Biranchi Narayan Patri
ଶୀତ ଲହରିକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସ୍ବତନ୍ତ୍ର ରିଲିଫ କମିସନର
ଭୁବନେଶ୍ୱର୨୮ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଆଞ୍ଚଳିକ ପାଣିପାଗ ଭୁବନେଶ୍ୱର ପକ୍ଷରୁ ରାଜ୍ୟରେ ଶୀତ ଳଡରି ଆଗାମି ୪ ଦିନ ପର୍ଯ୍ୟନ୍ତ ସାରାରାଜ୍ୟରେ ତାପମାତ୍ର କମ୍ ରହିବା ସତର୍କ ସୁଚନାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର...
ବେଆଇନ ଭାବେ କିଡନୀ ପ୍ରତିରୋପଣ ମାମଲା; ୨ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦେବାକୁ...
ଭୁବନେଶ୍ୱର୨୮ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବରଗଡ ଜିଲ୍ଲାର ଅନିଲ୍ କୁମାର ସ୍ୱାମୀଙ୍କ କିଡନୀକୁ ତାଙ୍କ ପଡୋଶୀ ରାଘବ ରାମ ଦୋରାଙ୍କ ଶରୀରରେ ଆପୋଲ ହସ୍ପିଟାଲରେ ପ୍ରତିରୋପଣ କରାଯାଇଥିଲା । ଯାହା ସଂପୂର୍ଣ୍ଣ ବେଆଇନ ଭାବେ...
ବିବାଦୀୟ ବୟାନର ଏଆଇସିସି ନିକଟରେ ସ୍ପଷ୍ଟିକରଣ ରଖିଲେ ପ୍ରଦୀପ ମାଝି
ଭୁବନେଶ୍ୱର୨୮ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ନବରଙ୍ଗପୁର ଜିଲାର କୋଷାଗୁମୁଡ଼ା ବ୍ଲକ ଅଞ୍ଚଳର ଜଣେ ନାବାଳିକାକୁ ଗଣବଳାତ୍କାର ଓ ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୁଲିସର ବିଫଳତା ପ୍ରତିବାଦରେ ଗୁରୁବାର କଂଗ୍ରେସ ୧୨ଘଣ୍ଟିଆ...
ଲଘୁଖଣିଜ ପଦାର୍ଥ ଚୋରାଚାଲାଣ କାରୀଙ୍କ କବଜାରେ ଜିଲ୍ଲା ପ୍ରଶାସନ
ଯାଜପୁର୨୮ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲାର କୋରାଇ ,ଯାଜପୁର ଓ ସୁକିନ୍ଦା ଓ ଦାନଗଦୀ ଆଦି ବ୍ଲକ ଅଞ୍ଚଳରେ ଲଘୁଖଣିଜ ପଦାର୍ଥ ଚୋରାଚାଲାଣ ହେଉଥିବାର ପ୍ରମାଣ ୨୦୧୭ ଏପ୍ରିଲ ୨୮ରେ ଜାତୀୟ ଗ୍ରୀନ...
ରାଜ୍ୟ ସାରା ପ୍ରବଳ ଶୀତ ଲହରି ଜାରି
ଭୁବନେଶ୍ୱର୨୮ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଗୋଟିଏ ଦିନରେ ଭୁବନେଶ୍ବର ତାପମାତ୍ରା ୪ ଡିଗ୍ରୀ କମିଥିବା ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୁଚନା ଦିଆଯାଇଛି । ଭୁବନେଶ୍ବରରେ ୧୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ଉତ୍ତର-ପୂର୍ବ...
୨ଟି JCB ଓ ଗୋଟିଏ ରୋଲର ପୋଡ଼ିଲେ ମାଓବାଦୀ
ରାୟଗଡା୨୮ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ରାୟଗଡ ଜିଲ୍ଲାରେ ମାଓବାଦୀ ମାନେ ରାସ୍ତା କାମକୁ ବିରୋଧ କରି ରାସ୍ତାକାମରେ ନିୟୋଜିତ ଥିବା ଗାଡିରେ ନିଆଁ ଲଗାଇ ପୋଡିଦେବା ଦେଖିବାକୁ ମିଳିଛି । ଜିଲ୍ଲାର ମିନିଗୁଡା ବ୍ଲକ୍ ଥୁଆପାଢିରେ...
ବୈଷ୍ଣୋଦେବୀ ମନ୍ଦିର ନିକଟରୁ ୨ଟି ମୃତଦେହ ଉଦ୍ଧାର
ବରଗଡ୨୮ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବରଗଡ ଜିଲ୍ଲା ସଦର ଥାନା ପଥରଲା ନିକଟରୁ ସନ୍ଦେହ ଜନକ ଭାବେ ଜଣେ ମହିଳା ଓ ଜଣେ ଯୁବକଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଥିଲେହେଁ ମୃତକଙ୍କର ପରିଚୟ ମିଳି...
