Home ଅନୁଗୁଳ   ଶିକ୍ଷକଙ୍କୁ ହତ୍ୟା କରିଥିବା ଅପରାଧରେ ଆସାମିକୁ ଆଜୀବନ କାରାଦଣ୍ଡ

  ଶିକ୍ଷକଙ୍କୁ ହତ୍ୟା କରିଥିବା ଅପରାଧରେ ଆସାମିକୁ ଆଜୀବନ କାରାଦଣ୍ଡ

374

ଅନୁଗୁଳ୨୩ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଅନୁଗୁଳ ଜିଲ୍ଲା କଣିହାଁ ତେଲୀସିଂହାରେ ୨୦୧୫ ମସିହାରେ ଜଣେ ଶିକ୍ଷକଙ୍କୁ  ଏକ ଖଣ୍ଡାରେ ହାଣି ହତ୍ୟା କରିଥିବା ଅପରାଧରେ ଆସାମିକୁ ତାଳଚେର ଏଡିଜେ କୋର୍ଟର ବିଚାରପତ ଆଜୀବନ କାରାଦଣ୍ଡରେ ଦଣିତ କରିଛନ୍ତି । କଣିହାଁ ତେଲୀସିଂହାର ଶିକ୍ଷକ ମଦନମୋହନ ପ୍ରଧାନଙ୍କୁ ୨୦୧୫ ମସିହାରେ ଅଭିଯୁକ୍ତ ପ୍ରଫୁଲ ବିଶ୍ୱାଳ ଖଣ୍ଡାରେ ହାଣି ହତ୍ୟାକରିଥିବାର ସମସ୍ତ ସାଖିଙ୍କ ବୟାନକୁ ଆଧାର କରି ତାଳଚେର ଏଡିଜେ ଉପରୋକ୍ତ ଦଣ୍ଡରେ ଦଣ୍ଡିତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.