Home ଅନୁଗୁଳ ଅପରିଚିତ ବ୍ୟକ୍ତିର ମୃତଦେହ ଉଦ୍ଧାର ଅନୁଗୁଳଅପରାଧଓଡ଼ିଶା ଅପରିଚିତ ବ୍ୟକ୍ତିର ମୃତଦେହ ଉଦ୍ଧାର By Biranchi Narayan Patri - November 19, 2019 218 0 0 0 0ଅନୁଗୁଳ୧୯ା୧୧(ଓଡିଆ ପୁଅ) ଅନୁଗୁଳ ଜିଲ୍ଲ ନାଲକୋ ପୁଲିସ୍ ଜଣେ ଅପରିଚିତ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଥିବା ସୂଚନା ମିଳିଛି। ମୃତ ବ୍ୟକ୍ତିଙ୍କୁ ହତ୍ୟା କରାଯାଇ ଫିଙ୍ଗା ଯାଇଥିବା ସନ୍ଦେହ କରିଛନ୍ତି ସ୍ଥାନୀୟ ଲୋକେ। ନାଲକୋ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। Tweet 0 0 0 0