Home ଅପରାଧ ରାସ୍ତା ଦୁର୍ଘଟଣାରେ ୧୦ ମୃତ ୨୦ ଆହତ

ରାସ୍ତା ଦୁର୍ଘଟଣାରେ ୧୦ ମୃତ ୨୦ ଆହତ

271

ନୂଆଦିଲ୍ଲୀ୧୮ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜସ୍ଥାନରେ ଏକ ବଡ ଦର୍ଘଟଣା ରେ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ- ରାଜସ୍ଥାନ ଡୁଙ୍ଗରଗଡ଼ରେ ବସ୍‌ଟ୍ରକ ମଧ୍ୟରେ ଧକ୍କା ହେବା ଫଳରେ ୧୦ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.