Home ଅପରାଧ ଦୁର୍ନୀତି ଅଭିଯୋଗରେ ସ୍ପେଶାଲ ସ୍କ୍ୱାଡ୍ ଏଏସଆଇ ନିଲମ୍ବିତ

ଦୁର୍ନୀତି ଅଭିଯୋଗରେ ସ୍ପେଶାଲ ସ୍କ୍ୱାଡ୍ ଏଏସଆଇ ନିଲମ୍ବିତ

139

କଟକ ୧୯ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଦୁର୍ନୀତି ଅଭିଯୋଗରେ ସ୍ପେଶାଲ ସ୍କ୍ୱାଡ୍ ଏଏସଆଇ ଅର୍ଜୁନ କହଁରଙ୍କୁ ନିଲମ୍ବିତ କରାଯାଇଥିବା କଟକ ପୁଲିସ୍ ମୁଖ୍ୟାଳୟ ସୁତ୍ରରୁ ସୂଚନା ମିଳିଛି। ଅର୍ଜୁନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିଲା। ପୁଲିସ ବିଭାଗ ପକ୍ଷରୁ ମାମଲାର ତଦନ୍ତ କରାଯାଇ ଦୁର୍ନୀତି ଅଭିଯୋଗର ପ୍ରମାଣ ମିଳିବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.