Home ଓଡ଼ିଶା ନଦୀରେ ବୁଡି ତୀର୍ଥଯାତ୍ରୀ ମୃତ

ନଦୀରେ ବୁଡି ତୀର୍ଥଯାତ୍ରୀ ମୃତ

172

ଯାଜପୁର୧୭ା୧୧(ଓଡିଆ ପୁଅ/ବିରଞ୍ଚନାରାୟଣ ପତ୍ରୀ) ଓଡିଶାକୁ ତୀର୍ଥ ଭ୍ରମଣରେ ଆସିଥିବା ଆନ୍ଧ୍ର ପଦେଶ ବିଶାଖାପାଟଣା ସିଥମପେଟ ଅଞ୍ଚଳର ଜଣେ ଯୁବତୀ ଯାଜପୁର ବୈତରଣୀ ନଦୀ ଦଶ୍ୱାଶମେଧା ଘାଟରେ ବୁଡି ମୃତବରଣ କରିବା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ଡାକ୍ତଙ୍କ ଠାରୁ ସୁଚନା ମିଲିଛି । ବିଶାଖାପାଟଣା ସିଥମପେଟ ଅଞ୍ଚଳର ୧୨୦ ତୀର୍ଥ ଯାତ୍ର ରାଜ୍ୟର ଜଗନ୍ନାଥ ଧାମ କୋଣାର୍କ ପରେ ମା’ବିରଜାଙ୍କୁ ଦର୍ଶନ କରିବାକୁ ଆସି ବୈତରଣୀ ନଦୀ ଦଶ୍ୱାଶମେଧା ଘାଟରେ ଗାଧୋଥବା ସମୟରେ ନଦୀରେ ବୁଡି ବିଶାଖାପାଟଣା ସିଥମପେଟ ଅଞ୍ଚଳର ଦୁର୍ଗା ରାଓଙ୍କ ଝୀଅ ଗିବିଡି ଦୁର୍ଗା ମୃତବରଣ କରିବା ସୁଚନା ମିଳିଛି । ନଦୀରେ ବୁଡି ଯାଇଥିବା ଗିବିଡି ଦୁର୍ଗା କୁ ଯାଜପୁର ଅଗ୍ନିଶ୍ରମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇ ଜିଲ୍ଲା ମୂଖ୍ୟ ଚିକିଚିକିତ୍ସାଳୟରେ ଭର୍ତ୍ତି କଯାଇଥିଲା ଡାକ୍ତର ଗିବିଡି ଦୁର୍ଗାକୁ ମୃତ ଘୋଷଣା କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲେ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.