Home ଅପରାଧ କଲେଜ ଅଧ୍ୟକ୍ଷଙ୍କ ବାସଭବନ ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ

କଲେଜ ଅଧ୍ୟକ୍ଷଙ୍କ ବାସଭବନ ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ

281

ସୁନ୍ଦରଗଡ ୧୯ା୧୧(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ସକାଳ ବେଳା କୁଚିଣ୍ଡା ବାମରା କେଶାଇବାହାଲ କଲେଜ ଅଧ୍ୟକ୍ଷଙ୍କ ବାସଭବନ ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ହୋଇଥିବା ସୁଚନା ମିଳିଛି ।ସୁନ୍ଦରଗଡ କୁଚିଣ୍ଡା ବାମରା କେଶାଇବାହାଲ ଜୁନିୟର କଲେଜ ଅଧ୍ୟକ୍ଷ ଜୟ ପ୍ରକାଶ ପଟେଲଙ୍କ ନାମରେ ହୋଇଥିବା ଆୟ ବର୍ହିଭୁତ ସମ୍ପତ୍ତି ଅଭିଯୋଗରେ ଆଜି ରାଉରକେଲା ଭିଜିଲାନ୍ସ ବିଭାଗ ପକ୍ଷରୁ ଅଧ୍ୟକ୍ଷଙ୍କ ବାସଭବନ ସମେତ ୬ଟି ସ୍ଥାନରେ ଚଢ଼ାଉ କରିଛି। ଜୟ ପ୍ରକାଶ ପଟେଲଙ୍କ ଘରେ ଥିବା ବ୍ୟାଙ୍କ କାଗଜପତ୍ର ତଥା ଅନ୍ୟ ସାମଗ୍ରୀ ଆଦିକୁ ଭିଜିଲାନ୍ସ ଯାଞ୍ଚ କରୁଥିବା ସୁଚନା ମିଳିଛିା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.