍ମଶାଳା...