Home ଓଡ଼ିଶା ଚାଷୀ ମାନେ ସମବାୟ ଅଫିସରେ ପକାଇଲେ ତାଲା

ଚାଷୀ ମାନେ ସମବାୟ ଅଫିସରେ ପକାଇଲେ ତାଲା

417

ବରଗଡ ୧୯ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ୍ ରେ ଚାଷୀ ସଂଗଠନ ପକ୍ଷରୁ ଶୋଭାଯାତ୍ରା କରାଯିବା ସହ ସମବାୟ ଅଫିସରେ ଚାଷୀ ମାନେ ତାଲା ପକାଇବା ସୂଚନା ମିଳିଛି। ଚାଷୀ ସଂଗଠନ ପକ୍ଷରୁ ଟୋକନ୍ ବ୍ୟବସ୍ଥାକୁ ବିରୋଧ କରି ଚାଷୀମାନେ ଶୋଭାଯାତ୍ରାରେ ସାମିଲି ହେବା ସହ ସମସ୍ତ ତହସିଲ କାର୍ଯ୍ୟାଳୟ ବନ୍ଦ କରିବାକୁ ଚେତାବନୀ ଦେବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.