ମାର୍ଚ୍ଚ ୩ରୁ ଆରମ୍ଭ ହେବ ଚଳିତ ବର୍ଷର +୨ ପରୀକ୍ଷା
ଭୁବନେଶ୍ୱର୨୭ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି CHSE ଅଫିସରେ ପରିକ୍ଷା କମିଟି ବୈଠକ ବସି ଆସନ୍ତା ମାର୍ଚ୍ଚ ୩ ତାରିଖରୁ +୨ ପରିକ୍ଷା ଆରମ୍ଭ କରାଯିବ ବୋଲି ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ...
ନ୍ୟାୟ ପାଇଁ ଏସପିଙ୍କଦ୍ୱାରସ୍ଥ
ଯାଜପୁର୨୭ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ବିଧବା ମହିଳା ସମେତ ତାଙ୍କ ପୁଅକୁ ମରଣାନ୍ତକ ଆକ୍ରମଣ ମାମଲା ପୁଲିସ ନିକଟରେ ହେବା ପରେ ଚାଷ ଜମିରୁ ଧାନ କାଟିନେଲେ ମଧ୍ୟ ପୁଲିସ କାର୍ୟ୍ୟାନୁଷ୍ଠାନ ନନେବାରୁ ଶେଷରେ ଏସପିଙ୍କ...
ଅନୁସୂଚୀତ ଜାତି ଓ ଜନଜାତି ଜାଗରୁକତା ଏବଂ ପରିଚାଳନା କମିଟି ବୈଠକ ଅନୁଷ୍ଠିତ
ଯାଜପୁର ୨୭ ।୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଅନୁସୂଚୀତ ଜାତି ଓ ଜନଜାତି ସମ୍ପ୍ରଦାୟର ଉନ୍ନତି ଦିଗରେ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ତାହାର ସୁଫଳ ଯେଭଳି ସେହି ଲୋକମାନେ ପାଇ...
ରାଜ୍ୟସ୍ତରୀୟ ଶିଶୁଉତ୍ସବ ଉଦ୍ଘାଟିତ
କଟକ୨୭ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଓଡ଼ିଶା ମାଧ୍ୟମିକ ସ୍କୁଲ୍ ଶିକ୍ଷକ ସଂଘ(ଓଷ୍ଟା)ର ୩୮ ତମ ଶିଶୁଉତ୍ସବ କଟକ ସ୍ଥିତ ଶହୀଦ ଭବନ ଠାରେ ଉଦ୍ଘାଟି ହୋଇଯାଇଛି । ଏହି ଉତ୍ସବ ୨୭,୨୮ ଓ ୨୯...
ରାଜ୍ୟସ୍ତରୀୟ ‘ଦିବ୍ୟାଲୋକ ସନ୍ଧାନେ’ ସମ୍ମାନ ପାଇବେ ଡାକ୍ତର ପି.କେ. ଦାଶ
କଟକ୨୭ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଅନ୍ତର୍ଜାତିକସ୍ତରର ପ୍ରଖ୍ୟାତ ହୃଦ୍ରୋଗ ବିଶେଷଜ୍ଞ, ଗଭୀର ଅଧ୍ୟାତ୍ମବାଦୀ ବ୍ୟକ୍ତିତ୍ୱ ତଥା ଏଇ ନିକଟରେ କ୍ୟାପିଟାଲ ହସ୍ପିଟାଲର ହୃଦ୍ ଓ ସିଟିଭିଏସ୍ ବିଭାଗର ନିର୍ଦ୍ଦେଶକ ପଦବିରେ ଯୋଗ ଦେଇଥିବା ଡାକ୍ତର...
ସାହିତ୍ୟିକମାନେ ଲୋକଙ୍କ ସମସ୍ୟା ସହ ଜଡିତ ହେବା ଉଚିତ
ଯାଜପୁର୨୭ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଭାଷା ନଥିଲେ ସାହିତ୍ୟ ନଥାନ୍ତା । ତେଣୁ ଭାଷା ଜାତିର ଅସ୍ମିତା, ଗର୍ବ ଓ ଗୌରବ ବୋଲି କୋରାଇ ମଣ୍ଡଳ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ କୋରାଇ ମହୋତ୍ସବର ଦ୍ୱ୍ୱିତୀୟ...
ସାଆଁଳା ବାଲିଘାଟର ହୋଇଥିବା ଏନ୍ଜିଟି ନିର୍ଦ୍ଦେଶକୁ ମାନୁନାହିିଁ ପ୍ରଶାସନ ଓ ବାଲିମାଫିଆ
ଯାଜପୁର୨୩ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ୨୦୧୭ ଏପ୍ରିଲ ୨୮ରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି)ପକ୍ଷରୁ ନଦୀପଠାରୁ ବାଲି ଉତ୍ତୋଳନରେ ମେଶିନ ବ୍ୟବହାର ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଜାରି ହୋଇଥିଲା। ଯାଜପୁର ଜିଲା ଦେଇ...
ଶିକ୍ଷକଙ୍କୁ ହତ୍ୟା କରିଥିବା ଅପରାଧରେ ଆସାମିକୁ ଆଜୀବନ କାରାଦଣ୍ଡ
ଅନୁଗୁଳ୨୩ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଅନୁଗୁଳ ଜିଲ୍ଲା କଣିହାଁ ତେଲୀସିଂହାରେ ୨୦୧୫ ମସିହାରେ ଜଣେ ଶିକ୍ଷକଙ୍କୁ ଏକ ଖଣ୍ଡାରେ ହାଣି ହତ୍ୟା କରିଥିବା ଅପରାଧରେ ଆସାମିକୁ ତାଳଚେର ଏଡିଜେ କୋର୍ଟର ବିଚାରପତ ଆଜୀବନ କାରାଦଣ୍ଡରେ...
ଚାନ୍ଦିପୁର ଘାଟିରୁ କ୍ଷେପଣାସ୍ତ୍ରର ପରୀକ୍ଷଣ
ବାଲେଶ୍ୱର୨୩ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ରେ QRSAM କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି ଜ୍ଝ ଚାନ୍ଦିପୁର ଘାଟି ୩ ନମ୍ବର ଲଞ୍ଚ ପ୍ୟାଡ୍ରୁ ୧୧ଟା ୪୯ରେ ପରୀକ୍ଷଣ କରାଯାଇଛି QRSAM କ୍ଷେପଣାସ୍ତ୍ରର...
କୋରେଇ ଶିଶୁ ମହୋତ୍ସବ ୨୦୧୯ ଉଦ୍ଯାପିତ
ଯାଜପୁର୨୩ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କୋରାଇର ସାମାଜିକ ଅନୁଷ୍ଠାନ ସମ୍ପର୍କ ଫାଉଣ୍ଡେସନ ଆନୁକୂଲ୍ୟରେ କୋରାଇ ଶିଶୁ ମହୋତ୍ସବ ୨୦୧୯ ଗୁରୁକୂଳ ଭବନ ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନର ସଭାପତି ସ୍ୱାତୀ ସ୍ୱତପ୍ରଭା ଦ୍ୱିବେଦୀଙ୍କ ଅଧ୍ୟକ୍ଷତାରେ...
ଶିକ୍ଷାବିତ୍ଙ୍କ ପରଲୋକ
ଯାଜପୁର୨୩ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପଥରପଦା ପଂଚାୟତ ଅନ୍ତର୍ଗତ ବଡବରୁଣାଇପଦା(ନୁଆଗାଁ)ର ଶିକ୍ଷାବିତ୍ ଭଗବାନ ଦାସ(୮୨)ଙ୍କର ବାସଗଗୃହରେ ପରଲୋକ ଘଟିଛି । ଗତ ଡିସେମ୍ବର ୮ ତାରିଖ ତାଙ୍କ ସ୍ତ୍ରୀ କୋଇଲି ଦାସଙ୍କ ମୃତ୍ୟୁ ଘଟିଥିଲା...
ଟ୍ରକ-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା, ମାଆ ପୁଅ ମୃତ
ଯାଜପୁର୨୩ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ଼ ମେଡ଼ିକାଲକୁ ଆମ୍ବୁଲାନ୍ସ ଯୋଗେ ଯାଉଥିବା ରୋଗୀ ପାଣିକୋଇଲି ଥାନା ବ୍ରଜନଗର ଠାରେ ଏକ ଟ୍ରକ ସହିତ ୧୦୮ ଆମ୍ବୁଲାନ୍ସର ମୁହାମୁହିଁ...
ଶତାଧିକ ମିଲିସିଆଙ୍କ ଆତ୍ମସମର୍ପଣ
ମାଲକାନଗିରି୨୩ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ମାଲକାନଗିରି ମାଥିଲ ଥାନା ମହୁପଦର ଫାଣ୍ଡିରେ ଆଜି ଆଇଆଇସିଙ୍କ ଉପସ୍ଥିତିରେ ୨୫୦ରୁ ଉର୍ଦ୍ଧ ମିଲିସିଆ ମାନେ ଆତ୍ମସମର୍ଦଣ କରିଥିବା ମାଥିଲ ଥାନା ଆଇଆଇସି ସୁଚନା ଦେଇଛନ୍ତି ।